Home ଓଡ଼ିଶା ପୁଣି ଶ୍ରୀନଗରରେ ଗ୍ରେନେଡ୍ ଆକ୍ରମଣ ୧୦ ଆହତ

ପୁଣି ଶ୍ରୀନଗରରେ ଗ୍ରେନେଡ୍ ଆକ୍ରମଣ ୧୦ ଆହତ

304

ଜାମ୍ମୁ କଶ୍ମୀର ୪-୧୧ (ଓଡ଼ିଆ ପୁଅ) : ଶ୍ରୀନଗରରେ ମୌଲାନା ଆଜାଦ ରୋଡରେ ଥିବା ଏକ ପରିବା ମାର୍କେଟ୍ ରେ ଆତଙ୍କବାଦୀମାନେ ଗ୍ରେନେଡ୍ ଦ୍ୱାରା ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୦ ଜଣ ଆହତ ହୋଇଥିବା ଖବର ମିଳିଛି। ତେବେ ସେଠାରେ ଯବାନମାନେ ପହଁଚି ସର୍ଚ୍ଚ ଅପରେସନ୍ ଆମ୍ଭ କରିଦେଇଛନ୍ତି। ଆହତ ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.