24.1 C
Bhubaneswar
Friday, March 29, 2024
Home Authors Posts by Dushmanta Kumar Panda

Dushmanta Kumar Panda

325 POSTS 0 COMMENTS

ପ୍ରବାସୀ ମାନଙ୍କୁ ଫେରାଇ ଆଣିବାକୁ କଳାହାଣ୍ଡି ସାଂସଦଙ୍କ ସମେତ ବିଜେପିର ଦାବୀ

0
କଳାହାଣ୍ଡି- ୧୯.୦୫.୨୦୨୦ ( ଓଡିଆପୁଅ) କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ନୂଆପଡା ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ପାଇଁ ନୂାାପଡା ଜିଲ୍ଲାପାଳ ମଧୁସ୍ମିତା...

ଗୁଜରାଟ ରାଜକୋଟରୁ ପହଂଚିବ ଶ୍ରମିକ ଟ୍ରେନ, ଭବାନୀପାଟଣା ଅଂଚଳରେ କର୍ଫ୍ୟୁ...

0
କଳାହାଣ୍ଡି- ତା.୧୯.୦୫.୨୦୨୦ ( ଓଡିଆପୁଅ )ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇଯାଇଛନ୍ତି । ଗୁଜରାଟରୁ ଆସୁଥିବା ...

ଅବ୍ୟବସ୍ଥାରେ କଳାହାଣ୍ଡି ଜିଲ୍ଲାରେ ରବିଧାନ ସଂଗ୍ରହ, ଧାନ ପ୍ରସ୍ତୃତ,ମଣ୍ଡି ଖୋଲୁନି, ଟୋକନ ଧରି...

0
କଳାହାଣ୍ଡି ତା.୧୫.୦୫.୨୦୨୦( ଓଡିଆପୁଅ) ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟୀ ବୈଠକରେ ରବିଧାନ ସଂଗ୍ରହ ପାଇଁ ମଇ ମାସ ୧୦ ତାରିଖ ଠାରୁ ମଣ୍ଡି ଆରମ୍ଭ କରିବାକୁ ଧାର୍ଯ୍ୟ...

ନିଜ ଘରକୁ ଫେରିବା ପାଇଁ କଳାହାଣ୍ଡିରେ ୬୬୦୩୬ ଜଣଙ୍କ ନାମ ପଂଜୀକୃତ

0
କଳାହାଣ୍ଡି- ତା୧୪.୦୫.୨୦୨୦ (ଓଡିଆପୁଅ) କୋଭିଡ-୧୯ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ୧୩ ଟି ଯାକ ବ୍ଲକ ଏବଂ ଭବାନୀପାଟଣା ମୁ୍ୟନିସିପାଲିଟୀ, ଜୁନାଗଡ, ଧର୍ମଗଡ ଓ କେସିଙ୍ଗା ଏନଏସି ରେ ଅନଲାଇନ ଓ...

କଳାହାଣ୍ଡି ଜିଲ୍ଲା ଲାଂଜିଗଡ ପୋଲିସର ସଫଳତା ,ଆନ୍ତ ରାଜ୍ୟ ବାଇକ ଚୋରୀ ରାକେଟ ଠାବ,...

0
କଳାହାଣ୍ଡି- ତା୧୨.୦୫.୨୦୨୦ (ଓଡିଆପୁଅ) ଓଡିଶାରୁ ମଧ୍ୟପ୍ରଦେଶ, ଛତିଶଗଡ,ଆନ୍ଧ୍ରପ୍ରଦେଶ ଯାଏ ଲମ୍ବିଥିବା ଏକ ବିରାଟ ଆନ୍ତରାଜ୍ୟ ବାଇକ ଚୋରୀ ରାକେଟର ଠାବ କରିଛି କଳାହାଣ୍ଡି ଜିଲ୍ଲା ଲାଂଜିଗଡ ଥାନା ପୋଲିସ...

ରାଜସ୍ଥାନ କୋଟାରେ କୋଚିଂ କରୁଥିବା ଅବିଭକ୍ତ କଳାହାଣ୍ଡିର ୪୫ ଛାତ୍ରଛାତ୍ରୀ ଫେରୁଛନ୍ତି

0
କଳାହାଣ୍ଡି-ତା୦୨.୦୫.୨୦୨୦ (ଓଡିଆପୁଅ) ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୪୫ ଜଣ ଛାତ୍ରଛାତ୍ରୀ ରାଜସ୍ଥାନର କୋଟା ରୁ କଳାହାଣ୍ଡି ଓ ନୂଆପଡା ଅଭିମୁଖେ ୨ଟି ବସ ଯୋଗେ ଫେରୁଥିବା...

ଗ୍ୟାସ ସିଲିଣ୍ଡର ଫାଟି ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତି

0
କଳାହାଣ୍ଡି-ତା୦୧.୦୫.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉକ୍ରେଲା ଫାଣ୍ଡି ଅଂଚଳରେ ଗ୍ୟାସ ସିଲିଣ୍ଡର ଫାଟି ମହିଳା ଗୁରୁତର ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,ଉକ୍ରେଲା ଅଂଚଳର...

ଝଡତୋଫାନ ଓ କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ, ସାଂପ୍ରତିକ ସ୍ଥିତିରେ ଚାଷୀର ଅବସ୍ଥା...

0
କଳାହାଣ୍ଡି-ତା୦୧.୦୫.୨୦୨୦ ( ଓଡିଆପୁଅ) ଅପ୍ରେଲ ମାସ ଶେଷ ସପ୍ତାହ ମଧ୍ୟରେ ଦୁଇ ତିନିଥର ବ୍ୟାପକ ଝଡତୋଫାନ ସାଙ୍ଗକୁ କୁଆପଥର ମାଡ ହେବାପରେ କଳାହାଣ୍ଡିର ଚାଷିଙ୍କ ଅବସ୍ଥା ବେହାଲ ହୋଇଯାଇଛି । ବିଶେଷକରି...

ଧର୍ମଗଡ ବ୍ରାହ୍ମଣ ସମାଜ ନାମରେ ପିଏମପିଏମ କେଆରସ/ ସିଏମଆରଏଫ କୁ ସହେଯାଗ ରାଶି...

0
କଳାହାଣ୍ଡି – ତା.୨୫.୦୪.୨୦୨୦ (ଓଡିଆପୁଅ) ସାଂପ୍ରତିକ ସ୍ଥିତିରେ ସମଗ୍ର ଦେଶ କୋଭିଦ-୧୯ ସହ ସଂଗ୍ରାମ ଜାରି ରଖିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ପାଣ୍ଠିରୁ ଅନେକ ଯୋଜନା...

କଳାହାଣ୍ଡି ଇଂଜିନିୟରିଂ କଲେଜରେ ରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା

0
କଳାହାଣ୍ଡି – ତା.୨୫.୦୪.୨୦୨୦ (ଓଡିଆପୁଅ) କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା । ଭବାନୀପାଟଣା-ଜୁନାଗଡ ରାସ୍ତା...

କଳାହାଣ୍ଡି ସୀମାନ୍ତ ଆମପାଣି ସଙ୍ଗରୋଧ ଗୃହରୁ ୨୫ ଶ୍ରମିକ ରାତି ଅଧିଆ ଫେରାର

0
କଳାହାଣ୍ଡି- ୨୪.୦୪.୨୦୨୦ ( ଓଡିଆପୁଅ) ସାଂପ୍ରତିକ ଲକଡାଉନ ସ୍ଥିତିରେ କଳାହାଣ୍ଡି ଜିଲ୍ଲାସାରା ପ୍ରାୟ ପ୍ରତ୍ୟେକ ଗ୍ରାମପଂଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ମାନ ସ୍ଥାପନ କରାଯାଇ...

କଳାହାଣ୍ଡି ସାମ୍ବାଦିକ ସଂଘ ସଭାପତି ତରଫରୁ ମାସ୍କ ବଂଟନ

0
କଳାହାଣ୍ଡି ତା.୨୩.୦୪.୨୦୨୦ (ଓଡିଆପୁଅ) ସମଗ୍ର ବିଶ୍ୱ ମହାମାରୀ କରୋନା ଭଲି ଦୂରାରୋଗ୍ୟ ବ୍ୟାଧିରେ କବଳିତ ହୋଇଥିବା ବେଳେ ଓଡିଶାରେ ମଧ୍ୟ କାୟା ବିସ୍ତାର କରିସାରିଛି । କଳାହାଣ୍ଡିର ଜନାଧାରଣ ସରକାରଙ୍କ ଲକଡାଉନ ନିୟମକୁ...

ସୁସ୍ଥ ହେଲେ କଳାହାଣ୍ଡିର ୨ କରୋନା ଆକ୍ରାନ୍ତ

0
କଳାହାଣ୍ଡି ତା.୨୨.୦୪.୨୦୨୦ (ଓଡିଆପୁଅ) ସମଗ୍ର ବିଶ୍ୱ ମହାମାରୀ କରୋନା ଭଲି ଦୂରାରୋଗ୍ୟ ବ୍ୟାଧିରେ କବଳିତ ହୋଇଥିବା ବେଳେ ଓଡିଶାରେ ଅଦ୍ୟାବଧି ୮୨ଟି ପଜିଟିଭ ଆକ୍ରାନ୍ତ ଥିବା ସରକାରୀ ତଥ୍ୟ ରୁ ଜଣାପଡିଛି ।...

ଆଗଧାଡିର ଦୁଇ ମହିଳା କରୋନା ଯୋଦ୍ଧା, ବିଡିଓ ଏବଂ ମାଇକ୍ରୋବାଇଲୋଜିଷ୍ଟ

0
କଳାହାଣ୍ଡି ତା.୧୮.୦୪.୨୦୨୦ ( ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସଂପ୍ରତି କରୋନା ସଂକ୍ରମଣରୁ ଲୋକଙ୍କୁ ଦୂରେଇ ରଖିବାକୁ ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସାମ୍ବାଦିକ ଏବଂ ବିଭିନ୍ନ ସ୍ତରର ପ୍ରଶାସନିକ...

କଳାହାଣ୍ଡି – କୋଭିଡ-୧୯ ଲକଡାଉନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ପାଇବାରୁ ବଂଚିତ ହିତାଧିକାରୀ

0
କଳାହାଣ୍ଡି, ତା.୧୫.୦୪.୨୦୨୦ ( ଓଡିଆପୁଅ) ସମଗ୍ର ଭାରତ ବର୍ଷରେ କୋଭିଦ-୧୯ ସହ ସଂଘର୍ଷ କରୁଥିବା ବେଳେ ଓଡିଶା ଓ କଳାହାଣ୍ଡି ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡି ନାହିଁ । ପ୍ରଥମ...

ଉନ୍ନୟନ କମିଶନର ଏବଂ ୫ଟି ସଚିବଙ୍କ ପ୍ରସ୍ତାବିତ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ

0
କଳାହାଣ୍ଡି ତା.୧୫.୦୪.୨୦୨୦ (ଓଡିଆପୁଅ) କଳାହାଣ୍ଡିରେ ଦୁଇଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନିକ ସ୍ତରରେ କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ସରକାର କଳାହାଣ୍ଡିରେ ସ୍ୱତନ୍ତ୍ର କୋଭିଦ-୧୯ ଡାକ୍ତରଖାନା ସ୍ଥାପନ...

ପ୍ରତିଟି ପରିବାର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିଷ୍ପତି

0
କଳାହାଣ୍ଡି ତା.୧୧.୦୪.୨୦୨୦ ( ଓଡିଆପୁଅ) ସାଂପ୍ରତିକ ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଟି ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି । ପ୍ରତି ସାହି, ପଡା, ଗ୍ରାମରେ...

କଳାହାଣ୍ଡି ରେ ପ୍ରଥମ ସଂଶ୍ପର୍ଶରେ ଆସି ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ , ଅଶ୍ୱିନୀ...

0
କଳାହାଣ୍ଡି – ତା୧୦.୦୪.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି । ଏହା ପ୍ରଥମ କରୋନା ପଜିଟିଭ ବ୍ୟକ୍ତିଙ୍କ ସଂଶ୍ପର୍ଶରେ ଆସିଥିବା କୁହାଯାଇଛି...

କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଜିଲ୍ଲାସାରା ରକ୍ତଦାନ ଶିବିର ଆୟୋଜିତ

0
କଳାହାଣ୍ଡି – ୦୯.୦୪.୨୦୨୦ ( ଓଡିଆପୁଅ ) କଳାହାଣ୍ଡି ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଦେଖାଯାଉଥିବା ଅସୁବିଧାକୁ ପୂରଣ କରିବା ପାଇଁ ଏବଂ ସାଂପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ...