ad
Coronavirus Outbreak

ବେକାବୁ କରୋନା : ଦେଶରେ ୨୪ ଘଣ୍ଟାରେ ୯୯୭୧ ନୂଆ ଆକ୍ରାନ୍ତ – ୨୮୭ ମୃତ୍ୟୁ – ମୋଟ ସଂକ୍ରମିତ ୨୪୬୬୨୮

ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଦେଶରେ କରୋନା ଭୂତାଣୁ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୯୭୧ ନୂତନ କୋଭିଡ -୧୯ ରୋଗୀ ରିପୋର୍ଟ ହୋଇଥିବା ବେଳେ ୨୮୭ ରୋଗୀଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ୨, ୪୬, ୬୨୮ କରୋନା ରୋଗୀ ଅଛନ୍ତି। ଏଥିମଧ୍ୟରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୧, ୨୦, ୪୦୬। ଏଥି ସହିତ, ୧, ୧୯, ୨୯୩ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୬୯୨୯ କୁ ବୃଦ୍ଧି ପାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top