Home Authors Posts by Bureau

Bureau

Bureau
17676 POSTS 0 COMMENTS

ଗଛରେ ପିଟିହେଲା ବୋଲେରୋ – ୪ ମୃତ, ୪ ଗୁରୁତର

0
ହରିଚନ୍ଦନପୁର, ତା ୩୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ଭାରସାମ୍ୟ ହରାଇ ଗଛରେ ପିଟିଲା ବୋଲେରୋ...

ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀର ରପ୍ତାନିକୁ ଅନୁମୋଦନ ସମେତ ରପ୍ତାନି ପ୍ରସ୍ତାବର ତୁରନ୍ତ ମଞ୍ଜୁରି ନିମନ୍ତେ...

0
ନୂଆ ଦିଲ୍ଲୀ ୩୧-୧୨ (ଓଡ଼ିଆ ପୁଅ) ଆତ୍ମନିର୍ଭର ଭାରତ ଅନ୍ତର୍ଗତ, ଭାରତ ବିଭିନ୍ନ ପ୍ରକାରର ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ କ୍ଷେପଣାସ୍ତ୍ର ନିର୍ମାଣରେ ନିଜର କ୍ଷମତା ବୃଦ୍ଧି କରୁଛି। ଆକାଶ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର...

କେପ ଆକାର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ...

0
• ସରକାରୀ ଘରୋଇ ଭାଗିଦାରୀ (ପିପିପି)ରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ ନୂଆ ଦିଲ୍ଲୀ ୩୧-୧୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ...

ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶାନ୍ତନୁ ମହାପାତ୍ର ପରଲୋକ

0
ଭୁବନେଶ୍ୱର ୩୧-୧୨ (ଓଡ଼ିଆ ପୁଅ) ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶାନ୍ତନୁ ମହାପାତ୍ର ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଚଳଚିତ୍ର ଡୋରା, ସୂର୍ଯ୍ୟମୁଖୀ, ଚିଲିକା...

ଗୁଜୁରାଟର ରାଜକୋଟରେ ନୂଆ AIIMS ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

0
ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) ଭିଡିଓ କନଫରେନ୍ସିଂ ଜରିଆରେ ୩୧ ଡିସେମ୍ବର ଦିନ ଗୁଜୁରାଟର ରାଜକୋଟରେ ପ୍ରଧାନମନ୍ତ୍ରୀ ମୋଦୀ AIIMS ର ଭିତ୍ତପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ ଗୁଜରାଟର ରାଜ୍ୟପାଳ,...

ଡନ୍ ଛୋଟା ରାଜନ ଏବଂ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଡାକଟିକେଟ ଜାରି କଲା କାନପୁର...

0
ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) ଅଣ୍ଡରୱାର୍ଲ୍ଡ ମାଫିଆ ଡନ୍ ଛୋଟା ରାଜନ ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଡାକ ଟିକେଟ କାନପୁରର ମୁଖ୍ୟ ଡାକଘରୁ ରିଲିଜ୍ ହେବା ପରେ ଏହି...

ଭାରତୀୟ ରେଳବାଇର ସଫଳତା – ୧୮୦ କିମି ବେଗରେ ଦୌଡ଼ିବ ଏହି ଟ୍ରେନ୍

0
ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) : ଭାରତୀୟ ରେଳବାଇ ଚଳିତ ବର୍ଷ ଶେଷରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ୨୦୨୦ ଶେଷ ପୂର୍ବରୁ, ଭିସ୍ତାଡୋମ୍ କୋଚ୍ ସହିତ ଟ୍ରେନ୍...

ଫାରହା ଖାନ ୧୯୯୮ ଫିଲ୍ମ ଫେୟାର ଆୱାର୍ଡର ଫଟୋ ସେୟାର କରିଛନ୍ତି – କରୀନାଙ୍କ...

0
ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫାରହା ଖାନ ତାଙ୍କ ପ୍ରଶଂସକ ଏବଂ ଫଲୋୟର୍ସଙ୍କ ପାଇଁ ସୋସିଆଲ ମିଡିଆ ଇନ୍ଷାଟଗ୍ରାମ ହ୍ୟାଣ୍ଡେଲରେ ଏକ ପୁରୁଣା ଫଟୋ...

ଅନୁଭବ ବର୍ଷା ପାରିବାରିକ ବିବାଦ : ମହିଳା କମିଶନରେ ହାଜର ହେଲେ ବର୍ଷା

0
ଭୁବନେଶ୍ୱର ୨୯-୧୨ (ଓଡ଼ିଆ ପୁଅ) ଓଲିଓଡ ଦମ୍ପତି ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲାରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ହାଜର ପାଇଁ ୩ଜଣଙ୍କୁ ହୋଇଥିଲା ନୋଟିସ୍। ଅନୁଭବ...

ଭାରତରେ କରୋନାର ନୂଆ ଅବତାରର ପ୍ରବେଶ – ୬ ବ୍ରିଟେନ ଫେରନ୍ତାଙ୍କ ଠାରେ ଲକ୍ଷଣ...

0
ନୂଆଦିଲ୍ଲୀ, ୨୯ ଡିସେମ୍ବର (ଓଡ଼ିଆ ପୁଅ) ଭାରତରେ କରୋନାର ନୂଆ ଅବତାରର ପ୍ରବେଶ। ୬ ୬ ବ୍ରିଟେନ ଫେରନ୍ତା ଠାରେ ଲକ୍ଷଣ ମିଳିଥିବା ଜଣା ପଡ଼ିଛି। ଏ ନେଇ ମଙ୍ଗଳବାରଦିନ ଭାରତ ସରକାର...

ମେଲବୋର୍ଣ୍ଣରେ ଭାରତର ଐତିହାସିକ ବିଜୟ – ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ସିରିଜରେ...

0
ନୂଆ ଦିଲ୍ଲୀ ୨୯ ଡିସେମ୍ବର (ଓଡ଼ିଆ ପୁଅ) ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ ୭୦ ରନର ଲକ୍ଷ୍ୟ ଦେଇଥିଲା। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଖରାପ ଥିଲା ୨୦୦ ରନ୍ ରେ ସୀମିତ...

ପିସିସି ପକ୍ଷରୁ ୧୩୬ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

0
ଭୁବନେଶ୍ୱର ୨୮.୧୨ (ଓଡ଼ିଆ ପୁଅ) - ଆଜି ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି...

ଚିଟ୍ଫଣ୍ଡ ଅନୁସନ୍ଧାନରେ ସ୍ଥାଣୁତା ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଘେରାଉ

0
ଭୁବନେଶ୍ୱର ତା ୨୮.୧୨ (ଓଡ଼ିଆ ପୁଅ) – କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡିଶା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଭୁବନେଶ୍ୱର ଠାରେ...

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଯାପିତ: ଶ୍ରେଷ୍ଠ ଓଡିଶା ଗଠନ ପାଇଁ ବଜ୍ର ଶପଥର ଘୋଷଣା

0
କାଲିଫର୍ଣ୍ଣିଆ/ ଭୁବନେଶ୍ୱର/ ନୂଆଦିଲ୍ଲୀ, ୨୮.୧୨ (ଓଡ଼ିଆ ପୁଅ) : ପ୍ରବାସୀ ଓଡ଼ିଆ ମାନଙ୍କ ତରଫରୁ ନିଜର ମାତୃ ପ୍ରଦେଶର ହୃତ ଗୌରବ, ସୁପ୍ତ ସୌରଭ ଏବଂ ଲୁପ୍ତ ବୈଭବକୁ ଉଜ୍ଜୀବିତ କରି ସ୍ବର୍ଣ୍ଣାଭ...

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କରୋନା ଆକ୍ରାନ୍ତ

0
ନୂଆଦିଲ୍ଲୀ ୨୮-୧୨ (ଓଡିଆ ପୁଆ): ବିଜେପି ନେତା ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କର ଆଜି କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। କେନ୍ଦ୍ର ମନ୍ତ୍ରୀ...

ବିରାଟ କୋହଲି ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟ ଖେଳାଳି

0
ନୂଆ ଦିଲ୍ଲୀ ୨୮ ଡିସେମ୍ବର (ଓଡ଼ିଆ ପୁଅ) ବିରାଟ କୋହଲିଙ୍କୁ ଦଶକର ସର୍ବଶ୍ରେଷ୍ଟ ପୁରୁଷ କ୍ରିକେଟର ଏବଂ ଧୋନିଙ୍କୁ ଦଶକର ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ସମ୍ମାନିତ କରିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ...

ଆଇସିସି ଆୱାର୍ଡ଼ : ବିରାଟ କୋହଲିଙ୍କୁ କ୍ରିକେଟର ଅଫ୍ ଦି ଡେକାଡେ, ଧୋନିଙ୍କୁ ସ୍ପିରିଟ୍...

0
ନୂଆ ଦିଲ୍ଲୀ ୨୮ ଡିସେମ୍ବର (ଓଡ଼ିଆ ପୁଅ) ବିରାଟ କୋହଲିଙ୍କୁ ଦଶକର ସର୍ବଶ୍ରେଷ୍ଟ ପୁରୁଷ କ୍ରିକେଟର ଏବଂ ଧୋନିଙ୍କୁ ଦଶକର ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ସମ୍ମାନିତ କରିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ...

ଆଜି ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ସେବାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

0
ନୂଆ ଦିଲ୍ଲୀ ୨୮-୧୨ (ଓଡ଼ିଆ ପୁଅ) ଆଜିଠାରୁ ଦେଶରେ ପ୍ରଥମ ଡ୍ରାଇଭରହୀନ ମେଟ୍ରୋ ସେବା ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ମେଟ୍ରୋ ସେବାକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସକାଳ...

ମେଲବୋର୍ଣ୍ଣ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା, ଭାରତ ୧୩୧ ରନର ଅଗ୍ରଣୀ

0
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳୁଛି ଦ୍ୱିତୀୟ ଟେଷ୍ଟ। ମ୍ୟାଚର ତୃତୀୟ ଦିନରେ ସୋମବାର ମେଲବୋର୍ଣ୍ଣ ଟେଷ୍ଟରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୬ ରନ୍ ସଂଗ୍ରହ କରିଛି।...

ପିଏମସି ବ୍ୟାଙ୍କ ସ୍କାମ: ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଇଡ଼ିର ସମନ

0
ନୂଆ ଦିଲ୍ଲୀ ୨୭-୧୨ (ଓଡ଼ିଆ ପୁଅ) ଏନଫୋର୍ସମେଣ୍ଟ ଡାଇରୋକ୍ଟୋରେଟ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ କରିଛି। ପିଏମସି ବ୍ୟାଙ୍କ...