Home ଓଡ଼ିଶା ପୁଣି ମନ୍ଦିରରୁ ଚୋରି

ପୁଣି ମନ୍ଦିରରୁ ଚୋରି

128

ପୁରୀ,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ପୁଣି ମନ୍ଦିରରୁ କଳାକନା ବୁଲାଇଛନ୍ତି ଚୋର । ଗତକାଲି ବିଳମ୍ବିତ ରାତିରେ ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ବୀରବଳଭଦ୍ରପୁର ଗାଁରେ ଥିବା ଗୋପୀନାଥ  ମନ୍ଦିରରେ ଚୋର ଚୋରି କରିଛନ୍ତି । ତେବେ ଦୁର୍ବୁତ୍ତ ମାନେ ତାଲା ଭାଙ୍ଗି ମନ୍ଦିର ପ୍ରାଙ୍ଗଣ ଭିତରୁ ଲକ୍ଷ୍ମୀ ନାରାୟଣ ମୂର୍ତ୍ତି, ଶିବ-ପାର୍ବତୀ ମୂର୍ତ୍ତି ଓ ଗୁରୁଣ୍ଡି ଗୋପାଳ ମୂର୍ତ୍ତି ସହ ସୁନା ଅଳଙ୍କାର ଲୁଟ୍ କରିଥିବା ସୂଚନା ମିଳିଛି । ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.