Home ଓଡ଼ିଶା ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

205

ନିଆଳି, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ପ୍ରେମରେ ବିଫଳ ହେବା ପରେ ଶେଷରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଏହି ଘଟଣା ଏକବିରୁଆଁ ପଂଚାୟତ ସୁଧାନଗର ଗାଁରେ ଘଟିଛି। ରାହୁଲ କୁମାର ସ୍ୱାଇଁ ନାମକ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରି ହତାଶ ହେବା ପରେ ନିକଟରେ ଥିବା ସିଠାଲୋ ବ୍ରିଜ ଉପରୁ ଦେବୀ ନଦୀକୁ ଡେଇଁ ଏବେ ଗୁରୁତର ଅଛନ୍ତି। ତେବେ ଏହାପରେ ତାଙ୍କ ଅଣ୍ଟା ଭାଙ୍ଗିଯାଇଛି। ଫଳରେ ସେ ବର୍ତ୍ତମାନ କଟକ ବଡ଼ ମେଡିକାଲରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.