Home ଓଡ଼ିଶା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର

466

ବସ୍ତା,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ଆଜ୍ଞା ହଁ, ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ଲଗାଣ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲାଣି ଜଳକା ନଦୀର ଜଳସ୍ତର । ବଢ଼ୁଥିବା ଜଳସ୍ତରକୁ ଲକ୍ଷ୍ୟରେ ରଖିଲେ ଖୁବ କମ୍‌ ସୟରେ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ମଧ୍ୟ ସୂଚନା ମିଳିଛି । ତେବେ ଏବେସୁଦ୍ଧା କିଛି ତଳିଆ ଅଂଚଳରେ ପାଣି ପ୍ରବେଶ କରିଥିବା ବେଳେ ଚାଷ ଜମି ସବୁ ସମ୍ପୂର୍ଣ୍ଣ ଜଳମଗ୍ନ ହେବାରେ ଲାଗିଛି । ତେବେ ନଦୀର ତଳିଆ ଅଞ୍ଚଳରେ ପାଞ୍ଚଟି ଗାଁ ବର୍ତ୍ତମାନ ଜଳମଗ୍ନ ହୋଇଛି । ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରସାଶନ ତତ୍ପରତା ରହିଥିବା ବସ୍ତା ତହସିଲଦାର କହିଛନ୍ତି।

କର୍ମୀ ମାଙ୍କଡ଼, ନେତା ମଦାରୀ; “ଷ୍ଟକହୋମ ସିନଡ୍ରୋମ” ଲକ୍ଷଣ କି?

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.