Home ଓଡ଼ିଶା ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

239

ଭୁବନେଶ୍ଵର,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ପଶ୍ଚିମ ଓଡ଼ିଶାରେ ପୁଣି ତେଜିଲା ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ । ଆଜି ଠୁ ୩ ଦିନିଆ ଆନ୍ଦୋଳନ ପାଳନ କରିବ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ତେଵେ ଏହି ବନ୍ଦରେ ସିଏସ ସି ଅନ୍ତର୍ଭୁକ୍ତ ଥିବାରୁ ସମସ୍ତ ଜିଲ୍ଲାରେ ଏହି ବନ୍ଦ ପାଳନ ହେବ ।ତେବେ ଆଜି କାଲି ଓ ଆସନ୍ତା ୩୦ ତାରିଖରେ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବନ୍ଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ, ଅର୍ଥ ଲଗାଣକାରୀ ସଂସ୍ଥା ବନ୍ଦ କରାଯିବ ବୋଲି ଓକିଲ ସଂଘ ତରଫରୁ କୁହାଯାଇଛି ।

କର୍ମୀ ମାଙ୍କଡ଼, ନେତା ମଦାରୀ; “ଷ୍ଟକହୋମ ସିନଡ୍ରୋମ” ଲକ୍ଷଣ କି?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.