Home ଓଡ଼ିଶା କଶ୍ମୀର ଘାଟିରେ ପୁଣି ଗ୍ରେନେଡ ମାଡ

କଶ୍ମୀର ଘାଟିରେ ପୁଣି ଗ୍ରେନେଡ ମାଡ

222

ନୂଆଦିଲ୍ଲୀ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଆଜି ଜାମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କୀ ପୁଣି ସୁରକ୍ଷାବଳ ଉପରେ ଆକ୍ରମଣ କରିଛନ୍ତି। ସୂଚନା ଅନୁସାରେ, ଶ୍ରୀନଗରର ହରି ସିଂହ ଷ୍ଟ୍ରୀଟ୍ଉପରେ ଆତଙ୍କୀମାନେ ଗ୍ରେନେଡ଼ ପକାଇଛନ୍ତି। ଯାହାଫଳରେ୧୫ ଜଣ ନାଗରୀକ ଗମ୍ଭୀର ଭାବେ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହାପରେ ସୁରକ୍ଷାବଳ ଓ ପୋଲିସ୍ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରି ଆତଙ୍କୀଙ୍କୁ ତଲାସ ଜାରୀ ରଖିଛନ୍ତି। ଅନ୍ୟପଟେ ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆତଙ୍କୀମାନେ ଗତ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ଏହି ଗ୍ରେନେଡ ମାଡ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.