Home Authors Posts by Bureau

Bureau

17673 POSTS 0 COMMENTS

ବନ୍ୟା ବିପନ୍ନମାନଙ୍କୁ ଉଦ୍ଧାର ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କିଷାନ କଂଗ୍ରେସର ଦାବି

0
ଭୁବନେଶ୍ୱର, ତା ୧୭/୮(ଓଡ଼ିଆ ପୁଅ)- ମହାନଦୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁରର୍ଣ୍ଣରେଖା ପ୍ରଭୃତି ନଦୀ ଓ ତାର ଶାଖା ନଦୀରେ ପ୍ରବଳ ବନ୍ୟା ପ୍ରବାହ ଯୋଗୁଁ ରାଜ୍ୟର ୧୦ଗୋଟି ଜିଲ୍ଲାର ପ୍ରାୟ ୪ ଲକ୍ଷରୁ...

ରାଜ୍ୟସ୍ତରୀୟ ଯୋଗାସନ କ୍ରୀଡା ବିଚାରକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ : ଜିଲ୍ଲାସ୍ତରୀୟ ଯୋଗାସନ କ୍ରୀଡା...

0
ଭୁବନେଶ୍ୱର, ୧୭/୦୮(ଓଡ଼ିଆ ପୁଅ)- ରାଜ୍ୟ ଯେଗାସନ କ୍ରୀଡା ସଂଘ ତରଫରୁ ଆୟୋଜିତ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଆଭାସୀ ଯୋଗାସନ କ୍ରୀଡା ବିଚାରକ ପ୍ରଶିକ୍ଷଣ ଶିବିର ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି...

ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଉଚ୍ଚଶିକ୍ଷାନ୍ତ୍ରୀଙ୍କୁ ସ୍ୱାଗତ

0
କେନ୍ଦ୍ରାପଡ଼ା, ୧୭ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜୁ ଜନତା ଦଳ ପକ୍ଷରୁ ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ...

ହେଁସମୂଳ ତଳସାହିର ଖଣି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଓ ଥଇଥାନ ଦାବି ନେଇ ଦାବିପତ୍ର

0
ତାଳଚେର, ୧୭/୮ (ଓଡ଼ିଆ ପୁଅ/ଅଜିତ୍‌ ବେହେରା) : ତାଳଚେର ବ୍ଲକ ହେଁସମୂଳ ଗ୍ରାମ ତଳସାହିର ଖଣି କ୍ଷତିଗ୍ରସ୍ତ ପ୍ରଜାଙ୍କୁ କୋଇଲା ଖଣିରେ ନିଯୁକ୍ତି ଓ ଥଇଥାନ ଦାବି ନେଇ ଗ୍ରାମ୍ୟ କମିଟି ପକ୍ଷରୁ...

ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି : ସମୀର ମହାନ୍ତି

0
- ବନ୍ୟା ପ୍ରଭାବିତ ଅଂଚଳର ଲୋକଙ୍କ ପାଖରେ ପହଂଚି ସାହାଯ୍ୟ ସହଯୋଗ କରିବା ପାଇଁ ଭାଜପା କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ - ନଦୀବନ୍ଧ ସୁରକ୍ଷା ନେଇ ଗତ ୩ ବର୍ଷ ହେବ କୈାଣସି ସମୀକ୍ଷା ବୈଠକ...

ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି

0
ଭୁବନେଶ୍ୱର ୧୭.୮ (ଓଡ଼ିଆ ପୁଅ) - ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଛି। ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହେବାଫଳରେ ହଜାର ହଜାର ଜନସାଧାରଣ, ଗୃହପାଳିତ ପଶୁ ବିପନ୍ନ...

ଭ୍ରଷ୍ଟାଚାର, ପକ୍ଷପାତିତା, ବଂଶବାଦ ଓ ତୃଷ୍ଟିକରଣର ରାଜନୀତିକୁ ଶେଷ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ...

0
ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ - ଯାଦବପୁରର କୋର୍ କମିଟି ସଦସ୍ୟ, ଜିଲ୍ଲା ପଦାଧିକାରୀ, ପ୍ରଭାରୀ, ମଣ୍ଡଳ ସଭାପତିଙ୍କୁ ଭେଟିଲେ - ଯୁବପିଢି ଏବଂ ସୋସିଆଲ ମିଡ଼ିଆ ସ୍ୱେଚ୍ଛାସେବୀ ମାନଙ୍କ ସହ ଆଲୋଚନା - ପଶ୍ଚିମବଙ୍ଗରେ ନିଜସ୍ୱ ମନ୍ତ୍ରଣାଳୟ...

କେନ୍ଦ୍ରାପଡ଼ା ଉପକାରାଗାରରେ ନିମ୍ନମାନର ଖାଦ୍ୟକୁ ନେଇ କଏଦିଙ୍କ ଅନଶନ – ଜେଲ ବିଭାଗ ଡିଆଜିଙ୍କ...

0
କେନ୍ଦ୍ରାପଡ଼ା, ୧୭ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ ବିଚାରାଧୀନ କଏଦିମାନେ ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବାକୁ ନେଇ ଅନଶନରେ ବସିରହିଥିବା ସୂଚନା ମିଳିଛି। ସେହି ଜେଲରେ ଥିବା କଏଦିମାନଙ୍କୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର୍ସ ପବ୍ଲିକ ସ୍କୁଲର କୃତୀ ଛାତ୍ରୀ ମାନେ

0
ଭୁବନେଶ୍ୱର ୧୮-୮ (ଓଡ଼ିଆ ପୁଅ) ଆଜି ଦଶମ ଓ ଦ୍ବାଦଶ ଶ୍ରେଣୀର ସି.ବି.ଏସ୍.ଇ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ...

ବନ୍ୟାଂଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ...

0
- ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଅନୁସୁଚିତ ମୋର୍ଚ୍ଚା...

କଟକରେ ୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦଘାଟିତ

0
କଟକ : ୧୬/୮ (ଓଡ଼ିଆ ପୁଅ/ଅଭୟ ଜେନା) ଖେଳୁଆଡ଼ ମନୋଭାବ ଏବଂ ଦଳଗତ ପ୍ରଚେଷ୍ଟା ହିଁ ସଫଳତା ଆଣିପାରିବ ବୋଲି ମତବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ। ଓଡ଼ିଶା ବାସ୍କେଟ୍ ବଲ...

ସୃଜନୀ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ “ସ୍ୱାଧୀନତାର ଅମୃତ ମହୋତ୍ସବ”

0
ନବରଙ୍ଗପୁର ୧୯-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଭାରତର ୭୫ତମ ସ୍ୱାଧୀନର ପୂର୍ତ୍ତି ଅବସରରେ ସୃଜନୀ ପରିବାର, ଚେନ୍ନାଇ ଆନୁକୂଲ୍ୟରେ ଭାରତର ଜାତୀୟତାବୋଧକୁ ଆଧାରକରି ଗତ ଅଗଷ୍ଟ ୦୬ -୨୦୨୨ ଆରମ୍ଭ କରି ଅଗଷ୍ଟ...

କମିଟି ମାନଙ୍କର ଏକ ପ୍ରଶିକ୍ଷଣ ଶିବିର

0
ନବରଙ୍ଗପୁର ୧୮-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକର ମଙ୍କିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ କମିଟିମାନଙ୍କର ଏକ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ : କ୍ଷତିଗ୍ରସ୍ତ ଅଞ୍ଚଳରେ ପନ୍ଦର ଦିନ ପାଇଁ...

0
- ପାଣି ଛାଡିବାର ସାତଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ - ପନ୍ଦର ଦିନରେ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଭୁବନେଶ୍ୱର ୧୮-୮ (ଓଡିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡ଼ା ଜିଲ୍ଲାର...

୧୯ ଅଗଷ୍ଟ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ...

ପାଠ ପଢ଼ାଇବା ବଦଳରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

0
ନବରଙ୍ଗପୁର ୧୮-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଟିକେ ଭଲରେ ଦେଖନ୍ତୁ ଏହି ଦୃଶ୍ୟ ଏହା କୌଣସି ବଡ଼ ଶ୍ରମିକ କରୁ ନାହାନ୍ତି ବରଂ ସ୍କୁଲ ପିଲା ସାଜିଛନ୍ତି ଶିଶୁ ଶ୍ରମିକ। ବିଦ୍ୟାଳୟକୁ ସଫା...

ବୃଦ୍ଧଙ୍କ ଆତ୍ମହତ୍ୟା

0
ନବରଙ୍ଗପୁର ୧୭/୮ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମୁଦିଗୁଡା ଗ୍ରାମ ପାଖ ମକା କ୍ଷେତରେ ଥିବା ଏକ ଗଛରେ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ...

ଆଜି ଆକାଶମାର୍ଗରୁ ବନ୍ୟାଞ୍ଚଳ ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ୱର ୧୮/୮ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟାରେ ଖୋର୍ଦ୍ଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ...

୨୦୨୧ – ୨୨ ବର୍ଷ ପାଇଁ ପ୍ରମୁଖ ଫସଲ ଗୁଡିକର ଚତୁର୍ଥ ଅଗ୍ରୀମ ଅଟକଳ...

0
ଦେଶରେ ରେକର୍ଡ ୩୧୫.୭୨ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନର ଅଟକଳ କରା ଯାଇଛି, ଯାହା ୨୦୨୦ - ୨୧ ତୁଳନାରେ ୪.୯୮ ମିଲିୟନ୍ ଟନ୍ ଅଧିକ ଏହି ରେକର୍ଡ ଉତ୍ପାଦନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର...

ଟ୍ରେନ୍‌ ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ସମ୍ବନ୍ଧୀୟ ନିୟମ...

0
ଟ୍ରେନ୍ ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ସମ୍ବନ୍ଧୀୟ ନିୟମରେ କୌଣସି ପରିବର୍ତ୍ତନ ହୋଇ ନାହିଁ ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ପାଇଁ ଟିକେଟ୍ କ୍ରୟ କରିବା...