Home ଓଡ଼ିଶା ପାଟୀଦାର ନେତା ହାର୍ଦିକ ପଟେଲ ଗିରଫ

ପାଟୀଦାର ନେତା ହାର୍ଦିକ ପଟେଲ ଗିରଫ

287

ଅହମ୍ମଦାବାଦ ୧୮-୧ (ଓଡ଼ିଆ ପୁଅ)ପାଟୀଦାର ନେତା ହାର୍ଦିକ ପଟେଲଙ୍କୁ ଗିରଫ କରିଛି କ୍ରଆଇମ୍ ବ୍ରାଞ୍ଚ। ରାଜଦ୍ରୋହ ମାମଲାରେ କୋର୍ଟରେ ହାଜର ନହେବା କାରଣରୁ ସ୍ଥାନୀୟ ସେସନ କୋର୍ଟ ତରଫରୁ ଜାରୀ କରାଯାଇଥିଲା ନନବେଲେବଲ୍ ୱାରେଣ୍ଟ। ଏହା ପରେ ପୁଲିସ ପାଟୀଦାର ନେତା ହାର୍ଦିକ ପଟେଲଙ୍କୁ ବିରମଗାମରୁ ଗିରଫ କରିଛି।

ହାର୍ଦିକଙ୍କୁ ରାତିରେ ଅହମ୍ମଦାବାଦ କ୍ରାଇମ ବାଞ୍ଚ ଅଣାଯାଇଛି। ଆରକ୍ଷଣ ଆନ୍ଦୋଳନରେ ଚର୍ଚ୍ଚିତ ହେବା ପରେ କଂଗ୍ରେସରେ ସାମିଲ ହୋଇଥିବା ଯୁବ ନେତା ହାର୍ଦିକ ପଟେଲ ପୁଣି ଥରେ ଆଇନ୍ ର ଫାଶରେ ଫସି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.