Home Authors Posts by Bureau

Bureau

17676 POSTS 0 COMMENTS

ଭଦ୍ରକରେ ସଡ଼କ ଦୁର୍ଘଟଣା, ୫ ଗୁରୁତର

0
ଭଦ୍ରକ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଭଦ୍ରକ ଭଣ୍ଡାରିପୋଖରୀ ନିକଟରେ କାଳକୁ ପଛପଟୁ ଧକ୍କା ଦେଇଛି ଏକ ଟ୍ରକ । ଫଳରେ କାଳରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ,...

ଆଜିଠୁ ଗଜଲକ୍ଷ୍ମୀ ପୂଜା

0
ଢେଙ୍କାନାଳ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଦଶହରା ପରେ ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ତେବେ କୁମାର ପୂର୍ଣ୍ଣିମା ସହ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବି ଆରମ୍ଭ ହେଉଛି । ଏଥିପାଇଁ...

ଟୋକିଓରେ ‘ହଗିବିସ’ ତାଣ୍ଡବ

0
ନୂଆଦିଲ୍ଲୀ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଟୋକିଓରେ ତାଣ୍ଡବ ରଚାଉଛି ସାମୁଦ୍ରିକ ଝଡ ହଗିବିସ । ସ୍ଥଳଭାଗ ଛୁଇଁବା ପରେ ଟୋକିଓ ସ୍ଥିତି ଏବେ ସଙ୍ଗୀନ । ଏଥିରେ ୧୧ ଜଣଙ୍କ ମୃତ୍ୟୁ ର...

ରୋଲର ସ୍କେଟିଂରେ ବ୍ରହ୍ମପୁର କୁ ସ୍ବର୍ଣ୍ଣ

0
ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ରୋଲ୍ ସ୍କେଟିଂର ପ୍ରଥମ ଦିନରେ ବ୍ରହ୍ମପୁରରୁ ମିଳିଛି ସ୍ବର୍ଣ୍ଣ । ୩୦୦ ମିଟର ଟାଇମ ଟ୍ରାଏଲରେ ବାଳିକା ବିଭାଗର  ଅନ୍ୱେଷା ବିଷୋୟୀ ମାତ୍ର 46 ସେକେଣ୍ଡରେ ଅତିକ୍ରମ...

ଆଦିବାସୀ ବିକାଶ ପରିଷଦର ନୂଆଁଖାଇ ଭେଟଘାଟ

0
କୋରାପୁଟ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): କୋଟପାଡରେ ଅଖିଳ ଭାରତୀୟ ଆଦିବାସୀ ବିକାଶ ପରିଷଦର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଭତରା ସଂପ୍ରଦାୟ ଲୋକେ...

ଗଣକବି ବୈଷ୍ଣବ ପାଣିଙ୍କ ୧୩୭ ତମ ଜନ୍ମ ଜୟନ୍ତୀ

0
ଭୁବନେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଗଣକବି ବୈଷ୍ଣବ ପାଣିଙ୍କ ୧୩୭ ତମ ଜନ୍ମ ଜୟନ୍ତୀ । ଏଥିପାଇଁ କଟକ ମାହାଙ୍ଗାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୯୮୨ ମସିହା କୋଠପଦା...

ବସରୁ ଲୁଟ କଲେ ଲୁଟେରା

0
ବାଲେଶ୍ଵର,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ଯାତ୍ରୀବାହୀ ବସରୁ ଲୁଟ କଲେ ଲୁଟେରା । ଏହି ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବିଜୟ ନାମକ...

ରାଜନୀତିରେ ନୂଆ କିର୍ତ୍ତୀମାନ ସ୍ଥାପନା କରିଥିଲେ ବିଜୟାରାଜେ ସିନ୍ଧିଆ: ମହିଳାମୋର୍ଚା

0
ଭୁବନେଶ୍ୱର, ୧୨/୦୮ (ଓଡ଼ିଆ ପୁଅ) : ଆଜି ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ୧୦୦ତମ ଜନ୍ମ ଜୟନ୍ତୀ। ରାଜମାତା ମଧ୍ୟପ୍ରଦେଶ ଠାରେ ୧୨ ଅକ୍ଟୋବର ୧୯୧୯ ମସିହାରେ ଜନ୍ମ ହୋଇଥିଲେ। ଶ୍ରୀମତୀ ସିନ୍ଧିଆ ଭାରତୀୟ...

କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଆଦିବାସୀ ମହିଳା ପ୍ରସବ କରିବା ପ୍ରସଙ୍ଗ : ରାଜଧାନୀର ମୁଖ୍ୟ...

0
ଭୁବନେଶ୍ୱର, ୧୨/୧୦ (ଓଡ଼ିଆ ପୁଅ) : ମୋ ସରକାର ଯୋଜନା କ୍ରିୟାନ୍ୱୟନର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ। ପ୍ରସୂତୀ ଆଦିବାସୀ ମହିଳାଙ୍କୁ ଉନ୍ନତମାନର ସେବା ଦେବା ପରିବର୍ତେ ମୃତ୍ୟୁ...

ବିଧାୟିକା ସ୍ୱାମୀଙ୍କ ଦାଦାଗିରି ଘଟଣା ପ୍ରସଙ୍ଗ : ଆସନ୍ତାକାଲି ଘଟଣାର ସରଜମିନ ତଦନ୍ତ କରିବ...

0
ଭୁବନେଶ୍ୱର, ୧୨/୧୦ (ଓଡ଼ିଆ ପୁଅ) : ବରୀ ବିଧାୟିକା ସୁନନ୍ଦା ଦାଶଙ୍କସ୍ୱାମୀ ଦେବେନ୍ଦ୍ର ଦାଶ ଓ ତାଙ୍କ ସହଯୋଗୀ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ସରପଂଚ ସନ୍ତୋଷ ସାମଲ ଓ ଅନ୍ୟ...

ମାମଲାପୁରମରେ ଶେଷ ହେଲା ଭାରତ-ଚୀନ ଦ୍ୱିତୀୟ ଅନୌପଚାରିକ ସମ୍ମିଳନୀ : ‘ଚେନ୍ନାଇ ସଂଯୋଗ’...

0
ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) - ଉହାନ ସମ୍ମିଳନୀ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିରତା ଓ ନୂତନ ଗତି ପ୍ରଦାନ କରିଛି ତାମିଲନାଡୁର ଚେନ୍ନାଇ, ମାମଲ୍ଲାପୁରମଠାରେ ଅନୁଷ୍ଠିତ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଭାରତ ଓ...

ଦ୍ୱିତୀୟ ଭାରତ-ଚୀନ ଅନୌପଚାରିକ ଶିଖର ସମ୍ମିଳନୀ

0
ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ୧. ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ମିଃ ସି ଜିନପିଙ୍ଗ ୧୧-୧୨ ଅକ୍ଟୋବର, ୨୦୧୯ରେ ସେମାନଙ୍କ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ...

ମସଜିଦରେ ବଡ଼ ଆତଙ୍କୀ ହମଲା : ୧୬ ମୃତ, ଅନେକ ଆହତ

0
ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ପଶ୍ଚିମ ଆଫ୍ରିକାର ଦେଶ ବୁର୍କୀନା ଫାସୋରେ ଏକ ମସଜିଦ୍ ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର...

ଯାଜପୁର ଜିଲ୍ଲା ଲୁହା ଉତ୍ପାଦନରେ ରାଜ୍ୟ ଓ ଦେଶର ନେତୃତ୍ବ ନେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

0
ଯାଜପୁର ଜିଲ୍ଲା ହାଣ୍ଡବଲ ଆସୋସିଏସନର ରୌପ୍ୟ ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଛତିଆ / ଭୁବନେଶ୍ୱର, ୧୨ ଅକ୍ଟୋବର (ଓଡ଼ିଆ ପୁଅ) - ଆଗାମି ୧୦ ବର୍ଷ ଭିତରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ୩୦...

ସଡ଼କ ଦୁର୍ଘଟଣାରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ପରଲୋକ

0
ବାଲେଶ୍ବର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ପ୍ରସିଦ୍ଧ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆଙ୍କ ଆଜି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏଥିପାଇଁ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି...

ଛାତରୁ ଡେଇଁଲେ ରୋଗୀ

0
କଟକ,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି କଟକ ଏସସିବି ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘଟଣାଟି ହେଲା ଜଣେ ରୋଗୀ ଏସସିବି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ...

ବିରୁପା ନଦୀରେ ଭାସିଗଲେ ୨ ଯୁବକ

0
ଜଗତପୁର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ବିରୁପା ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ୨ ଯୁବକ । ନଦୀକୁ ଗାଧୋଈବାକୁ ଯାଇ ଏହି ଅଘଟଣ ଘଟିଛି । ଦୁଇ ଯୁବକ ଜଣକ ଅଜିତ ସାହୁ...

ବାରହା ନେଲା ବୃଦ୍ଧଙ୍କ ଜୀବନ

0
କୁଚିଣ୍ଡା,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ବାରହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସାଲେଭାଡି ଗ୍ରାମପଞ୍ଚାୟତ ଲୁନ୍ଦୁରଡିହି ଗ୍ରାମରେ ଘଟିଛି । ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତି ଜଣକ ଚାଷ...

ପରିବହନ କାର୍ଯ୍ୟାଳୟ ନିକଟରୁ ଜଣେ ଦଲାଲ ଗିରଫ

0
ସମ୍ବଲପୁର,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ସମ୍ବଲପୁର ଟାଉନ ପୋଲିସ ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଜଣେ ଦଲାଲକୁ  ଗିରଫ କରିଛି ପୋଲିସ । ଲୋକଙ୍କ କାମ କରାଇଦେବା ନାଁରେ ଦଲାଲ ଜଣକ...

ମାଛ ଜାଲରେ କୁମ୍ଭୀର

0
ବୌଦ୍ଧ,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ମାଛ ପାଇଁ ପକା ଯାଇଥିବା ଜାଲରେ ପଡିଲା କୁମ୍ଭୀର । ଏହି ଘଟଣା ବୌଦ୍ଧ ଜିଲ୍ଲା ବାଉଁଶୁଣି ମହାନଦୀ ଡ଼ଙ୍ଗାଘାଟରେ ଦେଖିବାକୁ ମିଳିଛି । ଆଜି ଜଣେ...