Home ଓଡ଼ିଶା ବିଜେଡ଼ିର କମିବ ଭୋଟ

ବିଜେଡ଼ିର କମିବ ଭୋଟ

333

ଭୁବନେଶ୍ଵର,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ବର୍ତ୍ତମାନ ବିଜେପୁର ଉପନିର୍ବାଚନ କୁ ନେଇ ପ୍ରସ୍ତୁତି ଜୋରସର ଚାଲିଛି । ସବୁ ଦଳର ହେଭିୱଟ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଏକ ମନ୍ତବ୍ୟ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଚଳିତ ନିର୍ବାଚନରେ ବିଜେଡି ଭୋଟ କମିବ ବୋଲି ସିଧା ନ କହି ବଙ୍କେଇ ଏହା କହିଛନ୍ତି ପ୍ରମିଳା । ସେ କହିଛନ୍ତି ଯେ, ବିଜେଡି ଉପନିର୍ବାଚନ ରେ ୩୫ ହଜାର ଭୋଟରେ ଜିତିବ ।ତେବେ ପ୍ରମିଳାଙ୍କ ଏହି ମନ୍ତବ୍ୟକୁ ନେଇ ଅନେକ କଥା ଆଶଙ୍କା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.