Home ଓଡ଼ିଶା ଆଜି ଆସୁଛନ୍ତି ମୋହନ ଭାଗୱତ

ଆଜି ଆସୁଛନ୍ତି ମୋହନ ଭାଗୱତ

191

ଭୁବନେଶ୍ଵର,୧୨/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ଓଡିଶା ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।  ଆସନ୍ତା ୨୦ ତାରିଖ ଯାଏ ୯ ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଆରଏସଏସର ଅଖିଳ କାର୍ଯ୍ୟକାରୀ ମଣ୍ଡଳ ବୈଠକ । ଏଥିରେ ସାମିଲ ହେବାକୁ ମୋହନ ଭାଗବତ ଆସୁଛନ୍ତି । ତେବେ ବୈଠକ ସରିବା ଯାଏ ଭାଗବତ ଓଡିଶାରେ ରହିବେ ବୋଲି ସୂଚନା ମିଳିଛି । ସେପଟେ ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଧ୍ୟ ଏହି ବୈଠକରେ ସାମିଲ ହେବେ । ଆସନ୍ତା ୧୫ ତାରିଖରେ ସେ ଆସିବେ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.