Home ଆମ ସଂସ୍କୃତି, କଳା ଓ ଐତିହ୍ୟ ମକର ସଂକ୍ରାନ୍ତି ଉପଲକ୍ଷେ ଜଳେଶ୍ବର ଦେବଙ୍କ ପୀଠରେ ମକର ମିଳନ

ମକର ସଂକ୍ରାନ୍ତି ଉପଲକ୍ଷେ ଜଳେଶ୍ବର ଦେବଙ୍କ ପୀଠରେ ମକର ମିଳନ

446

ଖୋର୍ଦ୍ଧା:ମକର ସଂକ୍ରାନ୍ତି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ଜଳେଶ୍ୱର ଦେବଙ୍କ ପୀଠରେ ମକର ମିଳନ ପାଳନ କରାଯାଇଛି।ଆରଏସଏସ,ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ,ହିନ୍ଦୁ ମହାସଭା ଆଦି ବିଭିନ୍ନ ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଜେପିର ସ୍ଥାନୀୟ ଯୁବ ନେତୃତ୍ୱମାନେ ଏଥିରେ ଯୋଗ ଦେଇଥିଲେ।ମହନ୍ତ ବିଜୟ ଦାସଙ୍କ ଅଧ୍ୟକ୍ଷତାରେ ତଥା ଚିତ୍ତ ରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବକୃଷ୍ଣ ମହାପାତ୍ର,ନିଳାଦ୍ରୀ ତ୍ରିପାଠୀ,ସାଗର ବାରିକ,ମନ୍ମଥ ରଞ୍ଜନ ବେହେରା,ରମାକାନ୍ତ ଜେନା, ଆଲୋକ ରଞ୍ଜନ ଛୋଟରାୟ,ଅଜୟ ପାଇକରାୟ,ପବିତ୍ର ପ୍ରଧାନ,ପ୍ରଭାତ ସ୍ୱାଇଁ,ସଞ୍ଜୟ ରାଉତରାୟ,ନିରାକାର ପ୍ରଧାନ,ମୁକ୍ତେଶ୍ଵର ପାଇକରାୟ,ପର୍ଶୁରାମ ଶ୍ରୀଚନ୍ଦନ,ରଙ୍କନାଥ ଜେନା,ଗୌତମ ପ୍ରଧାନ,ସ୍ୱାଧୀନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.