Home Authors Posts by Bureau

Bureau

17674 POSTS 0 COMMENTS

ମହିଳାଙ୍କ ଠାରୁ ୨୩ ହଜାର ଲୁଟିଲେ ଲୁଟେରା

0
ନୟାଗଡ଼,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ମହିଳା ହୋମଗାର୍ଡ ଙ୍କ ନିକଟରୁ ଚୋରି । ଆଜ୍ଞା ହଁ, ଚୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ କରିଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ମହିଳାଙ୍କ ଠାରୁ...

ରକ୍ତ ସଂଗ୍ରହ କରିବ ବିଜେଡି

0
ଭୁବନେଶ୍ଵର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ରକ୍ତ ସଂଗ୍ରହ କରିବା ବିଜେଡି । ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ଥିବାରୁ ଏହି ଅବସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ...

ସଲମାନ ଖାନଙ୍କର ଦ ମୋଷ୍ଟ ୱାଣ୍ଟେଡ୍ କପ୍ – ରାଧେ” !

0
- ପ୍ରଭୁ ଦେବାଙ୍କର ନିର୍ଦେଶନାରେ ଈଦ ୨୦୨୦ ରେ ରିଲୀଜ୍ ହେବ ! ମୁମ୍ବାଇ ୧୨-୧୦ (ଓଡ଼ିଆ ପୁଅ) ସଲମାନ ଖାନଙ୍କର ପ୍ରଶଂସକମାନଙ୍କ ପାଇଁ ଭଲ ଖବର। ରାଧେ, ସଲମାନ ଖାନଙ୍କର ଈଦ ୨୦୨୦...

ପୁଣି ମନ୍ଦିରରୁ ଚୋରି

0
ପୁରୀ,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ପୁଣି ମନ୍ଦିରରୁ କଳାକନା ବୁଲାଇଛନ୍ତି ଚୋର । ଗତକାଲି ବିଳମ୍ବିତ ରାତିରେ ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ବୀରବଳଭଦ୍ରପୁର ଗାଁରେ ଥିବା ଗୋପୀନାଥ  ମନ୍ଦିରରେ ଚୋର ଚୋରି...

ବାରିକକୁ ଧକ୍କା ଦେଲା ଯାତ୍ରୀବାହୀ ବସ

0
ଦଶପଲ୍ଲା,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବନ୍ଧୁଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକକୁ ଯାତ୍ରୀବାହୀ ବସ୍  ଧକ୍କା ଦେବା ଫଳରେ ଦୁଇ...

ଅଧା ନଦୀରେ ବୁଡିଲା ଡଙ୍ଗା

0
ମାଲକାନଗିରି,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ପୁଣି ବୁଡିଲା ଡଙ୍ଗା । ବୁଡି ଫେରିବା ବେଳେ ସାବେରୀ ନଦୀରେ ଡଙ୍ଗା ବୁଡି ୩ ଜଣ ନିଖୋଜ ଅଛନ୍ତି । ଘରକୁ ଫେରିବା ସମୟରେ ନଦୀ...

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

0
ନୂଆପଡା,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର ହୋଇଛନ୍ତି । ଏହି ଘଟଣା ନୂଆପଡା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ।  ମିଳିଥିବା ସୂଚନା ଅନୁସାରେ, ନୂଆପଡା ରେଳଷ୍ଟେସନରେ...

ଗୋରୁ ବୋଝେଇ ଟ୍ରକ ଜବତ

0
ବାଲେଶ୍ବର,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ଜବତ ହୋଇଛି ଗୋରୁ ବୋଝେଇ ଟ୍ରକ । ବାଲେଶ୍ବର ଶେରଗଡ଼ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏହି...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

0
ଭୁବନେଶ୍ଵର,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ୨୪ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷାର ଆଶଙ୍କା...

ଶଳାକୁ ଛୁରାମାଡ କଲା ଭିଣୋଇ

0
ଅନୁଗୁଳ,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ଦିନକୁ ଦିନ ବଢୁଛି ହଣାକଟା ଘଟଣା । ସଂପତ୍ତି ଆଉ ରାଗରୁଷାକୁ କେନ୍ଦ୍ର କରି ପ୍ରତିଦିନ ଏଭଳି ଖବର ବାହାରୁଛି । ତେବେ ଠିକ ଏଭଳି ଏକ...

ପଛରୁ ଧକ୍କା ଦେଲା ହାଇୱେ

0
ପାରାଦୀପ,୧୨/୧୧,(ଓଡ଼ିଆ ପୁଅ ପି ନାଏକ) : ପଛରୁ ଧକ୍କା ଦେଇ ତିନି ଟିଉସନ ଛାତ୍ର କୁ ମାଡି ଦେଲା ହାଇୱା । ଏହି ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ପାରାଦୀପ ଭୂତମୁଣ୍ଡାଇ ନିକଟ ବରେଇ...

ତାଳଚେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

0
ତାଳଚେର,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ତାଳଚେରର କୋଲିୟାରୀ ଥାନା ଡେରା ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାରେ ଏକ ବାଇକ ଦୁର୍ଘଟଣା ହୋଇଛି । ଫଳରେ ଏଥିରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର...

ପୁଣି ଜୁଆ ଆଡ୍ଡା ଉପରେ ଚଢାଉ

0
ବ୍ରହ୍ମପୁର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ବ୍ରହ୍ମପୁର ସହରର ତିନୋଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ । ସୂଚନା ଅନୁସାରେ, ଆଙ୍କୁଲିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି...

ଆଜି ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ବସିବ ଅନୌପଚାରିକ ବୈଠକ

0
ନୂଆଦିଲ୍ଲୀ,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଫିଶରମ୍ୟାନସ କେଭ ରିସୋର୍ଟଠାରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ବସିବ ।  ଆଲୋଚନା ପରେ ମୋଦି ଜିନପିଙ୍ଗଙ୍କୁ ମଧ୍ୟାହ୍ନ ଭୋଜନରେ ଅପ୍ୟାୟିତ...

ଆଜି ଆସୁଛନ୍ତି ମୋହନ ଭାଗୱତ

0
ଭୁବନେଶ୍ଵର,୧୨/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ଓଡିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।  ଆସନ୍ତା ୨୦ ତାରିଖ ଯାଏ ୯ ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଆରଏସଏସର ଅଖିଳ...

ଏବେ ନୟାଗଡରୁ ଭୁବନେଶ୍ଵର କୁ ଟ୍ରେନ

0
ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଏବେ ନୟାଗଡରୁ ଆସୁଥିବା ଯାତ୍ରୀଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି । କାରଣ ଏବେ ନୟାଗଡ଼ରୁ ଭୁବନେଶ୍ୱରକୁ ଚାଲିବ ଟ୍ରେନ୍‌ । ଆଉ ନୟାଗଡ଼ ଭୁବନେଶ୍ୱର ସେବା...

ଟ୍ରେନ ଲାଇନକୁ ଡେଇଁଲା ମା

0
ଗଞ୍ଜାମ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ପରିବାରରେ କଳହ ପାଇଁ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରିଛି ମା ଆଉ ଦୁଇ ଝିଅ । ...

ରାଜ୍ୟରେ ବର୍ଷା ସମ୍ଭାବନା

0
ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ନଭେମ୍ବର ମାସ ହେଲେ ମଧ୍ୟ ଏବେ ବି ରାଜ୍ୟରୁ ଫେରିନାହିଁ ମୋସୁମୀ । ଉତ୍ତର ବଙ୍ଗୋପ ସାଗର ଓ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ...

ବିଜେଡ଼ିର କମିବ ଭୋଟ

0
ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ବର୍ତ୍ତମାନ ବିଜେପୁର ଉପନିର୍ବାଚନ କୁ ନେଇ ପ୍ରସ୍ତୁତି ଜୋରସର ଚାଲିଛି । ସବୁ ଦଳର ହେଭିୱଟ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡିର ମୁଖ୍ୟ ସଚେତକ...

ନିଆଁ ଲଗାଇ ଚାଲିଗଲେ ଦୁର୍ବୃତ୍ତ

0
ଗଜପତି,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ରାତିରେ ଆସି ନିଆଁ ଲଗାଇ ଚାଲିଗଲେ ଦୁର୍ବୃତ୍ତ । ଏହି ଘଟଣା ଗଜପତି ଜିଲ୍ଲା ରାଣୀଖମା ଗାଁ ରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଏକ...