Bureau
ସଡ଼କ ଦୁର୍ଘଟଣାରେ ତିନି ଗୁରୁତର
ଭୁବନେଶ୍ଵର,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ରାଜଧାନୀ ଭୁବନେଶ୍ଵର ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଘଟଣା ଘଟିଛି ଏଥି ଛକ ନିକଟରେ । ଫଳରେ ଏହି ଦୁର୍ଘଟଣାରେ ୪ ଜଣ...
ଯାଜପୁରରେ ଜମୁଛି ରାଜ୍ୟସ୍ତରୀୟ ପୁସ୍ତକମେଳା
ଯାଜପୁର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଏବେ ଯାଜପୁରରେ ଜମୁଛି ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା। ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ଆସନ୍ତା ୭ ତାରିଖ ଯାଏ...
ଘରକାମ କରୁଥିବା ଯୁବତୀଙ୍କୁ ନିର୍ଯ୍ୟାତନା ଅଭିଯୋଗ
ଭୁବନେଶ୍ଵର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଭୁବନେଶ୍ଵରରେ ଜଣକ ଘରେ ରହି କାମ କରୁଥିବା ଯୁବତୀ ଘର ମାଲିକଙ୍କ ନାଁ ରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ। ଯୁବତୀ ଜଣକ ବାଲେଶ୍ୱର ଜିଲ୍ଲା...
ପାଣିଟାଙ୍କିରେ ପଡ଼ି ନାବାଳିକା ମୃତ
ଝାରସୁଗୁଡ଼ା, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଝାରସୁଗୁଡ଼ା ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶାନ୍ତିନଗରସ୍ଥିତ ଏକ ପ୍ଲେ ସ୍କୁଲ ପାଣିଟାଙ୍କିରେ...
ବସ ଧକ୍କାରେ ବୃଦ୍ଧ ମୃତ
ବ୍ରହ୍ମପୁର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଗଞ୍ଜାମ ବୁଗୁଡ଼ା ଥାନା ବରଡ଼ିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବସ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ବ୍ରହ୍ମପୁର ଦେଇ...
ନିମ୍ନମାନର ରାସ୍ତାକୁ ନେଇ ଅଭିଯୋଗ
ନୟାଗଡ଼, ୦୪/୧୧ (ଓଡ଼ିଆ ପୁଅ/ପି ନାୟକ) : ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗାଁରେ ହେଉଥିବା ରାସ୍ତା କାମରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଓଡଗାଁ ବ୍ଲକ...
ଗୋଷ୍ଠୀ ସଂଘର୍ଷରେ ୩ ଆହତ
କେନ୍ଦୁଝର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଜମିବାଡ଼ି କଳହକୁ ନେଇ ପୁଣି ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ଫଳରେ ଏଥିରେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।...
ଗ୍ରାମ ସେବିକା ସ୍ମିତାରାଣୀ ଆତ୍ମହତ୍ୟା ପଛରେ ଖଳନାୟକ ନୁହେଁ ବରଂ ଖଳନାୟିକା
ଯାଜପୁର, ୦୩/୧୧ (ଓଡ଼ିଆ ପୁଅ/ମାନସ ରାଉତ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଗତମାସ ୧୬ତାରିଖରେ ସ୍ମିତାରାଣୀ ମୃତ୍ୟୁ ରହସ୍ୟକୁ ନେଇ ରାଜ୍ୟରେ ଯେଉଁ ଚର୍ଚ୍ଚା ଧରିଥିଲା ଦିନକୁ ଦିନ...
ରାଉରକେଲାରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ
ରାଉରକେଲା ୦୪/୧୧ (ଓଡ଼ିଆ ପୁଅ/ମାନସ ରାଉତ) : ରାଉକକେଲ ୱାର୍ଡ ନମ୍ବର ୭ ବିଜୁ ଯୁବ ବାହିନୀ ପକ୍ଷରୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଯୁବ ବାହାନୀ ସଭାପତି...
ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ନିଆଳି, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ପ୍ରେମରେ ବିଫଳ ହେବା ପରେ ଶେଷରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଏହି ଘଟଣା ଏକବିରୁଆଁ ପଂଚାୟତ ସୁଧାନଗର ଗାଁରେ ଘଟିଛି।...
ଭୁଲ ଇଞ୍ଜେକ୍ସନ ପାଇଁ ବିଚାରଧୀନ କଏଦୀର ମୃତ୍ୟୁ ଅଭିଯୋଗ
ରାଉରକେଲା, ୦୪/୧୧, (ଓଡ଼ିଆ ପୁଅ ପି ନାୟକ):ରାଉରକେଲା ସ୍ୱତନ୍ତ୍ର ଜେଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୁଲ ଇଞ୍ଜେକସନ ଯୋଗୁ ଜଣେ ବିଚାରାଧୀନ କଏଦୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏହି...
ତହସୀଲଦାରଙ୍କର ଅଫିସ୍ କୁ ଆସି ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଦୁର୍ବୃତ୍ତ – ମୃତ୍ୟୁ
ହାଇଦ୍ରାବାଦ ୪-୧୧ (ଓଡ଼ିଆ ପୁଅ) ତେଲେଙ୍ଗାନାର ରଂଗାରେଡ୍ଡୀ ଜିଲ୍ଲାରେ ଏକ ବଡ଼ ଦୁଃଖ ଖବର ଆସିଛି। ଏଠାରେ ଜଣେ ମହିଳା ତହସୀଲଦାରଙ୍କର ଅଫିସରେ ପଶି ତାଙ୍କୁ ଜୀଅନ୍ତା ଜଳେଇ ଦେଇଛନ୍ତି।ଏହି ମାମଲାରେ ପୋଲିସ...
ସାଇମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟ କଲେ ଦୁର୍ବୃତ୍ତ
କେନ୍ଦୁଝର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ପୁଣି ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସିଦ୍ଧମଠ ସ୍ଥିତ ଶିରିଡି ସାଇ ମନ୍ଦିରର ଦାନ ବାକ୍ସ ଓ ଆଲମାରୀ...
କଶ୍ମୀର ଘାଟିରେ ପୁଣି ଗ୍ରେନେଡ ମାଡ
ନୂଆଦିଲ୍ଲୀ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି ଜାମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କୀ ପୁଣି ସୁରକ୍ଷାବଳ ଉପରେ ଆକ୍ରମଣ କରିଛନ୍ତି। ସୂଚନା ଅନୁସାରେ, ଶ୍ରୀନଗରର ହରି ସିଂହ ଷ୍ଟ୍ରୀଟ୍ଉପରେ ଆତଙ୍କୀମାନେ ଗ୍ରେନେଡ଼...
ଘର ଲୋକଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ
ଅନୁଗୁଳ,୦୪/୧୧,(ଓଡ଼ିଆ ପୁଅ ପି ନାୟକ):ଅନୁଗୁଳ ସିପିପି ଛକ ନିକଟରେ ଏକ ବଡ଼ ଧରଣର ଚୋରୀ ହୋଇଛି। ସେଠାରେ ଜଣକ ଘର ଗ୍ରୀଲ ତାଡି ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ...
ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାରେ ସୁପ୍ରିମ କୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ
ନୂଆ ଦିଲ୍ଲୀ ୪-୧୧ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାରେ ସୁପ୍ରିମ୍ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି ରାୟରେ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର...
ପୁଣି ୬ ଭ୍ରଷ୍ଟ ଅଧିକାରୀଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୪-୧୧ (ଓଡ଼ିଆ ପୁଅ) ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭ୍ରଷ୍ଟାଚାର କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ଗୁରୁତ୍ୱ ଦେଉଥିବାର ପରିଲକ୍ଷିତ ହେଉଛି। ଆଜି ୬ ଜଣ ଭ୍ରଷ୍ଟ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ...
ପୁଣି ଶ୍ରୀନଗରରେ ଗ୍ରେନେଡ୍ ଆକ୍ରମଣ ୧୦ ଆହତ
ଜାମ୍ମୁ କଶ୍ମୀର ୪-୧୧ (ଓଡ଼ିଆ ପୁଅ) : ଶ୍ରୀନଗରରେ ମୌଲାନା ଆଜାଦ ରୋଡରେ ଥିବା ଏକ ପରିବା ମାର୍କେଟ୍ ରେ ଆତଙ୍କବାଦୀମାନେ ଗ୍ରେନେଡ୍ ଦ୍ୱାରା ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୦ ଜଣ...
ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର
ଗଣିଆ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଗଣିଆ ଥାନା କଳାପାଟ ମନ୍ଦିରରେ ଏକ ନିର୍ମମ ହତ୍ୟା ହୋଇଛି। ଛାମୁଣ୍ଡିଆ ଗାଁର ଗୟା ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ଛେଚି...
ଚା’ରେ ନିଶା ଦେଇ ବେପାରୀଙ୍କଠାରୁ ଲୁଟ
ଭଦ୍ରକ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ):ପୁଣି ଚା'ରେ ନିଶା ଦେଇ ବେପାରୀଙ୍କଠାରୁ ଲୁଟ। ଏହି ଅଭିଯୋଗ ଏବେ ଆସିଛି ଭଦ୍ରକ ଜିଲ୍ଲାରୁ। ଦୁଇ ଆଇସକ୍ରିମ ବେପାରୀ ଚା' ଦୋକାନ ରୁ ଚା'...








