Bureau
କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କ ଗୋପ ଓ କଣାସ ବନ୍ୟାଚଂଳ ପରିଦର୍ଶନ।
ପୁରୀ ୨୦/୮ (ଓଡ଼ିଆ ପୁଅ) କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଆଜି ପୁରୀ ଜିଲ୍ଲାର ଗୋପ ଓ କଣାସ ବ୍ଲକ ର ବନ୍ୟା ପ୍ରଭାବିତ ଅଚଂଳ ପରିଦର୍ଶନ କରିଥିଲେ।...
କଣାସ ବ୍ଲକରେ ବନ୍ୟା ପରିସ୍ଥିତି ଅସମ୍ଭାଳ
ନିରାକାରପୁର ୨୦.୮ (ଓଡ଼ିଆ ପୁଅ/କପିଳେଶ୍ଵର ସିଂହ) : କଣାସ ବ୍ଲକ୍ ଆଜି ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁଁ କଣାସ ବ୍ଲକର ଦୋକନ୍ଦା ଗ୍ରାମ ପଂଚାୟତର ସବଳଙ୍ଗ ଗ୍ରାମ ପାଣି ଘେରରେ। ଅନେକ...
ଅହିଂସା ରଥକୁ ବିଦାୟ ଦିଆଗଲା
ପୁରୀ ୨୦/୮ (ଓଡ଼ିଆ ପୁଅ) ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀ ଙ୍କ ବାର୍ତ୍ତା ବାଣ୍ଟି ଦେଶପ୍ରେମର ନିଦର୍ଶନ ସୃଷ୍ଟି କରୁଥିବା ଅହିଂସା ରଥକୁ ଶନିବାର ପ୍ରତ୍ୟୁଷରୁ ଜିଲ୍ଲା ରୁ ବିଦାୟ ଦିଆଯାଇଛି। ଅତିରିକ୍ତ...
ଭଗବାନଙ୍କ ଠାରୁ ଭକ୍ତ ମହତ୍ତ୍ୱପୂର୍ଣ୍ଣ : ରାଜ୍ୟପାଳ
ପୁରୀ ୨୦/୮ (ଓଡ଼ିଆ ପୁଅ) ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏକ ସୁନ୍ଦର ଭଜନ ଗାଇ ଉପସ୍ଥିତ ଶ୍ରୋତା ଓ ଦର୍ଶକ ଙ୍କୁ ରାଜ୍ୟପାଳ ଶ୍ରୀ...
ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆମେରିକାର ଟେନିସ୍ ତାରକା ଆନ୍ଦ୍ରେ ଆଗାସୀଙ୍କ ସାକ୍ଷାତ୍ ଏବଂ ଆଲୋଚନା
ଆମେରିକାର ଟେନିସ୍ ତାରକା ଓ ସ୍କୋୟାର ପାଣ୍ଡାର ଅଧ୍ୟକ୍ଷ ଆନ୍ଦ୍ରେ ଆଗାସୀ ଶୁକ୍ରବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ୍...
ରାଜ୍ୟରେ ଆଜି ୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୨୦ -୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୩୨୦
୦-୧୮ ବର୍ଷର : ୪୧
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୭
- ସ୍ଥାନୀୟ ଅଞ୍ଚଳରୁ୧୩୩
୧- ଅନୁଗୁଳ...
ଦେଶରେ ଆଜି କମିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୨୭୨...
ନୂଆ ଦିଲ୍ଲୀ ୨୦-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୨୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୧,୧୬୬ କୁ ହ୍ରାସ...
ଦେଶର ଶ୍ରେଷ୍ଠ ପାଂଚ ବାହ୍ୟ ମଳମୁକ୍ତ ଗ୍ରାମ ରହିଥିବା ରାଜ୍ୟ ଭିତରେ ଓଡିଶା :...
- ଆଉ ଏକ ମାଇଲ୍ଖୁଂଟ ହାସଲ : ଏକ ଲକ୍ଷରୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଗ୍ରାମ
- ଭାରତ ଏକ ଲକ୍ଷରୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍) ଗ୍ରାମ ଲକ୍ଷ୍ୟକୁ...
୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି : ଗ୍ରାମାଞ୍ଚଳର...
- ୧୦କୋଟି ପରିବାରର ମହିଳା ଓ ଝିଅମାନେ ଏବେ ଘର ପାଇଁ ପାଣି ସଂଗ୍ରହ କରିବା ଜଞ୍ଜାଳରୁ ମୁକ୍ତ
ନୂଆଦିଲ୍ଲୀ, ୧୯ା୮(ଓଡ଼ିଆ ପୁଅ): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ “ଆଜାଦି କି ଅମୃତ...
ଶିକ୍ଷାନବୀଶ ଓଏଏସମାନଙ୍କୁ ଜମି ଅଧିଗ୍ରହଣର ପ୍ରଶିକ୍ଷଣ ପ୍ରଦାନ
ପୁରୀ ୧୯/୮ (ଓଡ଼ିଆ ପୁଅ) ୨୦୧୮ ବ୍ୟାଚର ୫୮ ଜଣ ଶିକ୍ଷାନବୀଶ ଓଡ଼ିଶା ପ୍ରଶାସନିକ ଅଧିକାରୀ ବା ଓଏଏସ୍ ଙ୍କୁ ଜମି ଅଧିଗ୍ରହଣର ବିଭିନ୍ନ କାର୍ଯ୍ୟ ଧାରା ସମ୍ପର୍କରେ ବିସ୍ତୃତ ଅବଗତ କରାଯାଇଛି।...
ଲଗାଣ ବର୍ଷାରେ ଧୋଇଗଲା ସାମନବାଡ଼ି ପୋଲ ରାସ୍ତା
ବାଲିଗୁଡା ୨୦-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ବନ୍ୟା ବିଭୀଷିକା ଲାଗି ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି...
୨୦ ଅଗଷ୍ଟ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ। ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ...
ପୁରୀରେ ଅହିଂସା ରଥକୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା
ପୁରୀ ୧୯/୮ (ଓଡ଼ିଆ ପୁଅ) ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ କୁ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟକୁ ପରିକ୍ରମଣ କରିବା ଲକ୍ଷ୍ୟରେ ପ୍ରସ୍ତୁତ...
୩୫ ଟି ଜାଗାଘରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା
ପୁରୀ ୧୯/୮ (ଓଡ଼ିଆ ପୁଅ) ପୁରୀ ସହରର ୩୫ ଟି ଜାଗା ଘର କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ଆଜି ସଂଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ଠାରେ...
ପୁରୀ ଗସ୍ତରେ 5T ସଚିବ – କଲେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା
ପୁରୀ ୧୯-୮ (ଓଡ଼ିଆ ପୁଅ) ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଛନ୍ତି ଥିଲେ ୫T ସଚିବ। କେତେଦୂର କାର୍ଯ୍ୟ ଆଗକୁ ବଢିଛି ସେନେଇ ସମୀକ୍ଷା କରିଛନ୍ତି। ପୁରୀ...
ପୁରୀ ଜିଲ୍ଲା ବ୍ରହ୍ମଗିରୀରେ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ
ପୁରୀ ୧୯-୮ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରୀ ଥାନା ଅଧୀନ...
ବରିଷ୍ଠ ସାମ୍ବାଦିକଙ୍କ ୭୫ତମ ଜୟନ୍ତୀ ଉତ୍ସବ ପାଳିତ
ପୁରୀ ୧୯.୮ (ଓଡ଼ିଆ ପୁଅ) ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଚିନ୍ତା ମଣ୍ଡପ ଠାରେ ଶାନ୍ତି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବିଜୟ ପଟ୍ଟନାୟକଙ୍କ ୭୫ତମ ଜୟନ୍ତୀ ଉତ୍ସବ...
ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ
ପୁରୀ ୧୯-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀ ଜିଲ୍ଲାର ବନ୍ୟା ଅଞ୍ଚଳ ପରିସ୍ଥିତି ସମିକ୍ଷା କରିଛନ୍ତି। ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାପରେ ସର୍କିଟ...
ଭାର୍ଗବୀ ଏବଂ ମଙ୍ଗଳା ନଈର ଉଛୁଳା ପାଣିରେ ଉବୁଡୁବୁ ପୁରା ଅଞ୍ଚଳ
ପୁରୀ ୧୯-୮ (ଓଡ଼ିଆ ପୁଅ) ପୁରୀ ମଙ୍ଗଳାଘାଟ ବାଇପାସ ରାସ୍ତାର ମଙ୍ଗରାଜ ପୁରୁରୁ ଲୋକମାନଙ୍କୁ ଉଦ୍ଧାର କରାଯାଉଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଭାର୍ଗବୀ ନଦୀ ଓ ମଙ୍ଗଳା ନଈର ପାଣିରେ...
କାର ସହ ତିନିଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ, ଦୁଇ ଗିରଫ
କଟକ, ୧୯/୮ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ସଦର ଥାନା ଗୋପାଳପୁର ଛକରେ ଏକ କାରରେ ଯାଉଥିବା ଷାଠିଏ କେଜି ଚୋରା ଗଞ୍ଜେଇକୁ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଜବତ କରିଛନ୍ତି।...
























