Home ଓଡ଼ିଶା ବାରିକକୁ ଧକ୍କା ଦେଲା ଯାତ୍ରୀବାହୀ ବସ

ବାରିକକୁ ଧକ୍କା ଦେଲା ଯାତ୍ରୀବାହୀ ବସ

124

ଦଶପଲ୍ଲା,୧୨/୧୧,(ଓଡ଼ିଆ ପୁଅ ପି ନାଏକ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବନ୍ଧୁଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକକୁ ଯାତ୍ରୀବାହୀ ବସ୍  ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି ।  ମାତ୍ର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଶିଶୁପୁତ୍ର । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.