Home ଓଡ଼ିଶା ଏବେ ବଢିଲା ଓମଫେଡ କ୍ଷୀର ଦର

ଏବେ ବଢିଲା ଓମଫେଡ କ୍ଷୀର ଦର

645

ଭୁବନେଶ୍ଵର,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ବଢ଼ିବ ଓମଫେଡ କ୍ଷୀର ଦର । ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଓମଫେଡ କ୍ଷୀର ଲିଟର ପିଛା ୪୦ ଟଙ୍କା ଥିବାବେଳେ ଏବେ ଲିଟର ପିଛା ୪୪ ଟଙ୍କା ହୋଇଛି । ଆସନ୍ତାକାଲିଠୁ ଓମଫେଡର ଏହି ବର୍ଦ୍ଧିତ ଦର ଲାଗୁ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହାସହ ଖାଉଟି ଟୋନ୍‌ଡ କ୍ଷୀର ଲିଟର ପିଛା ୩୮ ଟଙ୍କାରେ କିଣିବେ। ସେହିପରି ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୪୪ ଟଙ୍କାରେ କିଣିବେ ଖାଉଟି।

କର୍ମୀ ମାଙ୍କଡ଼, ନେତା ମଦାରୀ; “ଷ୍ଟକହୋମ ସିନଡ୍ରୋମ” ଲକ୍ଷଣ କି?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.