Bureau
ମିଳିଲା ସିସିଡି ମାଲିକଙ୍କ ମୃତ ଦେହ
ବେଙ୍ଗାଲୁରୁ, ୩୧/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ସକାଳୁ ନେତ୍ରାବତୀ ନଦୀ କୂଳରୁ ‘କାଫେ କଫି ଡେ’ ତଥା ସିସିଡି ମାଲିକ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ଆଜି ବେଙ୍ଗାଲୁରୁ ପୋଲିସ...
ତିନି ତଲାକ ଗୃହୀତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ଏହା ଲିଙ୍ଗଗତ ନ୍ୟାୟର ବିଜୟ ଓ...
ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ସଂସଦର ଉଭୟ ଗୃହରେ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ – ୨୦୧୯ ଗୃହୀତ ହେବାକୁ ସମର୍ଥନ କରିଥିବା ସମସ୍ତ ରାଜନୈତିକ ଦଳ ଓ...
ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ ସଂସଦରେ ଗୃହୀତ
- ଆଜି ମୁସଲିମ ମହିଳାମାନେ ତିନି ତଲାକ ଭଳି କଠୋର ପ୍ରଥାର ଅଭିଶାପରୁ ମୁକ୍ତି ପାଇଛନ୍ତି – ଶ୍ରୀ ଅମିତ ଶାହ
ଆଜି ସଂସଦରେ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ ୨୦୧୯...
ଲୋକସଭାରେ ଉପଭୋକ୍ତା ସୁରକ୍ଷା ବିଲ ୨୦୧୯ ଗୃହୀତ
- ପ୍ରତିଷ୍ଠା ହେବ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ
- ଉପଭୋକ୍ତା ଅଧିକାର ସୁରକ୍ଷା ବିଲର ପ୍ରମୁଖ ଉଦ୍ଦେଶ୍ୟ
ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ବିଧିବଦ୍ଧ ବିବେଚନା ଏବଂ ଆଲୋଚନା ପରେ ଆଜି ଲୋକସଭାରେ...
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା: ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଓ କନିଷ୍ଠ ଫେଲୋସିପ ଯୋଜନାରେ...
ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଥିବା ଅବଶିଷ୍ଟ ଦୁଇଟି ଭାଷା ନେପାଳୀ ଓ ସାନ୍ଥାଳୀକୁ ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଓ କନିଷ୍ଠ ଫେଲୋସିପ ଯୋଜନାରେ ସାମିଲ...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)-...
ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)-ଜୁଲାଇ ୨୦୧୯ର ଫଳ ପ୍ରକାଶ ପାଇଛି। ସିଟିଇଟିର...
‘କ୍ୟାଫେ କଫି ଡେ’ର ନିଖୋଜ ମାଲିକ ଭିଜି ସିଦ୍ଧାର୍ଥଙ୍କର ମୃତ ଶରୀର ମିଲିଲା
ମାଙ୍ଗାଲୁରୁ ୩୧-୭ (ଓଡ଼ିଆ ପୁଅ) ‘କ୍ୟାଫେ କଫି ଡେ’ର ନିଖୋଜ ମାଲିକ ଭିଜି ସିଦ୍ଧାର୍ଥଙ୍କର ମୃତ ଶରୀର ମିଲିଲା। ପୁଲିସ ମାଙ୍ଗାଲୁରୁର ହୋଇଗ ବଜାର ନିକଟରେ ଥିବା ନେତ୍ରାବତୀ ତଟରୁ ‘କ୍ୟାଫେ କଫି...
“ମୋ ସ୍କୁଲ” ବନାମ “ମୋ କଲେଜ”
ଭୁବନେଶ୍ୱର ୩୦-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ୨୦୧୭ ମସିହା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଓଡ଼ିଶା ସରକାର ଘୋଷଣା କରିଥିଲେ "ମୋ ସ୍କୁଲ" ଯୋଜନା ଏହି ଯୋଜନାର ବାସ୍ତବତା ଥିଲାଯେ,...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆର୍.କେ.ଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ
ବାଲିଗୁଡା, ୩୦/୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ୟାଙ୍କର। ଗାଡିରୁ ଛିଟିକି...
ସେସୁ (କାଜି ବଜାର)ର ଅଘୋଷିତ ବିଦ୍ୟୁତକାଟ ଓ ଦାୟିତ୍ୱହୀନତା ଯୋଗୁଁ ମହିଦାସ ବଜାରର ବାସିନ୍ଦା...
କଟକ ୩୦.୭ (ଓଡ଼ିଆ ପୁଅ) ସ୍ଥାନୀୟ ମହିଦାସ ବଜାର ବାସିନ୍ଦା ଓ ଆଖପାଖ ଅଂଚଳରଞ୍ଚ ଉପଭୋକ୍ତା ଦୀର୍ଘଦିନ ଧରି ପ୍ରତ୍ୟେକ ଦିନ ଅଘୋଷିତ ବିଦ୍ୟୁତକାଟ ଯୋଗୁଁ ହନ୍ତସ୍ତନ୍ତ ହେଉଛନ୍ତି। ଉପଭୋକ୍ତାଙ୍କ ତରଫରୁ ସ୍ଥାନୀୟ...
ପୃଥ୍ଵୀ ଶ ଡୋପ ଟେଷ୍ଟରେ ଫେଲ, ଲାଗିଲା ବ୍ୟାନ
ନୂଆ ଦିଲ୍ଲୀ ୩୦-୭ (ଓଡ଼ିଆ ପୁଅ) ଭାରତୀୟ କ୍ରିକେଟ ଟିମର ଭବିଷ୍ୟତର ତାରକା ପୃଥ୍ଵୀ ଶ ଡୋପ ଟେଷ୍ଟରେ ଫେଲ ହୋଇଛନ୍ତି। ପୃଥ୍ଵୀ ଶ ଙ୍କ ଉପରେ ୧୫ ନଭେମ୍ବର ପର୍ଯ୍ୟନ୍ତ ପାଇଁ...
ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଡ. ପ୍ରମୋଦ କୁମାର ମିଶ୍ର
ସମ୍ବଲପୁର, ୨୯/୭ - (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶ କ୍ୟାଡ଼ରର ଆଇଏଏସ୍ ନ୍ରିପେନ୍ଦ୍ର ମିଶ୍ର ଏବଂ ଗୁଜୁରାଟ କ୍ୟାଡ଼ରର ଆଇଏଏସ୍ ତଥା ସମ୍ବଲପୁରର କୃତୀ ସନ୍ତାନ ଡ. ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ...
ସାଇକୋ କିଲରକୁ ପୋଲିସର ଘନ ଘନ ଜେରା
କଟକ,୩୦/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : କଟକବାସୀଙ୍କ ନିଦ ହଜାଇ ଦେଇଥିବା ଏବଂ ସହରରେ ଆତଙ୍କ ସୃଷ୍ଟି କରିଥିବା ସିରିଏଲ୍ କିଲରକୁ ଘନ ଘନ ଜେରା କରୁଛି ପୁଲିସ୍। କାହିଁକି ସେ ମଜଦୁର ଲୋକଙ୍କୁ...
ସାପ କାମୁଡ଼ାରେ ନାବାଳକ ଶିଶୁ ମୃତ
ସିନାପାଲି/ଖଡ଼ିଆଳ-୨୯-୭-୧୯ (ଓଡ଼ିଆ ପୁଅ-ହେରାମ୍ବ ମେହେର)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚନୁଟମାଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।ପୋଲିସ କହିବା ଅନୁସାରେ ରାତିରେ ବାପା ବିନୋଦ ଦୀପ ୩ ବର୍ଷର ପୁଅ ହେମସାଗର ଦୀପକୁ...
ଶିଶୁ ବିକାଶ ନାଁକୁ ମାତ୍ର
ସିନାପାଲି-୩୦-୭-୧୯ (ଓଡ଼ିଆ ପୁଅ-ହେରାମ୍ବ ମେହେର) ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବୋଲି ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ ଶିଶୁର ଭବିଷ୍ୟତ ଉଜ୍ଜ୍ବଳ ରହି ଭଲ ମଣିଷଟିଏ ହେବାପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚକରି...
ଦେବଗଡ ମୁଖ୍ୟ ଡାକ୍ତରଖାନାରେ ମାଙ୍କଡ ଉପଦ୍ରବ
ଦେବଗଡ ୩୦-୭ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ମାଙ୍କଡ ଉପଦ୍ରବରେ ମୁଖ୍ୟ ଡାକ୍ତରଖାନା ଛାତରୁ ଖସି ଜଣେ ଗରୁତର।ଗୁରୁତର ବ୍ୟକ୍ତିକୁ ବୁର୍ଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦେବଗଡ ସହରରେ ଦିନକୁ ଦିନ ମାଙ୍କଡ ମାନଙ୍କର...
ସ୍କୋର୍ପିଓ ସହ ୪୦ କେଜି ଗଞ୍ଜେଇ ଜବତ
କୋରାପୁଟ : ୩୦/୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ଲୋମତାପୁଟ ଠାରୁ ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ମାଛକୁଣ୍ଡ ପୋଲିସକୁ ମିଳିଛି ବଡ଼ ସପଳତା। ୪୦କେଜି ଗଞ୍ଜେଇ ସହ ସ୍କୋର୍ପିଓ...
ଜଳାଭାବ ଦୂରକରିବା ପାଇଁ ସବୁ ବ୍ଲକରେ ଚେକ ଡ଼େମ ନିର୍ମାଣ କରାଯିବ
ସମ୍ବଲପୁର, ୨୮/୭ (ଓଡ଼ିଆ ପୁଅ) ଚଳିତ ଖରିଫ ଋତୁରେ ଚାଷ ପାଇଁ ଜଳାଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତାନରେ ବୋହି ଯାଉଥିବା ନାଳ ଉପରେ ଚେକ ଡେମ ନିର୍ମାଣ...
କଟକ ମହାନଗର ଶାନ୍ତି କମିଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକର ପ୍ରସ୍ତାବ : ଅକ୍ଟୋବର ୪ରୁ...
କଟକ ୩୦/୭ (ଓଡ଼ିଆ ପୁଅ) – ଚଳିତ ବର୍ଷ ଅକ୍ଟୋବର ୪ ତାରିଖ ମହାଷଷ୍ଠୀରୁ ଦୁର୍ଗାପୂଜା ଆରମ୍ଭ ହୋଇ ୯ ତାରିଖରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କଟକ ମହାନଗର ଶାନ୍ତି...
କେବେ ଚିହ୍ନିବା ମହାପ୍ରଭୁଙ୍କୁ ?
- ଶ୍ରୀ ଅଖଣ୍ଡ
ସମସ୍ତଙ୍କ ଠାରେ ସମାନ ଭାବରେ ମହାପ୍ରଭୁ ଦୃଶ୍ୟମାନ ହେଉଛନ୍ତି। ଏପରି ବିଚାର କେତେଜଣ କରିପାରନ୍ତି ? ଏପରି ଭାବନା କରିବା ସହଜ ମଧ୍ୟ ନୁହେଁ। କିନ୍ତୁ ଅସଲ ଭକ୍ତ ଏହି...









