Home ଓଡ଼ିଶା ରକ୍ତ ସଂଗ୍ରହ କରିବ ବିଜେଡି

ରକ୍ତ ସଂଗ୍ରହ କରିବ ବିଜେଡି

352

ଭୁବନେଶ୍ଵର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ରକ୍ତ ସଂଗ୍ରହ କରିବା ବିଜେଡି । ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନ ଥିବାରୁ ଏହି ଅବସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଏହା କରିବ । ସେହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ ବର୍ଷ ବୟସରେ ପଦାର୍ପଣ କରିବେ । ଏହାଛଡା ବିଜେଡି ସେହି ଦିନ ୧୦ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.