Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

ରାଷ୍ଟ୍ରନିର୍ମାଣ ଅଭିଯାନ ପକ୍ଷରୁ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି

0
କେନ୍ଦ୍ରାପଡ଼ା, ୧୦ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସାମାଜିକ ଅନୁଷ୍ଠାନ ରାଷ୍ଟ୍ରନିର୍ମାଣ ଅଭିଯାନ ପକ୍ଷରୁ ଭାରତୀୟ ତିନି ସେନାର ମୁଖ୍ୟ ସ୍ୱର୍ଗତ ବିପିନ ରାୱତ ଏବଂ ହେଲିକେପ୍ଟର ଦୂର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ...

ଚଳିତମାସ ୧୩ରେ ଗାଁସାଥି ସଙ୍ଘର ବିଧାନସଭା ଘେରାଉ

0
କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଚଳିତମାସ ୧୩ତାରିଖରେ ଗାଁ ସାଥି(ମେଟ) ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଓଡିଶା ବିଧାନସଭାକୁ ଘେରାଉ କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଏଥିସହିତ ସଙ୍ଘର...

ଟିଏମସି ପାଇଁ ବ୍ୟୟ ବକେୟା ଅର୍ଥ ନପାଇଲେ ସରପଞ୍ଚମାନେ ଧାରଣା ଦେବେ

0
କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକର ସରପଞ୍ଚମାନଙ୍କ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଗତ କୋଭିଡ-୧୯ ସମୟର ଟିଏମସି ବକେୟା ଅର୍ଥ ତୁରନ୍ତ ପ୍ରଦାନ...

କେନ୍ଦ୍ରାପଡା କଲେଜର ସାମଗ୍ରିକ ବିକାଶ ପାଇଁ ନୂତନ ପରିଚାଳନା ସମିତିର ସଙ୍କଳ୍ପ

0
କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ନବ ଗଠିତ ପରିଚାଳନା ସମିତିର ପ୍ରଥମ ବୈଠକ ବୁଧବାର ସଭାପତି ଡା. ବାସୁଦେବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଗାମୀ...

ଟିପିସିଓଡିଏଲ ପକ୍ଷରୁ ଅସାଧୁ ବିଦ୍ୟୁତ ବ୍ୟବହାରକାରୀଙ୍କ ଉପରେ ଚଢାଉ

0
କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଟିପିସିଓଡିଏଲ କେନ୍ଦ୍ରାପଡା ଡିଭିଜନ ପକ୍ଷରୁ ସହକାରୀ ସାଧାରଣ ପରିଚାଳକ ପ୍ରଦିପ୍ତ ଦାଶଙ୍କ ତତ୍ୱାବଧାନରେ ବୁଧବାର ଟିପିସିଓଡିଏଲ ପ୍ରବର୍ତ୍ତନ ବିଭାଗ ସହାୟତାରେ ଡିଭିଜନର ବିଭିନ୍ନ ଅଞ୍ଚଳରେ...

କେନ୍ଦ୍ରାପଡା କଲେଜର ନୂତନ ପ୍ରକଳ୍ପ ଲୋକାର୍ପିତ

0
କେନ୍ଦ୍ରାପଡ଼ା, ୮/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୧୯୭୧ ଭାରତ-ପାକିସ୍ଥାନ ଯୁଦ୍ଧରେ ବ୍ୟବହୃତ ଟ୍ୟାଙ୍କ- ଟି୫୫ ବୁଧବାର କଲେଜ ପରିସରରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା...

ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
କେନ୍ଦ୍ରାପଡ଼ା, ୫ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିକିରାଇ ମହାବୀର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମନୋରମା ମହାନ୍ତିଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେ ପ୍ରାୟ...

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଞ୍ଚଳ ଜଳାର୍ଣ୍ଣବ

0
କେନ୍ଦ୍ରାପଡ଼ା, ୫ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଞ୍ଚଳର ଚାଷଜମି ଗୁଡିକ ଜଳାର୍ଣ୍ଣବ ହୋଇପଡିଥିବା ଦେଖାଯାଇଛି।...

ଭରତପୁର ଗ୍ରାମରେ ଉଜ୍ଜ୍ୱଳ ଆଲୋକକିକରଣ ପ୍ରକଳ୍ପ ଉଦଘାଟିତ

0
କେନ୍ଦ୍ରାପଡ଼ା, ୪ା୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଦଧିବାବନଜୀଉ ମନ୍ଦିର ଛକରେ ଏକ ଉଜ୍ଜ୍ୱଳ ଆଲୋକିକରଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା...

ସମ୍ବାଦପତ୍ର ବିତରକ ଚିହ୍ନଟ ପାଇଁ ଦରଖାସ୍ତ ଆହ୍ୱାନ

0
କେନ୍ଦ୍ରାପଡ଼ା, ୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାଜ୍ୟର ସମ୍ବାଦପତ୍ର ବିତରକ(ନିଉଜ ପେପର ହକର) ଚିହ୍ନଟ ପ୍ରକ୍ରୀୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ...

କେନ୍ଦ୍ରାପଡା ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା ରଥ ବୁଲିବା ପାଇଁ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡ଼ା, ୪-୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ପଠାଯାଇଥିବା ଶିଶୁ ଅଧିକାର ସୁରକ୍ଷା ସଚେତନତା ମୋବାଇଲ ଭ୍ୟାନକୁ କେନ୍ଦ୍ରାପଡା ଜିଲ୍ଲାରେ କିପରି ସୁପରିଚାଳିତ କରାଯାଇପାରିବ...

ରାଉରକେଲା ଷ୍ଟିଲ ପ୍ଲାଣ୍ଟମହାପ୍ରବନ୍ଧକଙ୍କ ପିତୃ ବିୟୋଗ

0
କେନ୍ଦ୍ରାପଡ଼ା, ୪-୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଉରକେଲା ଷ୍ଟିଲ ପ୍ଲାଣ୍ଟର ମହାପ୍ରବନ୍ଧକ ଜ୍ୟୋତି ପ୍ରକାଶ ମଲ୍ଲିକଙ୍କ ପିତା ତଥା କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ପଦନିପାଳ ଗ୍ରାମର ଘନ ମୋହନ...

କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ

0
କେନ୍ଦ୍ରାପଡ଼ା, ୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡସ୍...

କେନ୍ଦ୍ରାପଡାରେ ବିଶ୍ୱ ଏଡସ୍ ଦିବସ ପାଳିତ

0
କେନ୍ଦ୍ରାପଡ଼ା, ୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଓଡିଶା ଏଡସ୍ ନିୟନ୍ତ୍ରଣ ସମିତି ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡସ୍ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ...

ନିକିରାଇ ଥାନାଧିକାରୀଙ୍କୁ ଭେଟିଲେ ୧୪ ସରପଞ୍ଚ

0
କେନ୍ଦ୍ରାପଡ଼ା, ୪-୧୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ଥାନା ଅଧିନ ୧୪ଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସରପଞ୍ଚଙ୍କ ପ୍ରତିନିଧିମାନେ ଗୁରୁବାର ନିକିରାଇ ଥାନାରେ ନୂତନ ଭାବେ ଯୋଗଦେଇଥିବା ଭାରପ୍ରାପ୍ତ ଥାନା...

ଉଚିତ ପାରିଶ୍ରମିକ ପାଇଁ ଲଢେଇ ଡାକରା

0
କେନ୍ଦ୍ରାପଡ଼ା, ୩ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଏ.ଆଇ.ଟି.ୟୁ.ସି. କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ...

କେନ୍ଦ୍ରାପଡା ମହାବିଦ୍ୟାଳୟରେ “ଭାରତୀୟ ସଂସ୍କୃତି” ଉପରେ ଆଲୋଚନା ଚକ୍ର

0
କେନ୍ଦ୍ରାପଡ଼ା, ୩ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର “ଭାରତୀୟ ସଂସ୍କୃତି” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ....

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡ଼ା, ୨ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆସନ୍ତା ୩ ତାରିଖଠାରୁ ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ପ୍ରଭାବ କେନ୍ଦ୍ରାପଡା ଜିଲ୍ଲାରେ ଅନୁଭବ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ...

ଉଚ୍ଚ ଶିକ୍ଷାନୁଷ୍ଠାନରେ ମାନବୃଦ୍ଧି ନିମନ୍ତେ କେନ୍ଦ୍ରାପଡା କଲେଜରେ କର୍ମଶାଳା

0
କେନ୍ଦ୍ରାପଡ଼ା, ୩୦ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ କିଟ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷାନୁଷ୍ଠାନର ମାନବୃଦ୍ଧି...

ସମାଜସେବୀ କଣ୍ଡୁରୀ ଚରଣଙ୍କ ଏକାଦଶାହରେ ସ୍ମୃତିସଭା

0
କେନ୍ଦ୍ରାପଡ଼ା, ୩୦ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପରୋପକାରୀ କଣ୍ଡୁରୀ ଚରଣ ବେହେରାଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା ଭରତପୁର ବାଳିକା...