Home କେନ୍ଦୁଝର ବେକରେ ଓଢଣି ଲଗାଇ କଲେଜ ଛାତ୍ରୀ ଙ୍କ ଆତ୍ମହତ୍ୟା

ବେକରେ ଓଢଣି ଲଗାଇ କଲେଜ ଛାତ୍ରୀ ଙ୍କ ଆତ୍ମହତ୍ୟା

308

ହାଟଡ଼ିହି-୨୪/୮ (ବିକାଶ ବିଶ୍ଵାଳ) ଆନନ୍ଦପୁର ଥାନା ବାଉଁଶଗଡ଼ ଗାଁରେ ପାହାଡ଼ ଉପରେ ଆତ୍ମହତ୍ୟା କରିଛନ୍ତି ଜଣେ କଲେଜ ଛାତ୍ରୀ।ବାଉଁଶଗଡ଼ ଗାଁ ର ଅଲିଭାଦୀପାଳି ନାୟକ ନାମକ ଏହି ଛାତ୍ରୀ ଜଣକ ଆନନ୍ଦପୁର କଲେଜ ରେ +୩ ଶେଷ ବର୍ଷରେ ପଢ଼ୁଥିଲେ। ଗତକାଲି ଅଲିଭା ଖାଇ ସାରିବା ପରେ ଘରୁ କୁଆଡେ ଚାଲି ଯାଇଥିଲେ ତେବେ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ଗ୍ରାମ ନିକଟ ଏକ ପାହାଡ଼ ଉପରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ପୋଲିସ କୁ ଖବର ଦେଇଥିଲେ। ଅଲିଭା ଙ୍କ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ମୃତ ଶରୀର କୁ ଜବଦ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.