Bureau
କନ୍ଧମାଳରେ ଏସଓଜି ଏବଂ ଡ଼ିଭିଏଫ ଜବାନଙ୍କ କୁମ୍ବିଙ୍ଗ ଅପରେସନ, ବହୁ ମାଓ ସାମଗ୍ରୀ ଜବତ
କନ୍ଧମାଳ ୧୯-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଏବଂ ଡ଼ିଭିଏଫ ଜବାନ ମାନେ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଙ୍ଗ...
ରାଜ୍ୟରେ ଆଜି ୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୧୯ -୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୩୮୫
୦-୧୮ ବର୍ଷର : ୫୮
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୨୪
- ସ୍ଥାନୀୟ ଅଞ୍ଚଳରୁ୧୬୧
୧- ବାଲେଶ୍ୱର...
ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୫,୭୫୪...
ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୧,୮୩୦ କୁ ବୃଦ୍ଧି ପାଇଛି।
ସକ୍ରିୟ...
ବନ୍ୟା ବିପନ୍ନମାନଙ୍କୁ ଉଦ୍ଧାର ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କିଷାନ କଂଗ୍ରେସର ଦାବି
ଭୁବନେଶ୍ୱର, ତା ୧୭/୮(ଓଡ଼ିଆ ପୁଅ)- ମହାନଦୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁରର୍ଣ୍ଣରେଖା ପ୍ରଭୃତି ନଦୀ ଓ ତାର ଶାଖା ନଦୀରେ ପ୍ରବଳ ବନ୍ୟା ପ୍ରବାହ ଯୋଗୁଁ ରାଜ୍ୟର ୧୦ଗୋଟି ଜିଲ୍ଲାର ପ୍ରାୟ ୪ ଲକ୍ଷରୁ...
ରାଜ୍ୟସ୍ତରୀୟ ଯୋଗାସନ କ୍ରୀଡା ବିଚାରକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ : ଜିଲ୍ଲାସ୍ତରୀୟ ଯୋଗାସନ କ୍ରୀଡା...
ଭୁବନେଶ୍ୱର, ୧୭/୦୮(ଓଡ଼ିଆ ପୁଅ)- ରାଜ୍ୟ ଯେଗାସନ କ୍ରୀଡା ସଂଘ ତରଫରୁ ଆୟୋଜିତ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଆଭାସୀ ଯୋଗାସନ କ୍ରୀଡା ବିଚାରକ ପ୍ରଶିକ୍ଷଣ ଶିବିର ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି...
ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଉଚ୍ଚଶିକ୍ଷାନ୍ତ୍ରୀଙ୍କୁ ସ୍ୱାଗତ
କେନ୍ଦ୍ରାପଡ଼ା, ୧୭ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜୁ ଜନତା ଦଳ ପକ୍ଷରୁ ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ...
ହେଁସମୂଳ ତଳସାହିର ଖଣି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଓ ଥଇଥାନ ଦାବି ନେଇ ଦାବିପତ୍ର
ତାଳଚେର, ୧୭/୮ (ଓଡ଼ିଆ ପୁଅ/ଅଜିତ୍ ବେହେରା) : ତାଳଚେର ବ୍ଲକ ହେଁସମୂଳ ଗ୍ରାମ ତଳସାହିର ଖଣି କ୍ଷତିଗ୍ରସ୍ତ ପ୍ରଜାଙ୍କୁ କୋଇଲା ଖଣିରେ ନିଯୁକ୍ତି ଓ ଥଇଥାନ ଦାବି ନେଇ ଗ୍ରାମ୍ୟ କମିଟି ପକ୍ଷରୁ...
ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି : ସମୀର ମହାନ୍ତି
- ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କ ପାଖରେ ପହଂଚି ସାହାଯ୍ୟ ସହଯୋଗ କରିବା ପାଇଁ ଭାଜପା କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ
- ନଦୀବନ୍ଧ ସୁରକ୍ଷା ନେଇ ଗତ ୩ ବର୍ଷ ହେବ କୈାଣସି ସମୀକ୍ଷା ବୈଠକ...
ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି
ଭୁବନେଶ୍ୱର ୧୭.୮ (ଓଡ଼ିଆ ପୁଅ) - ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଛି। ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହେବାଫଳରେ ହଜାର ହଜାର ଜନସାଧାରଣ, ଗୃହପାଳିତ ପଶୁ ବିପନ୍ନ...
ଭ୍ରଷ୍ଟାଚାର, ପକ୍ଷପାତିତା, ବଂଶବାଦ ଓ ତୃଷ୍ଟିକରଣର ରାଜନୀତିକୁ ଶେଷ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ...
ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ
- ଯାଦବପୁରର କୋର୍ କମିଟି ସଦସ୍ୟ, ଜିଲ୍ଲା ପଦାଧିକାରୀ, ପ୍ରଭାରୀ, ମଣ୍ଡଳ ସଭାପତିଙ୍କୁ ଭେଟିଲେ
- ଯୁବପିଢି ଏବଂ ସୋସିଆଲ ମିଡ଼ିଆ ସ୍ୱେଚ୍ଛାସେବୀ ମାନଙ୍କ ସହ ଆଲୋଚନା
- ପଶ୍ଚିମବଙ୍ଗରେ ନିଜସ୍ୱ ମନ୍ତ୍ରଣାଳୟ...
କେନ୍ଦ୍ରାପଡ଼ା ଉପକାରାଗାରରେ ନିମ୍ନମାନର ଖାଦ୍ୟକୁ ନେଇ କଏଦିଙ୍କ ଅନଶନ – ଜେଲ ବିଭାଗ ଡିଆଜିଙ୍କ...
କେନ୍ଦ୍ରାପଡ଼ା, ୧୭ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ ବିଚାରାଧୀନ କଏଦିମାନେ ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବାକୁ ନେଇ ଅନଶନରେ ବସିରହିଥିବା ସୂଚନା ମିଳିଛି। ସେହି ଜେଲରେ ଥିବା କଏଦିମାନଙ୍କୁ...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର୍ସ ପବ୍ଲିକ ସ୍କୁଲର କୃତୀ ଛାତ୍ରୀ ମାନେ
ଭୁବନେଶ୍ୱର ୧୮-୮ (ଓଡ଼ିଆ ପୁଅ) ଆଜି ଦଶମ ଓ ଦ୍ବାଦଶ ଶ୍ରେଣୀର ସି.ବି.ଏସ୍.ଇ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ...
ବନ୍ୟାଂଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ...
- ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ ଟିମ୍ରେ ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଅନୁସୁଚିତ ମୋର୍ଚ୍ଚା...
କଟକରେ ୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦଘାଟିତ
କଟକ : ୧୬/୮ (ଓଡ଼ିଆ ପୁଅ/ଅଭୟ ଜେନା) ଖେଳୁଆଡ଼ ମନୋଭାବ ଏବଂ ଦଳଗତ ପ୍ରଚେଷ୍ଟା ହିଁ ସଫଳତା ଆଣିପାରିବ ବୋଲି ମତବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ।
ଓଡ଼ିଶା ବାସ୍କେଟ୍ ବଲ...
ସୃଜନୀ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ “ସ୍ୱାଧୀନତାର ଅମୃତ ମହୋତ୍ସବ”
ନବରଙ୍ଗପୁର ୧୯-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଭାରତର ୭୫ତମ ସ୍ୱାଧୀନର ପୂର୍ତ୍ତି ଅବସରରେ ସୃଜନୀ ପରିବାର, ଚେନ୍ନାଇ ଆନୁକୂଲ୍ୟରେ ଭାରତର ଜାତୀୟତାବୋଧକୁ ଆଧାରକରି ଗତ ଅଗଷ୍ଟ ୦୬ -୨୦୨୨ ଆରମ୍ଭ କରି ଅଗଷ୍ଟ...
କମିଟି ମାନଙ୍କର ଏକ ପ୍ରଶିକ୍ଷଣ ଶିବିର
ନବରଙ୍ଗପୁର ୧୮-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକର ମଙ୍କିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ କମିଟିମାନଙ୍କର ଏକ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ...
ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ : କ୍ଷତିଗ୍ରସ୍ତ ଅଞ୍ଚଳରେ ପନ୍ଦର ଦିନ ପାଇଁ...
- ପାଣି ଛାଡିବାର ସାତଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ
- ପନ୍ଦର ଦିନରେ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର ୧୮-୮ (ଓଡିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡ଼ା ଜିଲ୍ଲାର...
୧୯ ଅଗଷ୍ଟ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...
ପାଠ ପଢ଼ାଇବା ବଦଳରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ
ନବରଙ୍ଗପୁର ୧୮-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଟିକେ ଭଲରେ ଦେଖନ୍ତୁ ଏହି ଦୃଶ୍ୟ ଏହା କୌଣସି ବଡ଼ ଶ୍ରମିକ କରୁ ନାହାନ୍ତି ବରଂ ସ୍କୁଲ ପିଲା ସାଜିଛନ୍ତି ଶିଶୁ ଶ୍ରମିକ। ବିଦ୍ୟାଳୟକୁ ସଫା...
ବୃଦ୍ଧଙ୍କ ଆତ୍ମହତ୍ୟା
ନବରଙ୍ଗପୁର ୧୭/୮ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମୁଦିଗୁଡା ଗ୍ରାମ ପାଖ ମକା କ୍ଷେତରେ ଥିବା ଏକ ଗଛରେ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ...
























