Bikash Biswal
ଘରଘର ବୁଲି ସଚେତନ କରାଉଛନ୍ତି ଅଙ୍ଗନବାଡି ଓ ଆଶାକର୍ମୀ
ହାଟଡ଼ିହି-୫/୪, ଘରଘର ବୁଲି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଉଛନ୍ତିି ଅଙ୍ଗନବାଡି ଓ ଆଶାକର୍ମୀ । ବାଙ୍ଗୋର ଟାଇଲସାହିର ଅଙ୍ଗନବାଡି କର୍ମୀ ଗାୟତ୍ରୀ ବେହେରା ଓ ଆଶା କର୍ମୀ...
ଅସିଆରେ ଗ୍ରାମବାସୀଙ୍କୁ ସାବୁନ ଓ ମାସ୍କ ଓ ବିସ୍କୁଟ ବଣ୍ଟନ
ହାଟଡ଼ିହି-୫/୪, ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଅସିଆ ଗ୍ରାମରେ ଛେନାପଦିଛକ ମା ମଙ୍ଗଳା ସୁଇଟସ ପକ୍ଷରୁ ଆଜି ଲୋକମାନଙ୍କୁ ସାବୁନ, ବିସ୍କୁଟ ଓ ମାସ୍କ ବଣ୍ଟନ କରାଯାଇଛି । ମା ମଙ୍ଗଳା ସୁଇଟ୍ସର...
ନଦୀରେ ଭାଷୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ହାଟଡ଼ିହି-୫/୪, ହାଟଡିହି ବ୍ଲକ ଶାଳନ୍ଦୀ ନଦୀର ଗୋହୀରାବଣି ନିକଟରେ ଜଣେ ଯୁବକଙ୍କ ମୃତଦେହ ଭାଷୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନରେ ଗୋହିରାବଣି ନିକଟରେ ଶାଳନ୍ଦୀ ନଦୀରେ...
ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ତାଲିକା ୫୯୫ରେ ପହଞ୍ଚିଲା
ହାଟଡ଼ିହି-୩/୪, କରୋନା ଭୁତାଣୁ ପାଇଁ ସମଗ୍ର ଦେଶରେ ଆତଙ୍କର ବାତାବରଣ ଖେଳି ଯାଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛନ୍ତି । ଏପରିକି ସମଗ୍ର ଭାରତବର୍ଷରେ...
ହାଟଡିହିରେ ସାମାଜିକ ଦୁରତା ରକ୍ଷାକରି ଚାଉଳ ବଣ୍ଟନ
ହାଟଡ଼ିହି-୩/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ହାଟଡିହି ପଞ୍ଚାୟତରେ ଯୋଗାଣ ସାମଗ୍ରୀ ବଣ୍ଟନ ବେଳେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇ ପ୍ରତି ଏକ ମିଟର ଦୁରତାରେ ଲୋକମାନଙ୍କୁ ଠିଆ କରାଇ ଚାଉଳ ଓ...
ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କରୋନା ସଚେତନତା ରଥ
ହାଟଡ଼ିହି-୩/୪, ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗାଁ କଲ୍ୟାଣ ସମିତି କ୍ଷେତୁଆଳିର ମିଳିତ ସହଯୋଗରେ କୋଭିଡ-୧୯ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥକୁ ଗୋଷ୍ଠୀ...
ହଦଗଡ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିଲା
ହାଟଡ଼ିହି-୩/୪, ହାଟଡିହି ବ୍ଲକରେ ଆଗାମି ଦିନରେ କିପରି କରୋନାକୁ ମୁକାବିଲା କରାଯିବ ସେନେଇ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ...
ବଞ୍ଚୋ ଓ ଷଡଙ୍ଗ ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିଲା
ହାଟଡ଼ିହି-୨/୪, ହାଟଡିହି ବ୍ଲକରେ କରୋନା ମୁକାବିଲା ପାଇଁ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମାନଙ୍କ ପାଇଁ...
ଭଦ୍ରକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସୀମା ସିଲ କଲା ପ୍ରଶାସନ
ହାଟଡ଼ିହି-୨/୪, ଭଦ୍ରକରେ ୪ର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ପରେ କେନ୍ଦୁଝର- ଭଦ୍ରକ ଜିଲ୍ଲାକୁ ବସନ୍ତିଆ ନିକଟରେ ସିଲ କରାଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବନ୍ତ ପୁଲିସ ପକ୍ଷରୁ ବସନ୍ତିଆ ବଜାର...
ନନ୍ଦିପଦା ପୁଲିସ ପକ୍ଷରୁ ୩୩ଟି ବାଇକ ଜବଦ
ହାଟଡ଼ିହି-୨/୪, କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା କରି ଘରେ ରହିବା ପାଇଁ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ କିଛି ଅମାନିଆ ଏହାକୁ ଭ୍ରୁକ୍ଷେପ ନକରି ବାଇକ୍ଧରି ବଜାର...
ଫ୍ରେଣ୍ଡ ଫର ଫାଉଣ୍ଡେସନ ପକ୍ଷରୁ ଗରିବ ଅସହାୟଙ୍କୁ ସହାୟତା ଓ ସଚେତନତା
ହାଟଡ଼ିହି-୨/୪, ଫ୍ରେଣ୍ଡ ଫର ଫାଉଣ୍ଡେସନ ଶାଳଣିଆଁ ପକ୍ଷରୁ ହାଟଡିହି ବ୍ଲକର ବିଭିନ୍ନ ଗ୍ରାମରେ ଗରିବ ଅସହାୟ ମାନଙ୍କୁ ସହାୟତା ଓ ସଚେତନତା କରାଯାଉଛି । ସରକାରଙ୍କ କୌଣସି ସହାୟତା ଲୋକଙ୍କ ପାଖରେ ପହଞ୍ଚି...
ସର୍ଟ ସର୍କିଟରୁ ବାଲିବରେଇ ଗ୍ରାମରେ ଅଗ୍ନିକାଣ୍ଡ, ୧୫ବଖରା ଘର ଜଳିଗଲା, ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କାର...
ହାଟଡ଼ିହି-୨/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ବାଲିବରେଇ ଗ୍ରାମର ତଳ ସାହିରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୫ବଖରା ଘର...
ଗାଁ ଗାଁରେ ସୀମା ସିଲ
ହାଟଡ଼ିହି-୧/୪, (ଓଡିଆପୁଅ) ଗତକାଲି ରାଜ୍ୟର ୪ର୍ଥ କରୋନା ପଜେଟିଭ ଆକ୍ରାନ୍ତ ଭଦ୍ରକର ବୋଲି ଜଣାପଡିବାପରେ ହାଟଡିହି ଅଞ୍ଚଳରେ ଲୋକମାନେ ବେଶି ସତର୍କ ହୋଇ ପଡିଛନ୍ତି । ହାଟଡିହି ଅଞ୍ଚଳର ଲୋକମାନଙ୍କର କାରବାର ଭଦ୍ରକ...
ପାରିବାରିକ କଳହର କରୁଣ ପରିଣତି, ଦୁଇ ପୁଅଙ୍କୁ ବିଷ ପିଆଇଲା ମା
ହାଟଡ଼ିହି-୧/୪, (ଓଡିଆପୁଅ) ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ପାରିବାରିକ କଳହରୁ ଜଣେ ମା ତାର ଦୁଇ ପୁଅଙ୍କୁ ବିଷ ଖୁଆଇ ଦେଇଥିବା ଅଭିଯୋଗ ହୋଇଛି । ଦୁଇ ଛୁଆଙ୍କ ବାପା ସୁଶାନ୍ତ କୁମାର...
ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଚଲିଛି ରନ୍ଧାଖାଦ୍ୟ ବଣ୍ଟନ
ହାଟଡ଼ିହି-୧/୪, (ଓଡିଆପୁଅ) କରୋନା ପାଇଁ ସମଗ୍ର ଭାରତବର୍ଷରେ ଲକଡାଉନ ଚାଲିଥିବାବେଳେ ଗାଁ ଗଣ୍ଡାରେ ରହିଥିବା ଅସହାୟ, ଭିକାରୀ, ନିରାଶ୍ରୟ ଓ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କୁ ଓଡିଶା ସରକାର ରନ୍ଧା ଖାଦ୍ୟ...