Home କୋରାପୁଟ ପେଟକଣା ସେତୁ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ

ପେଟକଣା ସେତୁ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ

14

କୋରାପୁଟ ୧୭-୧୨ (ଓଡିଆ ପୁଅ /ରଂଜନ ଦାସ)ସେମିଲିଗୁଡା ତହସିଲ ଅଫିସ ରାସ୍ତାରେ ପେଟକଣା ସେତୁ ନିର୍ମାଣ ନିମନ୍ତେ ଭିତି ପ୍ରସ୍ତର ସ୍ଥାପନ କରାଯାଇଥିବା ଜଣାପଡିଛି।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ଓ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ଅତିଥିଭାବେ ଯୋଗଦେଇ ଭିତିପ୍ରସ୍ତର ସ୍ଥାପନ କରିଥିଲେ।ଏହି ଅବସରରେ ସେମିଲିଗୁଡା ବ୍ଲକ ଉପାଧ୍ୟକ୍ଷା ବାସନ୍ତି ଛେଦନାୟକ, ବିଡିଓ ସବ୍ୟସାଚୀ ବେହେରା, କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ମିଶ୍ର ଓ ଠିକାଦାର ଅଶୋକ କୁମାର ପ୍ରଧାନ ଉପସ୍ଥିତ ଥିଲେ।ସେତୁ ନିର୍ମାଣର ଅଟକଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.