Bureau
ବାଲେଶ୍ୱରରେ ସଫଳ ୪୮ ଘଣ୍ଟିଆ ସଟ୍ ଡାଉନ୍
ବାଲେଶ୍ୱର, ୭ା୬ (ଓଡ଼ିଆ ପୁଅ/ଅଭୟ ଦାସ): ସରକାରଙ୍କ ନିର୍ଦ୍ଦେଶାନୁସାରେ ବାଲେଶ୍ୱର ସମେତ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ରାଜ୍ୟର ୧୧ଗୋଟି ଜିଲ୍ଲାରେ ଦୁଇଦିନିଆ ସଟ୍ ଡାଉନ୍ର ଆଜିଥିଲା ଦ୍ୱିତୀୟ ଦିବସ। ଏହି ୪୮...
ଚୀନ୍କୁ ପଛରେ ପକାଇଲା ମହାରାଷ୍ଟ୍ର – ୩ ହଜାରରୁ ଅଧିକ ନୂତନ ଆକ୍ରାନ୍ତଙ୍କ ସହ...
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ରବିବାର ଦିନ ମହାରାଷ୍ଟ୍ରରେ ୩ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଥିଲା ଏବଂ ଏହା ମୋଟ ସଂକ୍ରମିତ ସଂଖ୍ୟାକୁ ୮୫, ୯୭୫ ରେ ପହଞ୍ଚାଇଛି।...
‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା – ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସନାତନ
ଭୁବନେଶ୍ୱର, ୭ା୬ (ଓଡ଼ିଆ ପୁଅ) : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ଦେବାକୁ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରିଥିବାରୁ ଓଡ଼ିଶାର...
Jio ର ୪୦୧ ଟଙ୍କିଆ ନୂଆ ପ୍ଲାନ ଗୋଟିଏ ମାସରେ ଅଧିକ ଡାଟା
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ରିଲାଏନ୍ସ ଜିଓର ୨୮ ଦିନର ବୈଧତା ସହିତ ଅନେକ ପ୍ରିପେଡ୍ ପ୍ଲାନ ପ୍ରଦାନ କରୁଛି। କମ୍ପାନୀ ୪୦୧ ଟଙ୍କା ମୂଲ୍ୟର ଏକ ନୂତନ ପ୍ରିପେଡ୍ ପ୍ଲାନ...
୭୦% ଶସ୍ତା ହେବ ମଦ – ଦିଲ୍ଲୀ ସରକାରଙ୍କର ନିଷ୍ପତ୍ତି
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଦିଲ୍ଲୀ ସରକାର ଜୁନ୍ ୧୦ରୁ ସମସ୍ତ ବର୍ଗର ମଦ ଉପରେ ୭୦ ପ୍ରତିଶତ 'ସ୍ୱତନ୍ତ୍ର କରୋନା ଫି' ପ୍ରତ୍ୟାହାର କରିବେ ବୋଲି ରିପୋର୍ଟରୁ ପ୍ରକାଶ।
ସୂଚନାଯୋଗ୍ୟଯେ, ଗତମାସରେ...
‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଂଗୀତ ମାନ୍ୟତା
ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ) : ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା କ୍ୟାବିନେଟ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ପ୍ରଦାନ ପାଇଁ ଏକ...
ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ – ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ
ଭୁବନେଶ୍ୱର ୭-୬(ଓଡ଼ିଆ ପୁଅ) : କରୋନାରେ ଆଜି ଗଞ୍ଜାମ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଆଖିବୁଜୁଛନ୍ତି। ସେ ୫୫ବର୍ଷୀୟ ପୁରୁଷ। ସେ ଯକ୍ଷ୍ମା ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। କରୋନା ସଂକ୍ରମିତ ହେବା...
ରାଜ୍ୟରେ ୭୫ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ
ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ) : ପୁଣି ରାଜ୍ୟରେ ୭୫ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ ରେ ପହଁଚିଛି। ଚିହ୍ନଟ ୭୫...
ବେକାବୁ କରୋନା : ଦେଶରେ ୨୪ ଘଣ୍ଟାରେ ୯୯୭୧ ନୂଆ ଆକ୍ରାନ୍ତ – ୨୮୭...
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଦେଶରେ କରୋନା ଭୂତାଣୁ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୯୭୧ ନୂତନ କୋଭିଡ -୧୯ ରୋଗୀ ରିପୋର୍ଟ ହୋଇଥିବା...
ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରୀୟ ରସାୟନ ଓ ସାର କମ୍ପାନୀ ଶିଳ୍ପଜାତ ସାମଗ୍ରୀ ବିକ୍ରିରୁ...
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ବର୍ତ୍ତମାନର କୋଭିଡ-୧୯ ପରିସ୍ଥିତି ସତ୍ତ୍ୱେ ଭାରତ ସରକାରଙ୍କ ସାର ବିଭାଗ ଅଧିନସ୍ଥ ରାଷ୍ଟ୍ରୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ) ଏହାର କାର୍ଯ୍ୟ ଚାଲୁ ରଖିଛି।...
ଅପରେସନ ସମୁଦ୍ର ସେତୁ- ୭୦୦ ଭାରତୀୟଙ୍କ ସହ ମାଲେରୁ ତୁତିକୋରିନ ଅଭିମୁଖେ ପ୍ରସ୍ଥାନ କଲା...
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଅପରେସନ ସମୁଦ୍ର ସେତୁ ଅଧୀନରେ ଭାରତୀୟ ନୌସେନା ଜାହାଜ ଜଳଶ୍ଵ ୭୦୦ ଭାରତୀୟ ନାଗରିକଙ୍କୁ ଧରି ଗତକାଲି (୦୫.୦୬.୨୦୨୦) ମାଲେ ଛାଡିଛି। ବିଦେଶରେ ଫସିଥିବା ଭାରତୀୟ...
ଭାରତ-ଚୀନ ସୀମା ପରିସ୍ଥିତି
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଇଁ ପ୍ରତିଷ୍ଠିତ ସାମରିକ ଏବଂ କୂଟନୈତିକ ମାଧ୍ୟମ ଅନୁଯାୟୀ ଦୁଇ ଦେଶର ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି...
ଗତ ୮ ବର୍ଷ ମଧ୍ୟରେ ଦେଶରେ ବାଘ ମୃତ୍ୟୁ ସମ୍ବାଦ ଉପରେ ସ୍ପଷ୍ଟିକରଣ –...
ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ନିକଟରେ ଦେଶର କେତେକ ଗଣମାଧ୍ୟମରେ ବାଘ ମୃତ୍ୟୁ ସମ୍ପର୍କିତ ଖବର ନଜରକୁ ଆସିଛି। ଏଗୁଡିକ ଯେପରିଭାବେ ପ୍ରକାଶିତ ହୋଇଛି ତାହା ଏକତରଫା ଓ ଘଟଣାକୁ ଅଯଥା...
ବୌଦ୍ଧିକ କ୍ଷମତା ମାଧ୍ୟମରେ ଓଡିଶାର କୃଷି ଉତ୍ପାଦିତ ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚୟ କରୁ...
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୦୬ (ଓଡ଼ିଆ ପୁଅ) – ଭାରତ ସରକାର କୃଷି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି ା ଓଡିଶା ଗୋଟିଏ କୃଷିପ୍ରଧାନ ଅଂଚଳ ହୋଇଥିବାରୁ ବର୍ତମାନ ସମୟରେ କୃଷି କ୍ଷେତ୍ରରେ ରାଜ୍ୟରେ...
ଗ୍ରାମ ଦାଣ୍ଡକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ – ପରସ୍ପରକୁ ବୁଝାଇବାରେ ଗ୍ରାମ...
ଜଗତସିଂପୁର-୬/୬ (ଓଡିଆ ପୁଅ/ନୃସିଂହନାଥ ବାରିକ୍)-କୁଜଙ୍ଗ ବ୍ଲକର ଗରେଇ ପଞ୍ଚାୟତ ଅନ୍ତର୍ଗତ ଶିରୋଳ ଗ୍ରାମରେ ଗ୍ରାମ ଦାଣ୍ଡ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଗ୍ରାମର ଗୋଟିଏ ଗୋଷ୍ଠୀ...
ଲଘୁଚାପ କାରଣରୁ ଏହି ଜିଲ୍ଲାଗୁଡ଼ିକରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା
ଭୁବନେଶ୍ୱର ୬-୬ (ଓଡ଼ିଆ ପୁଅ) ଆସନ୍ତା ୮ଜୁନ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ହେବାକୁ ଥିବା ଲଘୁଚାପ ପ୍ରଭାବରେ ଜୁନ୧୦ ତାରିଖରୁ ଗଂଜାମ, ଗଜପତି, ପୁରୀ, ନବରଙ୍ଗପୁର, କୋରାପୁଟ ଏବଂ ଖୋର୍ଦ୍ଧା ଜିଲ୍ଲାରେ...
ଭଲଖବର – ରାଜ୍ୟରେ ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର ୬-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୧୧୨ କରୋନା ଆକ୍ରାନ୍ତ। ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୩୩ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ, ୧୬ ଜଣ ବଲାଙ୍ଗୀର ଜିଲ୍ଲାରୁ,...
ସଡ଼କ ଦୁର୍ଘଟଣା ରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ଚାଳକ ମୃତ୍ୟୁ
କୋରାପୁଟ ୬/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ପେଟା ଘାଟି ମଧୁବଣ ନିକଟଦେଇ ଯାଉଥିବା ୫୬ ନମ୍ବର ଜାତୀୟ ରାଜପଥରେ ଗୁରୁବାରଦିନ ବିଳମ୍ବିତ ରାତିରେ ଏକ ମାଣ୍ଡିଆ ବୋଝେଇ ଟ୍ରକ ଭାରସାମ୍ୟ...
ରାଜ୍ୟରେ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ
ଭୁବନେଶ୍ୱର ୬-୬ (ଓଡ଼ିଆ ପୁଅ) : ପୁଣି ରାଜ୍ୟରେ ୧୭୩ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ ରେ ପହଁଚିଛି। ଚିହ୍ନଟ ୧୭୩...
ଇଟାଲିକୁ ପଛରେ ପକାଇଲା ଭାରତ – ଆଉ ଏକ ପାହାଚ ଉପରକୁ ଯାଇ ଷଷ୍ଠ...
ନୂଆ ଦିଲ୍ଲୀ ୬-୬ (ଓଡ଼ିଆ ପୁଅ) ଦେଶରେ କରୋନା ଭୂତାଣୁ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୭ ନୂତନ କୋଭିଡ -୧୯ ରୋଗୀ ରିପୋର୍ଟ ହୋଇଥିବା...











