Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ମୃତକଙ୍କୁ ନେଇ ରାଜନୀତି:ଲକ୍ଷ୍ମୀଧରଙ୍କ ମୃତ୍ୟୁର କାରଣ କ’ଣ?

0
★ଗୋଟିଏ ନୁହେଁ,ଲକ୍ଷ୍ମୀଧରଙ୍କର ଦୁଇଟି ଭିଡିଓ ଜାରି! ★ଆଜି ସରପଞ୍ଚଙ୍କ ଉପସ୍ଥିତିରେ ଲକ୍ଷ୍ମୀଧରଙ୍କ ପତ୍ନୀ କୁମାରୀ ବେହେରାଙ୍କ ଭିଡିଓ ଜାରି ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ପାଟଣା ସାହିର ଲକ୍ଷ୍ମୀଧର ବେହେରଙ୍କର ମୃତ ଦେହ...

ଆୟୁଷ୍ମାନ ଭାରତ ଯୋଜନା ନେଇ ବିଲ ଗେଟ୍ସଙ୍କ ପ୍ରଶଂସା,ମୋଦି କହିଲେ ଧନ୍ୟବାଦ

0
ନୂଆଦିଲ୍ଲୀ:ଆୟୁଷ୍ମାନ ଯୋଜନାର ପ୍ରଥମ ୧୦୦ ଦିନର ସଫଳ ରୂପାୟନ ନେଇ ମାଇକ୍ରୋସଫ୍ଟ ମୁଖ୍ୟ (ସିଇଓ) ବିଲ ଗେଟ୍ସ ଭାରତ ସରକାରଙ୍କ ପ୍ରଶଂସା କରିବା ସହ ଶୁଭେଛା ଜଣାଇଛନ୍ତି।ବିଲ ଗେଟ୍ସ ଟ୍ୱିଟ କରିଛନ୍ତି "...

ମୁମ୍ବାଇରେ ପୁଣି ଖୋଲିବ ଡାନ୍ସବାର୍,ଟଙ୍କା ଉଡ଼ାଇବା ଉପରେ ପ୍ରତିବନ୍ଧ

0
ମୁମ୍ବାଇ:ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ସମେତ ରାଜ୍ୟର ଅନ୍ୟାନ୍ୟ ସହର ଗୁଡ଼ିକରେ ପୁଣି ଡାନ୍ସବାର୍ ଖୋଲିବା ପାଇଁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି।ଏହା ସହିତ ଡାନ୍ସବାର୍ ଖୋଲିବା ପାଇଁ ରାଜ୍ୟ ସରକାର କରିଥିବା କଡ଼ା ନିୟମକୁ...

୨୦୧୯ କୁମ୍ଭମେଳା:ବଜେଟ ୪୨୦୦ କୋଟି!

0
ପ୍ରୟାଗରାଜ:ଉତ୍ତରପ୍ରଦେଶର ପ୍ରୟାଗରାଜରେ ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଯାଇଥିବା ୨୦୧୯ କୁମ୍ଭମେଳା ପାଇଁ ୪୨୦୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।ଏହି ମେଳା ୩୨୦୦ ହେକ୍ଟୟର କ୍ଷେତ୍ରଫଳ ଅଞ୍ଚଳରେ ଆୟୋଜିତ ହେଉଛି।ରାଜ୍ୟ ଅର୍ଥମନ୍ତ୍ରୀ ରାଜେଶ ଅଗ୍ରବାଲ...

ମାୟାବତୀ ଲଗାଇଥିଲେ ଯୌନ ଶୋଷଣ ଅଭିଯୋଗ;ତାଙ୍କର ନାର୍କୋ ଟେଷ୍ଟ କରାଯାଉ:ଶିବପାଳ

0
ଲକ୍ଷ୍ନୌ:୧୯୯୫ରେ ଲକ୍ଷ୍ନୌ ଗେଷ୍ଟ ହାଉସ କାଣ୍ଡ ଉପରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି(ଲୋହିୟା)ର ପ୍ରମୁଖ ଶିବପାଳ ଜାଦବ କହିଛନ୍ତି " ବେହନଜୀ(ମାୟାବତୀ) ମୋ ଉପରେ ଯୌନ ଶୋଷଣ ଅଭିଯୋଗ ଲଗାଇଥିଲେ।ମୁଁ କହିଥିଲି ଯାଞ୍ଚ ଏବଂ...

ମକର ସଂକ୍ରାନ୍ତି ଉପଲକ୍ଷେ ଜଳେଶ୍ବର ଦେବଙ୍କ ପୀଠରେ ମକର ମିଳନ

0
ଖୋର୍ଦ୍ଧା:ମକର ସଂକ୍ରାନ୍ତି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ଜଳେଶ୍ୱର ଦେବଙ୍କ ପୀଠରେ ମକର ମିଳନ ପାଳନ କରାଯାଇଛି।ଆରଏସଏସ,ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ,ହିନ୍ଦୁ ମହାସଭା ଆଦି ବିଭିନ୍ନ ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ...

ନିର୍ବଚନୀ ଚଢ଼ାଉ ଯୋଗୁଁ ଜୀବନ ରଙ୍ଗ ଫିକା କାହିଁକି କରିବା : ଆଇଏଏସ ଚନ୍ଦ୍ରକଳା

0
ଲକ୍ଷ୍ନୌ:ଅବୈଧ ଖନନ ଘଟଣାରେ ଅଭିଯୁକ୍ତ ଆଇଏଏସ ବି.ଚନ୍ଦ୍ରକଳା ତାଙ୍କ ବାସଭବନ ଉପରେ ସିବିଆଇ ଚଢ଼ାଉ ଉପରେ ପ୍ରତିକ୍ରିୟା ରଖିଛନ୍ତି।ଚନ୍ଦ୍ରକଳା ଏକ ସୋସିଆଲ ସାଇଡରେ ଲେଖିଛନ୍ତି "ନିର୍ବଚନୀ ଚଢ଼ାଉ ତ' ହେଉଥିବ,କିନ୍ତୁ ଜୀବନ ରଙ୍ଗକୁ...

ଜାପାନ ପାସପୋର୍ଟ ସବୁଠୁ ଶକ୍ତିଶାଳୀ,ଭାରତ ପାସପୋର୍ଟ ୭୯ତମ ସ୍ଥାନରେ

0
ନୂଆଦିଲ୍ଲୀ:ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ ଜାପାନ ପାସପୋର୍ଟ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ।ଜାପାନ ପାସପୋର୍ଟ ଲଗାତାର ଦୂତୀୟ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି।ଦୂତୀୟ ସ୍ଥାନରେ ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ପାସପୋର୍ଟ...

ଗୁଜୁରାଟରେ ନିର୍ମାଣ ଚାଲିଛି ଦୁନିଆର ସବୁଠୁ ବଡ଼ କ୍ରିକେଟ ସ୍ଥାଡିୟମ

0
ଅହମଦାବାଦ:ଗୁଜୁରାଟର ଅହମଦାବାଦରେ ନିର୍ମାଣ ଚାଲିଛି ଦୁନିଆର ସବୁଠାରୁ ବଡ଼ କ୍ରିକେଟ ସ୍ଥାଡିୟମ।ଗୁଜୁରାଟ କ୍ରିକେଟ ସଂଘ(ଜେସିଏ)ର ଉପାଧ୍ଯକ୍ଷ ପରିମଲ ନଥବାନୀ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଫଟୋ ସେୟାର କରି ଟ୍ୱିଟ କରିଛନ୍ତି "ପୂରା ଦୁନିଆରେ...

ମୋଦୀଙ୍କ କଟାକ୍ଷ ନାଁ ମହିଳା ମୋର୍ଚ୍ଚାର ଲାଲଚୁଡ଼ି:କାହା ପ୍ରଭାବରେ ଇସ୍ତଫା ଦେଲେ ମହାରଥୀ?

0
ଭୁବନେଶ୍ୱର:କୃଷି ଏବଂ ପଞ୍ଚାୟତରାଜ୍ ମନ୍ତ୍ରୀ ପ୍ରଦୀପ ମହାରଥୀ ରବିବାର ଦିନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି।ବେବିନା ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଭାଇ ତଳକୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବା ପରେ ପ୍ରଦୀପ...

ମକର ସଂକ୍ରାନ୍ତିରେ ସର କାର୍ଯ୍ୟବାହଙ୍କ ସମ୍ୱଲପୁର ଗସ୍ତ

0
ଭୁବନେଶ୍ୱର:ଆସନ୍ତା ୧୪ ତାରିଖରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ସର-କାର୍ଯ୍ୟବାହ ଭାୟାଜୀ ଯୋଶୀ ସମ୍ବଲପୁର ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି।ସମ୍ବଲପୁର ସ୍ଥିତ ଧନୁପାଲି ସରସ୍ୱତୀ ଶିଶୁ...

ମୋଦୀଙ୍କ ସହ ଇମ୍ରାନ ଖାଁଙ୍କ ତୁଳନା:ଭାରତ ପିଏମ Vs ପାକିସ୍ଥାନ ପିଏମ

0
ନୂଆଦିଲ୍ଲୀ:ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଁଙ୍କ ପାର୍ଟି ପାକିସ୍ଥାନ ତହରିକ-ଏ-ଇନସାଫ(ପିଟିଆଇ) ଟ୍ୱିଟରରେ ତାଙ୍କର ନୂଆ ପାକିସ୍ଥାନର ତୁଳନା ମୋଦୀଙ୍କ ଭାରତ ସହିତ କରିଛି।ଏଥିରେ ଏପରି ଏକ ଫଟୋ ସେୟାର କରାଯାଇଛି।ଯେଉଁଥିରେ ଦୁଇ ଦେଶର ସରକାରଙ୍କର...

ନର୍ମଦା ନଦୀରେ ଅକ୍ଟୋପସ!

0
ନୂଆଦିଲ୍ଲୀ:ଭାରତୀୟ ବୈଜ୍ଞାନିକ ମାନେ କହିଛନ୍ତି ନର୍ମଦା ନଦୀର ମୁହାଣରେ ପ୍ରଥମ ଥର ପାଇଁ ଅକ୍ଟୋପସ ଦେଖାଯାଇଛି।ନର୍ମଦା ନଦୀର ଏଷ୍ଟୁରାଇନ ଜୋନରେ ଅକ୍ଟୋପସ ଦେଖାଦେଇଛି।ଯାହାର ଲମ୍ବ ୧୯୦ ରୁ ୩୨୦ ମିଲିମିଟର ରହିଛି।ଏହି ଅକ୍ଟୋପସ...

ଆଶ୍ଚର୍ଯ୍ୟ,ଅବିଶ୍ୱାସନୀୟ:ମୃତ ବାଳିକା ଶରୀରରେ ରକ୍ତ!ମୁଣ୍ଡରେ ଉକୁଣୀ!

0
ନୂଆଦିଲ୍ଲୀ:ଦୁନିଆରେ ବେଳେବେଳେ ଏପରି କିଛି ଅଦ୍ଭୁତ ଖବରମାନ ସାମ୍ନାକୁ ଆସିଥାଏ ଯାହା ଆଶ୍ଚର୍ଯ୍ୟ ଏବଂ ଅବିଶ୍ୱାସନୀୟ ଲାଗିଥାଏ।ଜଣେ ମୃତ ବାଳିକାର ଶରୀରରେ ରକ୍ତ ବୋହିବା ଏବଂ ମୁଣ୍ଡରେ ଉକୁଣୀ ରହିବା ନିଶ୍ଚିତ ଆଶ୍ଚର୍ଯ୍ୟ,ଅବିଶ୍ୱାସନୀୟ।ତାହା...

ଗଡ଼କରୀଙ୍କୁ ଉପ ପ୍ରଧାନମନ୍ତ୍ରୀ,ଶିବରାଜ ସିଂହଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଉ

0
ନୂଆଦିଲ୍ଲୀ:ନୀତିନ ଗଡ଼କରୀଙ୍କୁ ଉପ ପ୍ରଧାନମନ୍ତ୍ରୀ ଏବଂ ଶିବରାଜ ସିଂ ଚୌହାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ଉଚିତ।ଏପରି କହିଛନ୍ତି ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିବା ବିଜେପି ନେତା ସଂଘପ୍ରିୟ ଗୌତମ।ଏହା ସହ...

୧୬ ନୁହେଁ ୧୫ରେ ବଲାଙ୍ଗୀର ଆସିବେ ମୋଦୀ

0
ଭୁବନେଶ୍ୱର:ଜାନୁଆରୀ ୧୬ ତାରିଖରେ ନୁହେଁ,୧୫ ତାରିଖରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ଆଜି ଏହି ସୂଚନା ଦେଇଛନ୍ତି।ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ...

ଅପରାଜିତାଙ୍କ ସିରିଜ ଟ୍ୱିଟ: ମହିଳା ସମାବେଶ ପରେ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ

0
ଭୁବନେଶ୍ୱର:ପୁରୀଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମହିଳା ସମାବେଶରେ ଯୋଗ ଦେଇ ବିଭିନ୍ନ ଘୋଷଣା କରି ବାହା ବାଃ ନେବାର କିଛି ସମୟ ପରେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଗୋଟାଏ...

ଆରଏସଏସ ଯୋଗୁଁ ଆଜି ଭାରତ ସୁରକ୍ଷିତ:ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି

0
କୋଟିୟମ୍:କେରଳର କୋଟିୟମଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାପତି କେ.ଟି ଥମାସ୍ କହିଛନ୍ତି କି ଭାରତ ଆଜି ଚାରୋଟି ପର୍ଯ୍ୟାୟ ଯଥା ସମ୍ବିଧାନ,ଲୋକତନ୍ତ୍ର,ସେନା ଓ ରାଷ୍ଟ୍ରୀୟ...

ସାପ ଭାବି ପତ୍ନୀଙ୍କ ଗୋଡ଼କୁ ବାଡ଼େଇ ଭାଙ୍ଗିଦେଲେ ସ୍ୱାମୀ

0
ମେଲବର୍ଣ୍ଣ:ଆଜିକାଲି ଲୋକମାନେ ବିଭିନ୍ନ ଷ୍ଟାଇଲର ତଥା ଅଦ୍ଭୁତ,ଅଜବ ପୋଷାକମାନ ପିନ୍ଧିବାର ଦେଖିବାକୁ ମିଳୁଛି।ଅଦ୍ଭୁତ ଷ୍ଟାଇଲ ଓ ଭିନ୍ନ ଦେଖାଯିବା ଇଚ୍ଛାରେ ଭ୍ରମରେ ପକାଉଥିବା କପଡା ଯେ ବେଳେବେଳେ ବଡ଼ କ୍ଷତି ପହଞ୍ଚାଇପାରେ।ଏହିପରି ଏକ...

କୌରବ ଟେଷ୍ଟ ଟ୍ୟୁବ ସନ୍ତାନ ଥିଲେ! ଆସନ୍ତୁ ଜାଣିବା କରାଯାଉଥିବା ଏହିପରି ଆଉ କିଛି...

0
ଜଲନ୍ଧର:ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି।କୁଳପତି କହିଛନ୍ତି,ଟେଷ୍ଟ୍ୟୁବ୍ ବେବି ଏବଂ ମିସାଇଲ୍‌ର ବ୍ୟବହାର ଭାରତରେ ହଜାର ହଜାର ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।ଏହାକୁ ପ୍ରମାଣିତ କରିବା...