Home Authors Posts by Bureau

Bureau

17655 POSTS 0 COMMENTS

ଏବେ ୧୧୨ ଡାଏଲ କଲେ ମିଳିବ ସମସ୍ତ ସହାୟତା

0
ନୂଆଦିଲ୍ଲୀ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଦିଲ୍ଲୀବାସୀଙ୍କୁ ପୋଲିସ୍‌ଙ୍କ ଠାରୁ ସାହାଯ୍ୟ ପାଇବାକୁ ହେଲେ ୧୦୦ ପରିବର୍ତ୍ତେ ୧୧୨ ନମ୍ବର ଟିପିବାକୁ ପଡିବ । ଏହି ୧୧୨ ନମ୍ବର ଟିପିଲେ ଉଭୟ ଆମ୍ବୁଲାନ୍ସ, ଫାୟାର,...

ପୂଜା ବଜାର: ଆଜି ପୁଣି ବଢ଼ିଲା ସୁନା ଦର

0
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଗତ ସପ୍ତାହରେ କ୍ରମାଗତ ଭାବେ ଶେଷ ଚାରି ଦିନ ସୁନାର ଦର ଖସୁଥିଲା। କିନ୍ତୁ ଚଳିତ ସପ୍ତାହରେ କ୍ରମାଗତ ଭାବେ ତିନିଦିନ ହେବ ବଢ଼ୁଛି ସୁନା...

ସ୍ୱଚ୍ଛ ଭାରତ ଅଭିଯାନ ଲାଗି ପ୍ରଧାନମନ୍ତ୍ରୀଙ୍କୁ ‘ଗ୍ଲୋବାଲ ଗୋଲକିପର ପୁରସ୍କାର’

0
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି।...

ମୁଖ୍ୟମନ୍ତ୍ରୀ ୫ଟି କଥା କହୁଥିଲା ବେଳେ ତାଙ୍କ ସାଂସଦଙ୍କ ଏପରି ‘ଟେରର’ କେଉଁ ‘ଟି’ରେ...

0
ବ୍ରହ୍ମପୁର ସାଂସଦ ସର୍ବସାଧାରଣରେ ମାଡ ମାରିବା ପ୍ରସଙ୍ଗ ଭୁବନେଶ୍ୱର, ତା.୨୫/୦୯ (ଓଡ଼ିଆ ପୁଅ) : ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ଗତକାଲି ଏକ ସର୍ବସାଧାରଣ ସ୍ଥାନରେ ତାଙ୍କର ଜଣେ କର୍ମୀଙ୍କୁ ଚାପୁଡା ମାରିଛନ୍ତି। ମୁଖ୍ୟମନ୍ତ୍ରୀ...

ମହିଳାଙ୍କ ସୁରକ୍ଷା ପାଇଁ ତୁରନ୍ତ ଡ୍ୟାନ୍ସ ବାର ଲାଇସେନ୍ସକୁ ପ୍ରତ୍ୟାହାର କରାଯାଉ:ବିଜେପି

0
ରାଜ୍ୟସରକାରଙ୍କ ଅବକାରୀ ବିଭାଗ ୭ଟି ବାରଡ୍ୟାନ୍ସ ଖୋଲିବା ନେଇ ଅନୁମତି ଦେବା ପ୍ରସଙ୍ଗ - ଡ୍ୟାନ୍ସବାର ଓଡିଶାର ସଂସ୍କୃତି ନୁହେଁ - ଅବକାରୀ ବିଭାଗ ଡ୍ୟାନ୍ସବାର ଖୋଲି ଖୋଲି ଅପରାଧକୁ ପୋତ୍ସାହନ ଦେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ -...

ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାରର ଶୁଭାରମ୍ଭ : ଏକତା ଓ ଅଖଣ୍ଡତା କ୍ଷେତ୍ରରେ...

0
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ ଭାରତ ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଆରମ୍ଭ କରିଛନ୍ତି।...

ମାଲାବାର ଯୁଦ୍ଧାଭ୍ୟାସ ୨୦୧୯ : ଭାଗନେବେ ଭାରତ, ଜାପାନ ଓ ଆମେରିକା ନୈାସେନା

0
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଭାରତ, ଜାପାନ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିକ ମାଲାବାର ସାମୁଦ୍ରିକ ଅଭ୍ୟାସର ୨୩ତମ ସଂସ୍କରଣ ଜାପାନ ଉପକୂଳରେ ୨୦୧୯ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୪ ମଧ୍ୟରେ...

ଅନୁସୂଚିତ ବର୍ଗଙ୍କ ସଂରକ୍ଷଣର ସୁରକ୍ଷା : ପୁନା ଚୁକ୍ତି ଦିବସ ଅବସରରେ ଆଲୋଚନାଚକ୍ର

0
ଭୁବନେଶ୍ୱର, ତା ୨୫.୦୯ (ଓଡ଼ିଆ ପୁଅ) : ପୁନାଚୁକ୍ତି ଦିବସ ପାଳନ ଅବସରରେ ଭୁବନେଶ୍ୱର, କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ "ଅନୁସୂଚିତ ବର୍ଗଙ୍କ ସଂରକ୍ଷଣର ସୁରକ୍ଷା' ଶୀର୍ଷକ ଏକ ଆଲୋଚନାଚକ୍ର ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର...

ଜାତୀୟ ସେବା ଯୋଜନା ଦିବସ ପାଳିତ

0
ବାଲିଗୁଡା, ୨୫/୯.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ସୁନିଲ...

ଓଡ଼ିଶାକୁ ତେଜାସ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦାବିରେ ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର...

0
ଭୁବନେଶ୍ୱର, ତା ୨୫ା୯ (ଓଡ଼ିଆ ପୁଅ) : ରେଳ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ-ଲକ୍ଷ୍ନୌ ମଧ୍ୟରେ ତେଜାସ୍ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି। ଏହି ଟ୍ରେନ୍ରେ ଯାତ୍ରୀମାନେ ଆରାମଦାୟକ ଭାବେ ବସି ଅପେକ୍ଷାକୃତ କମ୍...

ଏବେ ସ୍ବଚ୍ଛ ସ୍କୁଲକୁ ମିଳିବ ପୁରସ୍କାର

0
ଭୁବନେଶ୍ଵର,୨୫/୦୯,(ଓଡ଼ିଆ ପୁଅ ପି ନାଏକ): କାହା ସ୍କୁଲ କେତେ ସଫା । କିଏ ପାଇବ ସ୍ୱଚ୍ଛ ସ୍କୁଲ ପୁରସ୍କାର । ତାକୁ ନେଇ ଆରମ୍ଭ ହେଲା ପ୍ରତିଯୋଗୀତା । ଏ ନେଇ ଗଣଶିକ୍ଷା...

ଆଉ ନାହାନ୍ତି ତେଲୁଗୁ ହାସ୍ୟ ଅଭିନେତା ବେଣୁ ମାଧବ

0
ହାଇଦ୍ରାବାଦ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ତେଲୁଗୁ ଇଣ୍ଡଷ୍ଟ୍ରିର ଜଣାଶୁଣା ହାସ୍ୟ କଳାକାର ବେଣୁ ମାଧବଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର...

ବିଜେପୁର ଉପନିର୍ବାଚନ ପାଇଁ ୩୦ରେ ହେବ ନାମାଙ୍କନ ପତ୍ର ଦାଖଲ

0
ଭୁବନେଶ୍ଵର,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଏବେ ସମସ୍ତଙ୍କ ନଜର ରହିଛି ବିଜେପୁର ଉପନିର୍ବାଚନ ଉପରେ । ସେଥିପାଇଁ ଏବେ ଜୋରସର ଚାଲିଛି କସରତ । ଆଉ ବିଜେଡିକୁ ଏବେ ବିଜେପୁର ଚିନ୍ତା ଘାରିଛି...

ଲଢୁଆ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ

0
ନୂଆଦିଲ୍ଲୀ, ୨୫/୦୯, (ଓଡ଼ିଆ ପୁଅ ପି ନାଏକ): ଭାରତୀୟ ବାୟୁସେନାର ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାର ଶିକାର ହୋଇଛି। ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭାରତୀୟ ବାୟୁସେନାର ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା...

ଏୟାରବେସ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛି ଜୈଶ! ହାଇଆଲର୍ଟରେ ଏଆରଫୋର୍ସ

0
ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଗୁଇନ୍ଦା ଏଜେନ୍ସି ତରଫରୁ ଜାମ୍ମୁ-କାଶ୍ମୀର ଏବଂ ତା’ର ଆଖ-ପାଖ ଅଞ୍ଚଳ ସ୍ଥିତ ସୈନ୍ୟ ପ୍ରତିଷ୍ଠାନ ଉପରେ ଆତ୍ମଘାତୀ ଆକ୍ରମଣର ଆଲର୍ଟ ଜାରୀ କରାଯାଇଛି। ଖବର ଅନୁସାରେ,...

ପିଓକେ ଭୂମିକମ୍ପ ରେ ମୃତ୍ୟୁ ସଂଖ୍ୟା ୩୧ ଛୁଇଁଲା

0
ନୂଆଦିଲ୍ଲୀ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ପିଓକେରେ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩୧କୁ ଛୁଇଁଲା । ଗତକାଲି ଅପରାହ୍ନ ୪ଟା ୩୨ ମିନିଟ୍‌ ରେ କରାଳରୂପ ଧାରଣ କରିଥିଲା ଭୂମିକମ୍ପ । ଭୂମିକମ୍ପ ଯୋଗୁଁ...

ମିଗ ୨୧ ବିମାନ କ୍ରାସ୍

0
- ଦୁଇଜଣ ପାଇଲଟ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଲେ ଗ୍ୱାଲିୟର ୨୫-୯ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଗ୍ୱାଲିୟରରେ ମିଗ ୨୧ କ୍ରାସ୍ ହୋଇଯାଇଛି। ଖୁସିର କଥା ଯେ, ଦୁଇଜଣ ପାଇଲଟ ଦୁର୍ଘଟଣା ପରେ...

ବିପୁଳ ପରିମାଣର ବିସ୍ଫୋରକ ଜବତ କଲା ପୁଲିସ, ୩ ଗିରଫ

0
ରାୟଗଡ଼ା,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ରାୟଗଡ଼ା ଗୁଣୁପୁର ପୋଲିସକୁ ମିଳିଛି ବଡ଼ ସଫଳତା । ସୋମବାର ସନ୍ୟାସୀପୁର ଅଞ୍ଚଳରେ ଏକ ବେଆଇନ କ୍ରସର ଉପରେ ଚଢ଼ାଉ କରି ପୋଲିସ ବହୁ ପରିମାଣର ବିସ୍ପୋରକ...

ବିରଳ ପ୍ରଜାତିର ମାଛ ଉଦ୍ଧାର

0
ଧାମରା,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଭଦ୍ରକ ଧାମରା ବନ୍ଦର ଚନ୍ଦିନୀପାଳରୁ ୧୦୭ କେଜିର ଏକ ବିରଳ ମାଛ ଉଦ୍ଧାର କରାଯାଇଛି । ଜେଟିରୁ ଧିବର ମାନେ ଏକ ବିରଳ ପ୍ରଜାତିର ମାଛ ଧରି...

ଟ୍ରମ୍ପଙ୍କୁ ମୋଦି କହିଲେ ଏମିତି

0
ନୂଆଦିଲ୍ଲୀ,୨୫/୦୯,(ଓଡ଼ିଆ ପୁଅ ପି ନାଏକ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ମର୍ଯ୍ୟାଦାର ସୀମା ଟପିଯାଇଛନ୍ତି। ୭୪ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ପରିପ୍ରେକ୍ଷୀରେ...