Home ଓଡ଼ିଶା ଗୋରୁ ବୋଝେଇ ଟ୍ରକ ଜବତ

ଗୋରୁ ବୋଝେଇ ଟ୍ରକ ଜବତ

268

ବାଲେଶ୍ବର,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ଜବତ ହୋଇଛି ଗୋରୁ ବୋଝେଇ ଟ୍ରକ । ବାଲେଶ୍ବର ଶେରଗଡ଼ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଚୋରା ଚାଲାଣରେ ୨ଟି ଗାଡ଼ି ଧରାପଡିଛି। ଓ ଅନ୍ୟ ୩ଟି ଖସି ଯାଇଥିବା ସୂଚନା ମିଳିଛି । ତେବେ ଆଜି ଭୋରରୁ ପଶ୍ଚିମବଙ୍ଗ ଏହି ଗୋରୁ ଚୋରା ଚାଲାଣ କରାଯାଉଥିବା ବେଳେ ଅଧା ବାଟରେ ଲୋକେ ଏହାକୁ ଧରିଥିଲେ । ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.