Bureau
ପ୍ରତିଭାରାଣୀଙ୍କ କୈବଲ୍ୟନିଧି କବିତା ପୁସ୍ତକ ପ୍ରକାଶିତ
ଜଗତସିଂହପର, ୨୧/୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ): ରଘୁନାଥପୁର ବ୍ଲକର ପୁରୁଣାବସନ୍ତ ଗ୍ରାମପଂଚାୟତ ଅନ୍ତର୍ଗତ ଧଳତଙ୍ଗଗଡ ଜଙ୍ଗଲରେ ନାରିକବି ପ୍ରତିଭାରାଣୀ ରାୟଙ୍କ ଘର। ପ୍ରାକୃତିକ ପରିବେଶରେ ଜୀବନ କଟୁଛି ତାଙ୍କର। ଘରର...
ଖୋର୍ଦ୍ଧାରୋଡ଼ ଡିଭିଜନକୁ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ କରିବାକୁ ରେଳମନ୍ତ୍ରୀଙ୍କୁ ପତ୍ର : ସମାଜବାଦୀ...
ଭୁବନେଶ୍ୱର : ୨୦ା୧ (ଓଡ଼ିଆ ପୁଅ) : ୨୦୧୭ ମସିହା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଖୋର୍ଦ୍ଧା ରେଳ ଜଙ୍କସନ୍ର ନାମ ବକ୍ସିଙ୍କ ନାମରେ ନାମିତ କରିବାକୁ ସମାଜବାଦୀ ପାର୍ଟି...
ବନ୍ଦ ହେବାକୁ ଯାଉଛି ଏହି ପେମେଣ୍ଟ ୱାଲେଟ୍, ଶିଘ୍ର ବାହାର କରି ନିଅନ୍ତୁ ଟଙ୍କା...
ନୂଆଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ଭାରତୀୟ ରିଜର୍ଭ ବ୍ୟାଙ୍କ ଭୋଡ଼ା ଫୋନ୍ m-Pesa ର ଲାଇସେଂସ କ୍ୟାନସଲ୍ କରି ଦେଇଛି। RBI ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ପରେ ଏବେ ଭୋଡ଼ା ଫୋନ୍ m-Paisa...
ରୁମ୍ ହିଟରରେ ଶ୍ୱାସରୁଦ୍ଧ ହୋଇ ୪ ଶିଶୁଙ୍କ ସମେତ ଆଠଜଣ ଭାରତୀୟ ପର୍ଯ୍ୟଟକଙ୍କର ସନ୍ଦେହ...
କାଠମାଣ୍ଡୁ ୨୧-୧ (ଓଡ଼ିଆ ପୁଅ) ପଡ଼ୋଶୀ ରାଷ୍ଟ୍ର ନେପାଳର ରାଜଧାନୀ କାଠମାଣ୍ଡୁରୁ ୨୦୧ କିଲୋମିଟର ଦୂର ଥିବା ପୋଖରାରେ ୮ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଏହି ନାଗରିକମାନଙ୍କ...
୧୧ ଦିନରେ ମିଳିଲା ପୂର୍ଣ୍ଣଚନ୍ଦ୍ରଙ୍କ ଗଳିତ ଶବ, ପରିବାର ଆଣିଲେ ହତ୍ୟା ଅଭିଯୋଗ
ତେଲକୋଇ, ୨୦ ଜାନୁୟାରୀ (ଓଡିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ଥାନା ଅର୍ନ୍ତଗତ ବାଲିଯୋଡି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗତ ୧୧ ତାରିଖରୁ ନିଖୋଜ ଥିବା ନାବାଳକଙ୍କ ଘଳିତ ଶବ ଗାଁରେ ଥିବା...
କୃଷକଙ୍କ ଆୟ ବୃଦ୍ଧି କରିବ ୨୦୨୦ କୃଷି ନୀତି ‘ସମୃଦ୍ଧି’: ମୁଖ୍ୟମନ୍ତ୍ରୀ
- ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହେଲା ‘କୃଷି ଓଡ଼ିଶା’
- ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ୨୦୨୦ କୃଷି ନୀତି ‘ସମୃଦ୍ଧି’ ଲୋକାର୍ପିତ
- ୫ ଦିନ ଯାଏଁ ଚାଲିବ ଏହି କୃଷି...
ଜେପି ନଡ୍ଡା ଆଜି ସମ୍ଭାଳିବେ ଦୁନିଆର ସବୁଠାରୁ ବଡ଼ ପାର୍ଟୀ ବିଜେପିର ସଭାପତି ପଦ...
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କର ବିଶ୍ୱସନୀୟ ଜେପି ନଡ୍ଡା ନିର୍ବାଚନ ପ୍ରବନ୍ଧନର ରଣନୀତିରେ ଅତି ପ୍ରଖର ବୋଲି...
ଇଲେକ୍ଟୋରାଲ ବଣ୍ଡ ଉପରେ ଦାଖଲ ଯାଚିକା ଗୁଡ଼ିକର ଆଜି ସୁପ୍ରୀମ କୋର୍ଟରେ ଶୁଣାଣି
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ଆଜି ଦୁଇଟି ଅଣ ସରକାରି ସଂଗଠନ ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ୍ସ (ADR), କମନ କଜ୍, ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ (CPM)...
ଆଜିଠୁ ଆରମ୍ଭ ସୁରତ-ଭୁବନେଶ୍ୱକୁ ସିଧା ବିମାନ ସେବା
ଭୁବନେଶ୍ୱର ୨୦-୧ (ଓଡ଼ିଆ ପୁଅ) ଆଜି ଠାରୁ ଭୁବନେଶ୍ୱରରୁ ସୁରଟକୁ ଆରମ୍ଭ ହେବ ବିମାନସେବା। ସକାଳ ୮ଟା ୪୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ଏ-୩୨୧ ଏଆଇ ବିମାନ ଯିବ ସୁରତ।...
ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ପବନ କୁମାର ଗୁପ୍ତାର ସ୍ପେସାଲ୍ ଲିଭ୍ ପିଟିସନ୍ ଉପରେ...
ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ୨୦୧୨ ର ଦିଲ୍ଲୀ ଗଣ ବଳାତ୍କାର ମାମଲାରେ ଦୋଷୀମାନଙ୍କବିରୁଦ୍ଧରେ ଦୋଷୀ ପବନ କୁମାର ଗୁପ୍ତା ଦ୍ବାରା ଦାଖଲ ବିଶେଷ ଅବକାଶ ଯାଚିକା (ଏସଏଲପି) ଉପରେ ଆଜି...
ଦିଲ୍ଲୀ ବିଧାନସଭା ନିର୍ବାଚନ : କେଜ୍ରୀୱାଲଙ୍କର ଗ୍ୟାରେଣ୍ଟି କାର୍ଡ – ୧୦ ଟି ଗ୍ୟାରେଣ୍ଟି...
ନୂଆ ଦିଲ୍ଲୀ ୧୯-୧ (ଓଡ଼ିଆ ପୁଅ) : ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ନିର୍ବାଚନ ଉଷ୍ମତା ଚରମ ସୀମାରେ ପହଁଚିଛି। ଏହା ମଧ୍ୟରେ ଆମ ଆଦମୀ ପାର୍ଟୀ ନିଜର ନିର୍ବାଚନ ଘୋଷଣା ପତ୍ରରେ...
ପାଟୀଦାର ନେତା ହାର୍ଦିକ ପଟେଲ ଗିରଫ
ଅହମ୍ମଦାବାଦ ୧୮-୧ (ଓଡ଼ିଆ ପୁଅ)ପାଟୀଦାର ନେତା ହାର୍ଦିକ ପଟେଲଙ୍କୁ ଗିରଫ କରିଛି କ୍ରଆଇମ୍ ବ୍ରାଞ୍ଚ। ରାଜଦ୍ରୋହ ମାମଲାରେ କୋର୍ଟରେ ହାଜର ନହେବା କାରଣରୁ ସ୍ଥାନୀୟ ସେସନ କୋର୍ଟ ତରଫରୁ ଜାରୀ କରାଯାଇଥିଲା ନନବେଲେବଲ୍...
କାର୍ତିକଚନ୍ଦ୍ର ଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) ବରିଷ୍ଠ ନାଗରିକମାନଙ୍କ ସଂଗଠନ ‘ଗୁରୁଜନ ପରିଷଦ’ର ପୂର୍ବତନ ଅଧ୍ୟକ୍ଷ କାର୍ତିକ ଚନ୍ଦ୍ର ଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ ଉଦଦେଷ୍ଟା...
‘ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ’ ନାରା ଦେଇ ଉତ୍ତରାଖଣ୍ଡରୁ ୬୫୦୦ କିଲୋମିଟର ପଦଯାତ୍ରା
ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) ''ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ'' ର ନାରା ଦେଇ ଉତ୍ତରାଖଣ୍ଡରୁ ଦୀର୍ଘ ୬୫୦୦ କିଲୋମିଟର ପଦଯାତ୍ରାରେ ବାହାରିଥିବା ଶ୍ରୀ ଓଁକାର ସିଂ ଧିଲୋନ ୧୦ ଟି ରାଜ୍ୟ...
ଦିଲ୍ଲୀ ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ୫୪ ପ୍ରାର୍ଥୀଙ୍କର ତାଲିକା...
ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇକରି କଂଗ୍ରେସ ଆଜି ୫୪ଜଣ ପ୍ରାର୍ଥୀଙ୍କର ସୂଚୀ ଜାରୀ କରିଛି। ଅଲକା ଲାମ୍ବାଙ୍କୁ ଚାନ୍ଦନୀ ଚୌକ ଏବଂ ଅରବିନ୍ଦର ସିଂହ ଲବଲୀଙ୍କୁ...
ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ: ସମୀର ମହାନ୍ତି
ଜଗତସିଂହପୁରଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲି ଏବଂ ବିଶାଳ ଜନସମାବେଶରେ ଯୋଗଦେଲେ ରାଜ୍ୟ ସଭାପତି
ଜଗତସିଂହପୁର/ଭୁବନେଶ୍ୱର, ତା.୧୮/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି...
ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ: ବୁଦ୍ଧିଜୀବୀଙ୍କୁ ବିଶ୍ୱାସକୁ ନିଆଯାଉ
ଭୁବନେଶ୍ୱର, ୧୮ା୧ (ଓଡ଼ିଆ ପୁଅ) : ଶ୍ରୀମନ୍ଦିର ସୁରକ୍ଷା ଏବଂ ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଶ୍ରୀକ୍ଷେତ୍ର ସାଙ୍ଗୀ ବାର୍ଷିକ ଅଧିବେଶନରେ ସ୍ୱାଗତ କରାଯାଇଥିଲେ ହେଁ ଏହି...
ଆସାମର ବିଜେପି ଅଧ୍ୟକ୍ଷ ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେଷକ ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ : ଆସାମରେ...
ଆସାମ/ଭୁବନେଶ୍ୱର, ଜାନୁଆରୀ ୧୮ (ଓଡ଼ିଆ ପୁଅ) – କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆସାମ ରାଜ୍ୟ ଗସ୍ତ କରି ବିଜେପିର ଅଧ୍ୟକ୍ଷ ନିର୍ବାଚନରେ ଯୋଗଦେଇଛନ୍ତି। ଏହି ଅବସରରେ ଶ୍ରୀ...
ସାଧୁସନ୍ଥଙ୍କ ଆଶୀର୍ବାଦରେ ସମାଜର ମଙ୍ଗଳ ହେବା ସହ ବ୍ୟକ୍ତିର କଲ୍ୟାଣ ହୋଇଥାଏ – ସ୍ୱାମୀ...
ଭୁବନେଶ୍ୱର ୧୮/୧ (ଓଡ଼ିଆ ପୁଅ) – ଓଡିଶା ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଆଜି ପୂର୍ବାହ୍ନରେ ବିଶିଷ୍ଟ ପ୍ରଶାସକ ତଥା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ରୋଟାରୀଆନ୍ ନରେନ୍ଦ୍ର କୁମାର...
ସି.ଆଇ.ଏସ୍.ଏଫ୍ ଯବାନଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମର ଶିକାର
ଜଗତସିଂହପୁର – ୧୮/୦୧ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) – ସାଢେ ଚାରିବର୍ଷର ନାବାଳିକାକି ଦୁଷ୍କର୍ମ। ପାରାଦ୍ୱୀପ ଆଇ.ଓ.ସି.ଏଲ୍.ର ସି.ଆଇ.ଏସ୍.ଏଫ୍ ଟାଉନ୍ସିପ୍ ଭିତରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତ ସି.ଆଇ.ଏସ୍.ଏଫ୍....






