Bureau
ୱାର୍ଲ୍ଡ ସ୍କିଲ୍ସ ଅନ୍ତର୍ଜାତୀୟ ପ୍ରତିଯୋଗିତା ୨୦୧୯ ପାଇଁ ଭାରତୀୟ ଦଳ ଘୋଷଣା
- ୧୭ଟି ରାଜ୍ୟରୁ ୪୮ ପ୍ରତିଯୋଗୀଙ୍କ ଚୟନ, ଭାରତୀୟ ଦଳରେ ୩ ଓଡ଼ିଆ
- ଆଂଚଳିକ, ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତା ମାଧ୍ୟମରେ ୫୦୦ରୁ ଊର୍ଦ୍ଧ୍ୱ ଜିଲ୍ଲାରୁ ପ୍ରାର୍ଥୀ ଚୟନ
ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ...
ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା: ଓଡ଼ିଶା ସମେତ ୭ଟି ରାଜ୍ୟର ଭିତିଭୂମି ପ୍ରକଳ୍ପର ଅଗ୍ରଗତି...
- ନୂଆ କାର୍ଯ୍ୟକାଳର ପ୍ରଥମ ପ୍ରଗତି ବୈଠକରେ ୨୦୨୨ ସୁଦ୍ଧା “ସମସ୍ତଙ୍କୁ ଆବାସ” ପ୍ରତିବଦ୍ଧତାକୁ ଦୃଢ଼ ଭାବେ ଦୋହରାଇଲେ ପ୍ରଧାନମନ୍ତ୍ରୀ
- ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୁଷ୍ମାନ ଭାରତ ଓ ସୁଗମ୍ୟ ଭାରତ ଯୋଜନାର ଅଗ୍ରଗତି...
ମସ୍କୋରେ ଖୋଲିବ ଇସ୍ରୋ ବୈଷୟିକ ସହାୟକ ୟୁନିଟ
- ମହାକାଶକୁ ମାନବ ଅଭିଯାନ ପଠାଇବା ଉଦ୍ଦେଶ୍ୟରେ ବୈଷୟିକ ସମନ୍ୱୟ ପ୍ରତିଷ୍ଠା ଲକ୍ଷ୍ୟ
- ରୁଷ ଓ ପଡ଼ୋଶୀ ରାଷ୍ଟ୍ରର ମହାକାଶ ଏଜେନ୍ସି ସହ ଏକାଠି କାର୍ଯ୍ୟ କରିବ ଏହି ୟୁନିଟ୍
ନୂଆ ଦିଲ୍ଲୀ ୩୧-୭...
୨୪ ଘଣ୍ଟାରେ ୩ ମର୍ଡର ଘଟଣା; ନାରାୟଣ ସହ ହତ୍ୟାକାଣ୍ଡ ସ୍ଥଳ ବୁଲୁଛି ପୁଲିସ
କଟକ, ୧।୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ୨୪ ଘଣ୍ଟାରେ ୩ ମର୍ଡର କରି ଏବେ ଚର୍ଚ୍ଚାରେ ଥିବା ନାରାୟଣ ସାହୁକୁ ଧରି ହତ୍ୟାକାଣ୍ଡ ସ୍ଥଳ ବୁଲୁଛି ପୋଲିସ। ବାରମ୍ବାର ଏହି ଘଟଣା ରେ ଟ୍ବିଷ୍ଟ...
ତିନ୍ ତଲାକ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ, ୧।୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ରାଜ୍ୟସଭାରେ ତିନ୍ ତଲାକ ବିଲ୍ ପାସ୍ ହେବା ପରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ମଞ୍ଜୁରୀ ଦେଇଛନ୍ତି।
ତିନି ତଲାକ୍ ବିଲ ରାଷ୍ଟ୍ରପତି ରାମନାଥ...
ଯୁବକଙ୍କ ଉନ୍ମକ୍ତ କାଣ୍ଡ :ପୋଲିସର ତଦନ୍ତ ଆରମ୍ଭ
ବାଲିଗୁଡା, ୩୧-୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ବୁଧବାର ସକାଳ ପ୍ରାୟ ୧୦.୩୦ମିନିଟ୍ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ କୌଣସି...
ବାଲିଗୁଡା ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ବାଲିଗୁଡା, ୩୧-୭ ଓଡ଼ିଆ ପୁଅ /(ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ ସଭାଗୃହରେ ୭୩ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳନପାଇଁ ପ୍ରସ୍ତୁତି ବୈଠକ ବାଲିଗୁଡା ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ...
କେତେ ଶୁଦ୍ଧ ନଦୀ ଜଳ ?
ଭୁବନେଶ୍ୱର, ୧/୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଦିନକୁ ଦିନ ଜଳ ପାଲଟୁଛି ଜହର। ରାଜ୍ୟର ପ୍ରମୁଖ ୫ଟି ନଦୀର ଜଳ ଏବେ ପ୍ରଦୁଷିତ। ଏହି କଥା ଖୋଦ୍ ବିଧାନସଭାରେ ସ୍ୱୀକାର କରିଛନ୍ତି...
ଦୁଷ୍କର୍ମ କାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ୧୦ ହଜାର ଟଙ୍କା ଜରିମାନା
ବାଲିଗୁଡା, ୩୧-୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )ଏକ ଦୁଷ୍କର୍ମମାମଲାର ବିଚାର କରି ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ଭଗବତ ବେହର ଦଲାଇଙ୍କୁ ୧୦ ବର୍ଷ ଜେଲ ଦଣ୍ଡ...
ନାଗସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ପଟାଙ୍ଗୀ ୩୧-୭ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗି ବ୍ଲକ ଅନ୍ତର୍ଗତ ଚନ୍ଦକା ଗ୍ରାମ ପଞ୍ଚାୟତର ଚନ୍ଦକା ଗ୍ରାମସ୍ତ କଲୋନୀଠାରେ ସୋମବାର ରାତ୍ର ସମୟରେ ସାପକାମୁଡ଼ିବା ଯୋଗୁଁ ଏକ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ...
ପୁକାଲି ହାଟପଦାରେ ଦୋକାନରୁ ଚୋରୀ
ପଟାଙ୍ଗୀ ୩୧-୭ (ଓଡିଆ ପୁଅ/ମେଘା ଗୁଣ୍ଠା) କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମ ପଞ୍ଚାୟତର ପୁକାଲି ହାଟଠାରେ କିରାଣୀ ଦୋକାନରୁ ସୋମବାର ମଧ୍ୟ ରାତ୍ରିରେ ଚୋରିହୋଇଛି। ସୂଚନା ଅନୁଯାୟୀ ଗୁନ୍ଥା...
ଉତ୍କଳ ସାମ୍ବାଦିକ ସଙ୍ଘ କୋରାପୁଟ ଜିଲ୍ଲା ଶାଖାର ବୈଠକ
କୋରାପୁଟ:୩୧/୭ (ଓଡ଼ିଆପୁଅ/ଅଭିନାଶ ଜାନାମ)କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସର୍କିଟ ହାଉସ ସଭା ଗୃହରେ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଜିଲା କାର୍ଯ୍ୟକାରୀ ସଭାପତି ନିରଜ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ...
ନିର୍ମାଣ ଶ୍ରମିକଙ୍କ ସମସ୍ୟା ଉପରେ ସିଏଫଏଆର ପକ୍ଷରୁ ଜନଶୁଣାଣି
ଭୁବନେଶ୍ୱର, ୩୦।୭।୨୦୧୯ (ଓଡ଼ିଆ ପୁଅ) - ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ କରିଥିବା ଯୋଜନାର ସୁଫଳ ଦଲାଲମାନଙ୍କ ଯୋଗଁ ମିଳି ପାରୁ ନାହାଁନ୍ତି। ଦଲାଲ ମାନେ ଶ୍ରମିକମାନଙ୍କୁ ଶେଶଷଣ କରୁଛନ୍ତି। ଏଥିପାଇଁ ସ୍ୱେଚ୍ଛାସେବୀ...
ହିରଜନ ମହିଳାକୁ ମାଡ ଘଟଣାରେ ସମ୍ପୃକ୍ତ ଆସାମୀକୁ ଧରିବାରେ ଏରସମା ପୋଲିସ ବିଫଳ: ନ୍ୟାୟ...
ଜଗତସିଂହପୁର, ୩୦/୦୭ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ)- ଏରସମା ଥାନା ଅନ୍ତର୍ଗତ କନାଗୁଳି ଗ୍ରାମରେ କାଜୁ ତୋଳୁଥିବା ସମୟରେ ନୃସିଂହ ଦାସଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଦାସ (୩୨)ଙ୍କୁ ଗୁରୁ ଦାସ, ଶାରଦା...
ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ମୁସଲିମ ମହିଳାଙ୍କୁ ଶୁଭେଚ୍ଛା – ଧର୍ମେନ୍ଦ୍ର...
- ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମର୍ପିତ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୩୦ (ଓଡ଼ିଆ ପୁଅ) – ରାଜ୍ୟସଭାରେ ମଙ୍ଗଳବାର ଐତିହାସିକ ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ସମସ୍ତ...
୪ ଅଗଷ୍ଟ ଯାଏଁ ଅମରନାଥ ଯାତ୍ରା ସ୍ଥଗିତ
ଜାମ୍ମୁକାଶ୍ମୀର, ୩୧ା୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): କିଛି ଦିନ ପୂର୍ବରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି।
ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଥିବା...
ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଗିରଫ
ଯାଜପୁର, ୩୧/୭, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଯାଜପୁର ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ସଦର ପୋଲିସକୁ ସଫଳତା ମିଳିଛି ଚଡାଉରେ।
ଫଳରେ ଦୁଇ...
ଅଡୁଆରେ ହିତାଧିକାରୀ
ଭୁବନେଶ୍ୱର, ୩୧/୭ (ଓଡିଆ ପୁଅ/ ପଙ୍କଜିନୀ ନାୟକ): ବଢିଛି ପଡି କାର୍ଡଧାରୀ କିରୋସିନ ବ୍ୟବହାରକାରୀଙ୍କ ଅଡୁଆ। କାରଣ ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର କିରୋସିନ ହିତାଧିକାରୀଙ୍କୁ ଅଢ଼େଇ ଲିଟର ବଦଳରେ ୨ ଲିଟର...
ସମୀର ଦାସଙ୍କ ସଠିକ୍ ଉତ୍ତର !
ଭୁବନେଶ୍ୱର, ୩୧/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି, ଯାହାକୁ ଶୁଣିଲେ ଆପଣ ବି ଚୁପ...
ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ
ଭୁବନେଶ୍ୱର, ୩୧/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ରାଜଧାନୀରେ ଅପରାଧ ଥମିବାର ନାଁ ଧରୁନି। ଗୋଟିଏ ଦିନରେ ୪ରୁ ଅଧିକ ଲୁଟ ଏବଂ ଡକାୟତି ଘଟଣା ସାମ୍ନାକୁ ଆସିଥିଲେ ହେଁ ପୋଲିସ ଉଚିତ୍ ପଦକ୍ଷେପ...







