Home ଓଡ଼ିଶା ଘରକାମ କରୁଥିବା ଯୁବତୀଙ୍କୁ ନିର୍ଯ୍ୟାତନା ଅଭିଯୋଗ

ଘରକାମ କରୁଥିବା ଯୁବତୀଙ୍କୁ ନିର୍ଯ୍ୟାତନା ଅଭିଯୋଗ

419

ଭୁବନେଶ୍ଵର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଭୁବନେଶ୍ଵରରେ ଜଣକ ଘରେ ରହି କାମ କରୁଥିବା ଯୁବତୀ ଘର ମାଲିକଙ୍କ ନାଁ ରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ। ଯୁବତୀ ଜଣକ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ତେଲିପଡ଼ିପାଟଣା ଗାଁର ବୋଲି ଜଣାପଡିଛି। ଅଭିଯୋଗ ଅନୁସାରେ, ସଂପର୍କୀୟ ଭାଉଜ ଜଣେ ସରକାରୀ ବାବୁଙ୍କ ଘରେ କାମ ଯୋଗାଇ ଦେବାକୁ କହି ଉକ୍ତ ଯୁବତୀଙ୍କୁ ଭୁବନେଶ୍ୱର ଆଣିଥିଲେ। ମାସକୁ ୫ ହଜାର ଟଙ୍କା ଦେବାକୁ କଥା ହୋଇଥିଲା। ମାତ୍ର ମିଳିଲା ମାତ୍ର ୧୫୦୦ ଟଙ୍କା। ଯୁବତୀ ଘରର ସମସ୍ତ କାମ କରୁଥିଲେ। ତାପରେ ସାମାନ୍ୟ କଥାରେ ଘର ମାଲିକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.