Bikash Biswal
ବନ୍ୟା ଯୋଗୁଁ ବନିକରଣ ପ୍ରକଳ୍ପ ନଷ୍ଟ
ହାଟଡିହି -୨୮ । ୮ :(ଓଡିଆପୁଅ) ଚଳିତ ବନ୍ୟାରେ ହାଟଡିହି ବ୍ଲକରେ ଅନେକ ବନିକରଣ ପ୍ରକଳ୍ପ ନଷ୍ଟ ହୋଇଯାଇଛି । ବଞ୍ଚୋରେ ୧୦ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିବାବେଳେ ସମ୍ପୁର୍ଣ୍ଣ ଜଳମଗ୍ନ ହୋଇଯିବାରୁ...
ବିଧାୟକଙ୍କ ବନ୍ୟାଞ୍ଚଳପରିଦର୍ଶନ
ହାଟଡିହି -୨୮ । ୮ :(ଓଡିଆପୁଅ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ହାଟଡିହି ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ସେ ଭୁବନେଶ୍ୱରରୁ ଆସି ସିଧା ଶାଳଣିଆଁରେ ପହଞ୍ଚିବାପରେ ଆଇତିପୁର ପଞ୍ଚାୟତର ବିଭିନ୍ନ...
ବିଜେପି ପ୍ରତିନିଧି ଦଳଙ୍କ ହାଟଡିହି ବନ୍ୟାଞ୍ଚଳ ପରିଦର୍ଶନ
ହାଟଡିହି -୨୮ । ୮ : (ଓଡିଆପୁଅ) ବିଜେପିର ଏକ ପ୍ରତିନିଧି ଦଳ ଆଜି ହାଟଡିହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ କାର୍ଯ୍ୟକାରିଣୀ...
ବନ୍ୟାଜଳରେ ଭାଷି ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାରକୁ ସହାୟତା
ହାଟଡିହି- ୨୮/୮ (ଓଡିଆପୁଅ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର କଣ୍ଠିଆଡି ଗ୍ରାମରେ ବନ୍ୟାଜଳରେ ଭାଷିଯାଇ ସନାତନ ଦେହୁରୀ ନାମକ ଜଣେ ଯୁବକ ମୃତ୍ୟୁ ବରଣ କରିଥିବାବେଳେ ପ୍ରଶାସନ ପକ୍ଷରୁ ଆଜି ସହାୟତା ଯୋଗାଇ...
ଅଗ୍ନିଶମ ବିଭାଗ ଦ୍ୱାରା ଶୁଖିଲା ଖାଦ୍ୟ ସାମଗ୍ରୀ ପଠାଗଲା
ହାଟଡିହି -୨୮ । ୮ :(ଓଡିଆପୁଅ) ଚଳିତ ବନ୍ୟାରେ ହାଟଡିହି ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଉର୍ଦ୍ଧ ଗ୍ରାମ ପାଣି ଘେରରେ ଥିବାବେଳେ ଏଠାକୁ ଓଡ୍ରାଫ୍ଟ ଟିମ ଆସିନଥିବାରୁ ଅଗ୍ନିଶମ ବିଭାଗ ଦ୍ୱାରା...
ବନ୍ୟାରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାରକଲା ଅଗ୍ନିଶମ ବିଭାଗ
ହାଟଡ଼ିହି- ୨୭/୮ ହାଟଡ଼ିହି ବ୍ଲକ ହାବଳେଶ୍ୱର ନିକଟରେ ବନ୍ୟା ଘେରରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଖବରରୁ ଜଣାଯାଇଛି କି ତେମଳା...
ଆନନ୍ଦପୁର ପୌରାଞ୍ଚଳରେ ସର୍ଟଡାଉନ ଅବଧି ୩କୁ ଘୁଞ୍ଚିଲା
ହାଟଡିହି- ୨୭/୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ପୌରାଞ୍ଚଳ ସହିତ ଏହାର ସଂଲଗ୍ନ ଗ୍ରାମ ବେଲବାହାଳି, ଜଳସୁଆଁ, ଟେଲଙ୍କପଡା, ଶାଳବଣୀ, ମୋଚିନ୍ଦା ପ୍ରମୁଖ ଗ୍ରାମକୁ ୨୭ତାରିଖ ପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ...
ହାଟଡିହି ବ୍ଲକରେ ୮ଟି ଞ୍ଚାୟତର ୪୫ରୁ ଉର୍ଦ୍ଧ ଗାଁ ଜଳବନ୍ଦୀ, ପ୍ରଶାସନ ପକ୍ଷରୁ ସହାୟତା...
ହାଟଡିହି- ୨୭/୮ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୮ଟି ପଞ୍ଚାୟତର ୪୫ରୁ ଉର୍ଦ୍ଧ ଗାଁ ପାଣିଘେରରେ ଥିବାବେଳେ ହଜାର ହଜାର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି ।...
ଧନୁର୍ଜୟପୁରରେ ୨୪ ଆକ୍ରାନ୍ତ, ସମସ୍ତେ ସ୍ଥାନୀୟ ସଂକ୍ରମିତ, ୨୫୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ହାଟଡିହି -୨୭ । ୮(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆଜି ଗୋଟିଏ ଦିନରେ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମଥର ପାଇଁ ହଦଗଡ ପଞ୍ଚାୟତର ଧନୁର୍ଜୟପୁର...
ପଞ୍ଚୁଗୋଛିଆ ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ
ହାଟଡିହି- ୨୭/୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଞ୍ଚୁଗୋଛିଆ ପଞ୍ଚାୟତରେ ଏକ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଯନ୍ତ୍ରୀ ବିନୟ...
ବନ୍ୟାଜଳରେ ଭାଷିଯାଇ ଜଣେ ମୃତ
ହାଟଡିହି- ୨୭/୮ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର କଣ୍ଠିଆଡି ଗ୍ରାମରେ ବନ୍ୟାଜଳରେ ଭାଷିଯାଇ ଜଣେ ଯୁବକ ମୃତ୍ୟୁ ବରଣ କରିଛି । ମୃତ ଯୁବକ...
ସମଣାରେ ଘର ଭାଙ୍ଗିଲା, ଗୋରୁ ଗାଈ ନିଖୋଜ
ହାଟଡିହି- ୨୭/୮ (ଓଡିଆପୁଅ / ବିକାଶ ବିଶ୍ୱାଳ)ବୈତରଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ହାଟଡିହି ବ୍ଲକ ସମଣା ପଞ୍ଚାୟତର ସମଣା ଗ୍ରାମର ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଲୋକଙ୍କ ଘରେ ପାଣି ପସିଯାଇଥିବାବେଳେ...
ଯୁବକଙ୍କୁ ଆକ୍ରମଣ ମାମଲାରେ ପୁଲିସ ନୀରବଦ୍ରଷ୍ଟା, ଆନ୍ଦୋଳନ ଚେତାବନୀ
ହାଟଡିହି -୨୬ । ୮ : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ପୁଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଖବରରୁ ପ୍ରକାଶ ଯେ ନନ୍ଦିପଦା ଥାନା ସୁଲଣ...
ପୋଲ ବାନ୍ଧିବାକୁ ନେଇ ଦୁଇ ଗାଁ ଭିତରେ ବିବାଦ
ହାଟଡିହି -୨୬ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜାବିନିପୁର ଗ୍ରାମର କିଛି ଲୋକ ଜୋର ଜବରଦସ୍ତ ମଙ୍ଗରାଜପୁର ଗାଁ ନିକଟରେ ଥିବା ଗଡିଆଆଡି...
ପରିବାରକୁ ସାମାଜିକ ବାସନ୍ଦ, ଅଭିଯୋଗ ଶୁଣୁନି ପୁଲିସ
ହାଟଡିହି -୨୬ । ୮ :(ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଶାଳବଣି ଗ୍ରାମରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବାବେଳେ ଏନେଇ ପରିବାର ଲୋକେ ବାରମ୍ବାର ଥାନାକୁ ଦୌଡୁଥିଲେବି ପୁଲିସ...
ବୈତରଣୀ ନଦୀରେ ପ୍ରଥମ ବନ୍ୟା, ୨୦ରୁ ଉର୍ଦ୍ଧ ଗ୍ରାମ ଜଳମଗ,
ହାଟଡିହି-୨୬/୮ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଉପର ମୁଣ୍ଡରେ ଲଗାତର ବର୍ଷା ଲାଗି ରହିବା ଦ୍ୱାରା ବୈତରଣୀରେ ବନ୍ୟା...
ନିର୍ମାଣ ହେଲାନି ଚୋରଗଡିଆ ତରତରା ରାସ୍ତା, ଯାତାୟତ ଠପ ହୋଇଯିବା ଆଶଙ୍କା
ହାଟଡିହି -୨୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆର.ଡି ବିଭାଗ ଅଧିନରେ ଥିବା ଚୋରଗଡିଆ-ତରତରା ରାସ୍ତାଟିର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ବିଶେଷକରି ଚୋରଗଡିଆ ଗାଁ ନିକଟରେ ଓ...
ମଧୁବନରେ ୧୩ ଆକ୍ରାନ୍ତ, ସମସ୍ତେ ସ୍ଥାନୀୟ ସଂକ୍ରମିତ, ୨୨୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ହାଟଡିହି -୨୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆଜି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମଥର ପାଇଁ ହଦଗଡ ପଞ୍ଚାୟତର...
ବେକରେ ଓଢଣି ଲଗାଇ କଲେଜ ଛାତ୍ରୀ ଙ୍କ ଆତ୍ମହତ୍ୟା
ହାଟଡ଼ିହି-୨୪/୮ (ବିକାଶ ବିଶ୍ଵାଳ) ଆନନ୍ଦପୁର ଥାନା ବାଉଁଶଗଡ଼ ଗାଁରେ ପାହାଡ଼ ଉପରେ ଆତ୍ମହତ୍ୟା କରିଛନ୍ତି ଜଣେ କଲେଜ ଛାତ୍ରୀ।ବାଉଁଶଗଡ଼ ଗାଁ ର ଅଲିଭାଦୀପାଳି ନାୟକ ନାମକ ଏହି ଛାତ୍ରୀ ଜଣକ ଆନନ୍ଦପୁର କଲେଜ...
ବ୍ୟବସାୟୀଙ୍କ ପରଲୋକ
ହାଟଡିହି -୨୪। ୮ : (ଓଡିଆ ପୁଅ)ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ପ୍ରେମାନନ୍ଦ ବିଶ୍ୱାଳଙ୍କ ୫୨ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଛେନାପଦିଛକରେ ଦୀର୍ଘଦିନ ଧରି ବ୍ୟବସାୟ କରିଆସୁଥିଲେ। ସେ ଜଣେ ଯାତ୍ରାପ୍ରେମୀ...