Home Coronavirus Outbreak ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୫,୭୫୪ ନୂଆ...

ଦେଶରେ ଆଜି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୫,୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪୭ ମୃତ

50

ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୫,୭୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୦୧,୮୩୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୬,୮୫,୫୩୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୫,୨୨୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୫୮% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୩,୧୪,୬୧୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪୮୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୭,୨୫୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୩%

ଆରୋଗ୍ୟ ହୋଇଛନ୍ତି ୯୮.୫୮%

ଏବଂ ମୃତ୍ୟୁ ସଂଖ୍ୟା ୧.୧୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୯, ୨୭, ୩୨, ୬୦୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୧, ୫୨, ୮୮୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୮, ୧୮, ୭୩, ୦୫୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୫୪, ୪୯୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୨ ୧୦୩୮୦ ୧୨୯
ଆନ୍ଧ୍ରପ୍ରଦେଶ ୧୧୧୦ ୨୩୧୯୬୧୧ ୧୯୫ ୧୪୭୩୩
ଅରୁଣାଚଳ ପ୍ରଦେଶ ୧୪୩ ୬୬୦୭୦ ୨୮ ୨୯୬
ଆସାମ ୨୯୫୭ ୭୩୨୩୫୬ ୧୩୮ ୮୦୨୮
ବିହାର ୭୬୧ ୮୩୩୨୮୦ ୧୪୬ ୧୨୨୮୮
ଚଣ୍ଡିଗଡ଼ ୫୧୭ ୯୬୫୨୯ ୮୪ ୧୧୭୭
ଛତିଶଗଡ ୧୭୨୫ ୧୧୫୫୯୮୩ ୧୨୩ ୧୪୦୯୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୫୮
ଦିଲ୍ଲୀ ୬୮୨୬ ୧୯୫୭୧୨୧ ୧୯୩୯ ୨୬୪୦୮
୧୦ ଗୋଆ ୧୦୪୧ ୨୪୯୬୩୩ ୧୧୫ ୩୮୫୭
୧୧ ଗୁଜୁରାଟ ୩୦୧୨ ୧୨୫୨୯୧୦ ୫୫୨ ୧୦୯୯୬
୧୨ ହରିୟାଣା ୩୭୫୧ ୧୦୩୧୧୯୦ ୯୦୮ ୧୦୬୬୨
୧୩ ହିମାଚଳ ପ୍ରଦେଶ ୨୩୧୯ ୩୦୨୪୩୮ ୨୯୯ ୪୧୮୭
୧୪ ଜାମ୍ମୁ କାଶ୍ମୀର ୩୩୨୭ ୪୬୭୦୦୩ ୫୫୮ ୪୭୭୯
୧୫ ଝାଡଖଣ୍ଡ ୪୧୨ ୪୩୫୮୨୬ ୬୯ ୫୩୩୦
୧୬ କର୍ଣ୍ଣାଟକ ୯୩୦୭ ୩୯୮୭୩୧୭ ୧୭୮୨ ୪୦୨୦୧
୧୭ କେରଳ ୭୯୨୦ ୬୬୬୨୫୪୦ ୧୨୭୩ ୭୦୬୮୮
୧୮ ଲଦାଖ ୭୧ ୨୮୮୨୨ ୨୨୯
୧୯ ଲକ୍ଷଦୀପ ୧୧୩୬୩ ୫୨
୨୦ ମଧ୍ୟପ୍ରଦେଶ ୬୯୯ ୧୦୪୧୦୯୫ ୧୦୭ ୧୦୭୬୪
୨୧ ମହାରାଷ୍ଟ୍ର ୧୧୬୯୦ ୭୯୧୮୫୩୫ ୧୯୨୦ ୧୪୮୧୮୬
୨୨ ମଣିପୁର ୧୧୨ ୧୩୭୩୨୦ ୫୬ ୨୧୪୩
୨୩ ମେଘାଳୟ ୪୬୩ ୯୪୧୮୮ ୨୫ ୧୬୧୩
୨୪ ମିଜୋରାମ ୭୬୬ ୨୩୪୩୫୭ ୧୪୨ ୭୧୭
୨୫ ନାଗାଲାଣ୍ଡ ୨୩ ୩୫୦୮୪ ୭୭୬
୨୬ ଓଡ଼ିଶା ୨୪୬୦ ୧୩୧୨୪୪୯ ୫୦୨ ୯୧୬୦
୨୭ ପୁଡୁଚେରୀ ୩୬୪ ୧୬୯୯୩୯ ୭୮ ୧୯୬୭
୨୮ ପଞ୍ଜାବ ୧୫୫୪୫ ୭୪୭୧୦୧ ୧୭୮୭୨
୨୯ ରାଜସ୍ଥାନ ୪୦୬୫ ୧୨୮୯୭୫୩ ୬୭୯ ୯୬୦୧
୩୦ ସିକ୍କିମ୍ ୨୪୨ ୪୨୫୨୬ ୬୫ ୪୮୨
୩୧ ତାମିଲନାଡୁ ୬୪୦୦ ୩୫୧୭୦୨୦ ୮୭୪ ୩୮୦୩୩
୩୨ ତେଲେଙ୍ଗାନା ୨୮୨୦ ୮୨୩୮୮୪ ୬୧୨ ୪୧୧୧
୩୩ ତ୍ରିପୁରା ୧୧୭ ୧୦୬୫୯୧ ୪୯ ୯୩୮
୩୪ ଉତ୍ତରାଖଣ୍ଡ ୧୭୭୮ ୪୩୭୩୯୭ ୧୩୧ ୭୭୩୧
୩୫ ଉତ୍ତରପ୍ରଦେଶ ୪୫୭୮ ୨୦୮୮୫୦୫ ୧୧୬୭ ୨୩୫୯୧
୩୬ ପଶ୍ଚିମବଙ୍ଗ ୪୪୭୦ ୨୦୭୭୮୬୧ ୫୮୭ ୨୧୪୩୦
ମୋଟ ୧୦୧୮୩୦ ୪୩୬୮୫୫୩୫ ୧୫୨୨୦ ୫୨୭୨୫୩ ୩୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.