Bureau
ଆଜି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୧୮/୮ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ...
୨୦୨୧ – ୨୨ ବର୍ଷ ପାଇଁ ପ୍ରମୁଖ ଫସଲ ଗୁଡିକର ଚତୁର୍ଥ ଅଗ୍ରୀମ ଅଟକଳ...
ଦେଶରେ ରେକର୍ଡ ୩୧୫.୭୨ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଅଟକଳ କରା ଯାଇଛି, ଯାହା ୨୦୨୦ - ୨୧ ତୁଳନାରେ ୪.୯୮ ମିଲିୟନ୍ ଟନ୍ ଅଧିକ
ଏହି ରେକର୍ଡ ଉତ୍ପାଦନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର...
ଟ୍ରେନ୍ ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ସମ୍ବନ୍ଧୀୟ ନିୟମ...
ଟ୍ରେନ୍ ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ସମ୍ବନ୍ଧୀୟ ନିୟମରେ କୌଣସି ପରିବର୍ତ୍ତନ ହୋଇ ନାହିଁ
୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ପାଇଁ ଟିକେଟ୍ କ୍ରୟ କରିବା...
ଗ୍ରାହକମାନଙ୍କୁ ନିମ୍ନମାନର ପ୍ରେସର କୁକର ବିକିବା ହେତୁ ଫ୍ଲିପକାର୍ଟ ଉପରେ ଜରିମାନା ଲାଗୁ
କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ଗ୍ରାହକମାନଙ୍କୁ ନିମ୍ନମାନର ପ୍ରେସର କୁକର ବିକିବା ହେତୁ ଫ୍ଲିପକାର୍ଟ ଉପରେ ଜରିମାନା ଲାଗୁ କରିଛନ୍ତି
୧ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ
ଫ୍ଲିପକାର୍ଟକୁ ଗୁଣବତ୍ତା ନିୟନ୍ତ୍ରଣ...
ରାଜ୍ୟରେ ଆଜି ୪୮୨ ନୂଆ ଆକ୍ରାନ୍ତ
ଭୁବନେଶ୍ୱର ୧୮ -୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୪୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୪୮୨
୦-୧୮ ବର୍ଷର : ୧୦୮
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୮୩
- ସ୍ଥାନୀୟ ଅଞ୍ଚଳରୁ୧୯୯
୧- ଅନୁଗୁଳ...
ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୨,୬୦୮ ନୂଆ...
ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୨,୬୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୧,୩୪୩ କୁ ହ୍ରାସ...
ଅହିଂସା ରଥର କାକଟପୁର, ଅସ୍ତରଙ୍ଗ ଓ ଗୋପ ବ୍ଲକ ର ବିଭିନ୍ନ ଅଚଂଳ ପରିକ୍ରମଣ
ପୁରୀ ୧୭/୮ (ଓଡ଼ିଆ ପୁଅ) ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଅହିଂସା ରଥ ଆଜି କାକଟପୁର, ଅସ୍ତରଙ୍ଗ ଓ ଗୋପ ବ୍ଲକ ର ବିଭିନ୍ନ ଅଚଂଳ ପରିକ୍ରମା କରିବା...
ଜନ୍ମାଷ୍ଟମୀକୁ ନେଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମରେ ପ୍ରସ୍ତୁତି ଜୋରଦାର୍, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବାଲିଗୁଡ଼ା ୧୭-୮ : (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ, ଏହି ତିଥିରେ ପାଳନ ହେଉଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷୀକି। ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ...
ପୁରୀ ଜିଲ୍ଲାରେ ବନ୍ୟା : ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ବନ୍ୟା ବିପନ୍ନ
ପୁରୀ ୧୮-୮ (ଓଡ଼ିଆ ପୁଅ) ପୁରୀ ଜିଲ୍ଲାରେ ମହାନଦୀର ଶାଖା ନଦୀଗୁଡ଼ିକରେ ବନ୍ୟା ଆସିଛି। ଦୟା ନଦୀର ଉଦବୃତ୍ ବନ୍ୟାଜଳ ପିପିଲି ଅଂଚଳରେ ପଶିଛି। ଭାରତୀ ପୂର, ପାଣିଦୋଳ ପଞ୍ଚାୟତରେ ଥିବା ଗ୍ରାମ...
ଫୁଲିଲା ଧନୁଆ ନଦୀ : ଗାଁ ରେ ପଶିଲା ଧନୁଆ ପାଣି
ପୁରୀ ୧୮-୮ (ଓଡ଼ିଆ ପୁଅ) ଫୁଲିଲା ଧନୁଆ ନଦୀ। ଗାଁ ରେ ପଶିଲା ଧନୁଆ ପାଣି। ପୁରୀ ନିମାପଡ଼ା ବ୍ଲକର ଧନୁଆ ନଦୀରେ ବନ୍ୟା ପ୍ରଭାବରେ ୫ ପଂଚାୟତର ୨୦ ରୁ ଉର୍ଦ୍ଧ୍ବ...
ପୁରୀ ଗୋପର କୁଶଭଦ୍ରା ନଦୀ ନିକଟ ଖଣ୍ଡିଆକୁଦ ଗାଁରେ ଘାଇ : ପୁରୀ ଜିଲ୍ଲାପାଳଙ୍କ...
ପୁରୀ ୧୮-୮ (ଓଡ଼ିଆ ପୁଅ) ପୁରୀ ଗୋପର କୁଶଭଦ୍ରା ନଦୀ ନିକଟ ଖଣ୍ଡିଆକୁଦ ଗାଁରେ ଘାଇ ହୋଇଛି। ଫଳରେ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ବନ୍ୟା ଜଳ ଏବେ ଗାଁ ମୁହାଁ...
୧୮ ଅଗଷ୍ଟ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କୌଣସି ଆର୍ଥିକ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଭଲ ଦିନଅଟେ। ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଏବଂ ତାଜା ଅନୁଭବ କରିବେ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ତରଫରୁ ଉପହାର...
କାବୁଲର ଏକ ମସଜିଦରେ ବଡ଼ ବିସ୍ଫୋରଣ : ଅନେକ ହତାହତ ହେବାର ସୂଚନା
ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ବୁଧବାର ସନ୍ଧ୍ୟା ପ୍ରାର୍ଥନା ସମୟରେ କାବୁଲର ଏକ ମସଜିଦରେ ଏକ ବଡ଼ ବିସ୍ଫୋରଣ ଘଟିଥିବାର ଖବର ଆସିଛି।
ଖବର ଅନୁଯାୟୀ, ପ୍ରାୟ ୩୫ ଜଣ ଲୋକ ଆହତ...
ରୋହିଙ୍ଗ୍ୟା ବେଆଇନ ବିଦେଶୀ ସଂକ୍ରାନ୍ତରେ ଗୃହ ମନ୍ତ୍ରଣାଳୟର ସ୍ପଷ୍ଟୋକ୍ତି
ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ରୋହିଙ୍ଗ୍ୟା ବେଆଇନ ବିଦେଶୀମାନଙ୍କ ସଂକ୍ରାନ୍ତରେ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ସଂକ୍ରାନ୍ତରେ ଏହା ସ୍ପଷ୍ଟ କରି ଦିଆଯାଇଛି ଯେ ନୂଆଦିଲ୍ଲୀର ବାକରୱାଲା ଠାରେ ରୋହିଙ୍ଗ୍ୟା ବେଆଇନ...
ସାମ୍ଭାବ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଂକାକୁ ଲକ୍ଷକରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗର...
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ସାମ୍ଭାବ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷା ଆଶଂକାକୁ ନେଇ ଆସନ୍ତା କାଲିଠାରୁ ଅର୍ଥାତ୍ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ। ଓଡ଼ିଶା...
ଇଷ୍ଟକୋଷ୍ଟ ରେଲୱରେ ଚାକିରୀ କରାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇ ଠକୁ...
ଯାଜପୁର, ୧୭।୮(ଓଡ଼ିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ବୈତରଣୀ ରୋଡ ରେଲୱ ଷ୍ଟେସନରେ ଚାକିରୀ କରୁଥିବା ଟି.ପି. (ଟୋକନ ପୋର୍ଟର) ନିରଞ୍ଜନ ପରିଡ଼ାକୁ ଗତ ବିଳମ୍ବିତ ରାତିରେ କୋରାଇ ପୁଲିସ ଧାମନଗର...
କ୍ୟାବିନେଟ୍ ମଞ୍ଜୁରି : ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରିକାଳୀନ କ୍ରେଡିଟ୍ଲାଇନ୍ଗ୍ୟାରେଣ୍ଟି ଯୋଜନାର...
- ଆତିଥ୍ୟ ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ
- ଇସିଏଲଜିଏସ ଯୋଜନା ଅଧୀନରେ ୩.୬୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର
ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ...
କେନ୍ଦ୍ର କ୍ୟାବିନେଟ ମଞ୍ଜୁରି : ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି...
- ୨୦୨୨-୨୩ରୁ ୨୦୨୪-୨୫ ପର୍ଯ୍ୟନ୍ତ ଅବଧିରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ୩୪, ୮୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବ୍ୟବସ୍ଥା
- ଚାଷୀଙ୍କ ପାଇଁ କୃଷି କ୍ଷେତ୍ରରେ ଯଥେଷ୍ଟ ଋଣ...
ବିଜେପିର ନୂତନ ସଂସଦୀୟ ବୋର୍ଡ ଗଠନ : ଗଡ଼କରୀ, ଚୌହାନ ବାହାର, ହେଲେ କାହିଁକି?
ବୁଧବାର ଅର୍ଥାତ୍ ଆଜି ବିଜେପି ନୂତନ ସଂସଦୀୟ ବୋର୍ଡ ଘୋଷଣା କରିଛି। ସଂସଦୀୟ ବୋର୍ଡରେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ...
ରାଜ୍ୟର କୃଷି ଓ କୃଷକ ସମସ୍ୟା ନେଇ ପିସିସି କିଷାନ କଂଗ୍ରେସର ୧୯-ଅଗଷ୍ଟରେ ରାଜ୍ୟସ୍ତରୀୟ...
ଏ.ଆଇ.ସି.ସି କିଷାନ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖପାଲ ସିଂ ଖେରା ଯୋଗଦେବେ
ଭୁବନେଶ୍ୱର ୧୭/୮ (ଓଡ଼ିଆ ପୁଅ) - ସମ୍ପ୍ରତ୍ତି ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ଅତ୍ୟନ୍ତ ସଙ୍ଗୀନ। ସମାଧାନ ଦିଗରେ ସରକାର...
























