Bureau
ଶ୍ରମ ବିରୋଧି ଲେବର କୋର୍ଡ଼, କୃଷକ ବିରୋଧି କୃଷି ଅଇନ ବିଲ୍ ଗ୍ରହଣୀୟ ନୁହେଁ
ଭୁବନେଶ୍ୱର ୨୭-୧୨ (ଓଡ଼ିଆ ପୁଅ) ଦେଶରେ ବି.ଜେ.ପି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରମିକ ବିରୋଧି ମଜୁରୀ କୋର୍ଡ଼, ସାମାଜିକ ସୁରକ୍ଷା, ଶିଳ୍ପ ବିରୋଧି କୋର୍ଡ଼, ସ୍ୱାସ୍ଥ୍ୟ ବିଭାଗ କୋର୍ଡ଼ ତଥା କୃଷକ ବିରୋଧି...
ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ : ବ୍ରାଣ୍ଡ ଓଡିଶାକୁ ବିଶ୍ୱଭରି ପ୍ରୋତ୍ସାହନ ପାଇଁ ଆହ୍ବାନ
କାଲିଫର୍ଣିଆ / ଭୁବନେଶ୍ୱର/ ନୂଆଦିଲ୍ଲୀ, ୨୭.୧୨ (ଓଡ଼ିଆ ପୁଅ) : ଓଡିଶାକୁ ଆର୍ଥିକ ଓ ବୌଦ୍ଧିକ ଦୃଷ୍ଟିରୁ ଉନ୍ନତ ଓ ସଂପନ୍ନ ବନାଇବା ପାଇଁ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କୁ ଆହ୍ବାନ...
ଦାଉଦର ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦ୍ ଗିରଫ – ୨୪ ବର୍ଷରୁ ଫେରାର ଥିଲା
ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଅବଦୁଲ ମାଜିଦ୍ କୁଟିଙ୍କୁ ଗିରଫ କରିଛି ଗୁଜୁରାଟ ଏଟିଏସ୍।
ଅବଦୁଲ ମାଜିଦକୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି। ସେ ୨୪...
କୃଷକ ଆନ୍ଦୋଳନ : ସଂସଦରେ ଆମ୍ ଆଦମୀ ପାର୍ଟି ସାଂସଦଙ୍କ ପ୍ରଧାନମନ୍ତ୍ରୀ ଆଗରେ ବିରୋଧ...
ନୂଆ ଦିଲ୍ଲୀ ୨୫ ଡିସେମ୍ବର (ଓଡ଼ିଆ ପୁଅ) ଆମ୍ ଆଦମୀ ପାର୍ଟିର ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ସଂସଦ ଗୃହରେ ନୂତନ କୃଷି ଆଇନ ପ୍ରତ୍ୟାହାର...
ଜିଓ ଏକମାତ୍ର ଅପରେଟର ଭାବରେ ଅକ୍ଟୋବରରେ ଓଡ଼ିଶାରେ ଗ୍ରାହକ ଯୋଗ କରିଛି: ଟ୍ରାଇ ତଥ୍ୟ
- ଜିଓ ଅକ୍ଟୋବର ମାସରେ ୭୨୦୦୦ରୁ ଅଧିକ ଗ୍ରାହକ ଯୋଗ କରିଥିବାବେଳେ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ ଓଡ଼ିଶାରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଛନ୍ତି
ଭୁବନେଶ୍ୱର (ଓଡ଼ିଆ ପୁଅ): ରିଲାଏନ୍ସ ଜିଓ...
ଶେଷପାଳି ମାଣବସା ଗୁରୁବାର, ମା’ ଲକ୍ଷ୍ମୀଙ୍କୁ ବସାଇ ପୂଜା କଲେ ଓଡ଼ିଆଣୀ
ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମାର୍ଗଶୀର ମାସ ଆଜିଥିଲା ମାଣବସା ଗୁରୁବାରର ଶେଷପାଳି। ଆଜି ପ୍ରତ୍ୟୁଷରୁ ମହିଳାମାନେ ଶୁଦ୍ଧପୁତ୍ତ ଭାବେ ସ୍ନାନ କରି ମା’ ଲକ୍ଷ୍ମୀଙ୍କୁ ବସାଇ ପୂଜା କରିଥିଲେ।...
ସହରାଞ୍ଚଳର ଯୋଜନାବଦ୍ଧ ବିକାଶ ଦିଗରେ ନୂଆ ପଦକ୍ଷେପ – ରାଜ୍ୟର ପ୍ରଥମ ଟାଉନ ପ୍ଳାନିଂ...
ଭୁବନେଶ୍ୱର, ୨୪.୧୨ (ଓଡ଼ିଆ ପୁଅ) ରାଜ୍ୟର ପ୍ରଥମ ଟାଉନ ପ୍ଳାନିଂ ଯୋଜନାରେ ଆଜି ଭୁବନେଶ୍ୱର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ...
କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀ କରିବେ ପଦଯାତ୍ରା
ନୂଆଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) : କେନ୍ଦ୍ରର ମୋଦୀ ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ କରି ୨୯ ତମ ଦିନ ପାଇଁ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ସରକାର ଏବଂ...
କ୍ରେନ୍ ଧକ୍କାରେ ସ୍କୁଟି ଆରୋହୀ ବାପ-ଝିଅ ମୃତ
ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର-ରେମୁଣା ରାସ୍ତାର ରାମେଶ୍ୱର ମନ୍ଦିରଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟି ଆରୋହୀ ବାପ-ଝିଅଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଦୁଇଜଣ ହେଲେ ଟାଉନଥାନା ଅନ୍ତର୍ଗତ ଓଲନ୍ଦାସାହି ଅଞ୍ଚଳର...
ଯୋଗ ସୁସ୍ଥତା କେନ୍ଦ୍ରକୁ ଗ୍ରାମକୁ ଆଣିବା ପାଇଁ NCDC ଏବଂ ସ୍ଵାମୀ ବିବେକାନନ୍ଦ ଯୋଗ...
ନୂଆଦିଲ୍ଲୀ ୨୩ ନଭେମ୍ବର (ଓଡ଼ିଆ ପୁଅ) ଜାତୀୟ ସମବାୟ ବିକାଶ ନିଗମ(NCDC), କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ସମବାୟ ସମିତି ପାଇଁ ଏକ ଆର୍ଥିକ ଶକ୍ତି କେନ୍ଦ୍ର ଏବଂ...
ସାବଧାନ୍! ମୋବାଇଲ୍ ଆପ୍ ଜରିଆରେ ଋଣ ନେବାକୁ ଚାହୁଁଛନ୍ତିକି? ଆରବିଆଇର ଚେତାବନୀ – ଅନେକ...
ନୂଆ ଦିଲ୍ଲୀ ୨୩-୧୨ (ଓଡ଼ିଆ ପୁଅ) ରିଜର୍ଭ ବ୍ୟାଙ୍କ କହିଛି, ଅନଲାଇନ୍ / ମୋବାଇଲ୍ ଆପ୍ ମାଧ୍ୟମରେ କମ୍ପାନୀ / ଫାର୍ମ ଋଣର ଅଫର କରୁଥିଲେ ପ୍ରଥମେ ଯାଞ୍ଚ କରନ୍ତୁ। ଏ ନେଇ...
ସର୍ଫେସ୍-ଟୁ-ଏୟାର ମିସାଇଲ୍ ର ସଫଳ ପରୀକ୍ଷଣ
ନୂଆ ଦିଲ୍ଲୀ ୨୩-୧୨ (ଓଡ଼ିଆ ପୁଅ) ଭାରତ ବୁଧବାର ଦିନ ଓଡିଶା ଉପକୂଳରୁ ମଧ୍ୟମ ସୀମା ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର (MRSAM) ସଫଳତାର ସହ ପରୀକ୍ଷଣ କରିଛି।
ସୂଚନା ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ବାଲେଶ୍ୱର...
କେନ୍ଦ୍ର କ୍ୟାବିନେଟ୍ DTH ସେବା ନିର୍ଦ୍ଦେଶାବଳୀରେ ସଂଶୋଧନକୁ ଅନୁମୋଦନ
ନୂଆଦିଲ୍ଲୀ, ୨୩ ଡିସେମ୍ବର (ଓଡ଼ିଆ ପୁଅ) DTH ସେବା ଯୋଗାଇବା ପାଇଁ ନିର୍ଦ୍ଦେଶାବଳୀରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟର ବୁଧବାର ଅନୁମୋଦନ ମିଳିଛିଛି। ଯାହା ବର୍ତ୍ତମାନ ୨୦ ବର୍ଷ ପାଇଁ ଲାଇସେନ୍ସ ପ୍ରଦାନ କରିବାକୁ...
କାହା କଥାରେ ନବୀନ ବାବୁ ପରିଚାଳିତ, ଓଡିଶାବାସୀ ଜାଣିବାକୁ ଚାହାଁନ୍ତି – ପଂଚାନନ କାନୁନ୍ଗୋ
ଭୁବନେଶ୍ୱର ୨୨.୧୨ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ରିମୋଟ୍ କଂଟ୍ରୋଲ ଶବ୍ଦକୁ ନେଇ ଘୋର ଆପତି ତଥା କଟାକ୍ଷ କରିଥିଲେ ବରିଷ୍ଠ...
ଫେବୃଆରୀ ପର୍ଯ୍ୟନ୍ତ ସିବିଏସଇ ପରୀକ୍ଷା ହେବ ନାହିଁ – ଶିକ୍ଷା ମନ୍ତ୍ରୀ
ନୂଆ ଦିଲ୍ଲୀ ୨୨ ଡିସେମ୍ବର (ଓଡ଼ିଆ ପୁଅ) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରୀଆଲ୍ ନିଶଙ୍କ ମଙ୍ଗଳବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ଫେବୃଆରୀ ମାସ ପର୍ଯ୍ୟନ୍ତ କୌଣସି ବୋର୍ଡ ପରୀକ୍ଷା ହେବ...
ମହାଔଷଧୀ ତାଳମୂଳିର ଚାଷ ପ୍ରଣାଳୀ
ତାଳମୂଳି:
ତାଳମୂଳି ଏକ ତୃଣଜାତୀୟ ଔଷଧୀୟ ଉଦ୍ଭିଦ। ଏହା ସାଧାରଣତଃ ବରଗଛ ବା ମହୁଲ ଗଛ ମୂଳରେ ଉଠିଥିବାର ଦେଖାଯାଏ। ଏହାକୁ “କାଳୀ ମୁସୁଲୀ” ମଧ୍ୟ କୁହାଯାଏ। ବର୍ଷା ଆରମ୍ଭରେ ଏହା ଗ୍ରାମାଂଚଳରେ ଖଜୁରୀ...
AMU ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ପିଏମ ମୋଦୀଙ୍କ ଅଭିଭାଷଣ
ନୂଆଦିଲ୍ଲୀ ୨୨-୯ (ଓଡ଼ିଆ ପୁଅ) : ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଆୟୋଜିତ ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଂଶଗ୍ରହଣ କରିଛନ୍ତି। ଇତି ମଧ୍ୟରେ...
ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୧ : ଦଶମ ଏବଂ ଦ୍ୱାଦଶଶ୍ରେଣୀ ପରୀକ୍ଷା ତାରିଖ ଆଜି...
ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ) CBSE ବୋର୍ଡ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ ଆଜି ଅର୍ଥାତ୍ ୨୨ ଡିସେମ୍ବରରେ ଘୋଷଣା କରାଯାଇପାରେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଆଜି...
ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା ଓ ଶିଶୁ ନିଖୋଜର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ସମଗ୍ର ଓଡ଼ଶାରେ ଆଜି ପ୍ରତିବାଦ କରାଯାଉଥିବା...
ଶୋଷଣର ଶିକାର ମିର୍ଜାପୁର ସମିତି ଚାଷୀ – ଅସାଧୁ ମିଲର ପରିବର୍ତ୍ତନ ଦାବିରେ ଯୋଗାଣ...
ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଧାନ କିଣାରେ ଅସାଧୁ ମିଲରଙ୍କ ଶୋଷଣରେ ଶିକାର ଖଇରା ବ୍ଲକ ର୍ମିଜାପୁର ସେବା ସମବାୟ ସମିତିର ଚାଷୀମାନେ ଆଜି ଜିଲ୍ଲା ଯୋଗଣ ବିଭାଗ ସମ୍ମୁଖରେ ଧାରଣା ଦେଇଥିଲେ।...












