Home Authors Posts by Bureau

Bureau

17676 POSTS 0 COMMENTS

ଚରମ୍ପା ସରକାରୀ ଡିପୋରେ ଚାଉଳ ହେରଫେର

0
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଚାଉଳ ଦୁର୍ନୀତି ପୁଣି ଚର୍ଚାକୁ ଆସିଛି। ଚରମ୍ପା ସରକାରୀ ଚାଉଳ ଗୋଦାମରୁ ଅନ୍ୟୁନ ୧୦୦ କ୍ୱିଂଟାଲ ଚାଉଳ ବାଟମାଣା ହୋଇଥିବା...

କେନ୍ଦୁଝର: ମରଣଯନ୍ତା ପାଲଟିଛ କେନ୍ଦୁଝରର ରାସ୍ତାଘାଟ : ଦୁର୍ଘଟଣାରେ ପଙ୍ଗୁ ପାଲଟି ଦୀର୍ଘ ଚାରିବର୍ଷ...

0
କେନ୍ଦୁଝର, ୨୧ ଡିସେମ୍ବର (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମରଣଯନ୍ତା ପାଲଟିଛି ଧନୀ ଜିଲ୍ଲା ଭାବେ ପରିଚିତ କେନ୍ଦୁଝର ଜିଲ୍ଲାର ରାସ୍ତା ଘାଟ। ଯେଉଁଥିପାଇିଁ ଅନେକ ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ...

ଭାରତ-ଭିଏତନାମ ନେତାଙ୍କ ଭର୍ଚୁଆଲ୍ ସମ୍ମିଳନୀ

0
ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଏତନାମ ସମାଜବାଦୀ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଗୁଏନ ଜୁଆନ ଫୁକଙ୍କ ସହିତ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଦୁଇ...

ସକ୍ରିୟ ମାମଲାରେ ସ୍ଥାୟୀ ହ୍ରାସ; ୧୬୧ ଦିନ ପରେ ମାମଲା ୩.୦୩ ଲକ୍ଷକୁ ଖସିଲା

0
- ଗତ ୨୪ ଦିନ ଧରି ଦୈନିକ ଆରୋଗ୍ୟ ହାର କ୍ରମାଗତ ଭାବେ ନୂତନ ମାମଲାଠାରୁ ଅଧିକ ଭାରତର ମୋଟ ସକ୍ରିୟ କୋଭିଡ ମାମଲା ଆଜି ୩.୦୩ ଲକ୍ଷ (୩, ୦୩, ୬୩୯) କୁ...

ବିଦ୍ୟୁତ (ଖାଉଟିଙ୍କ ଅଧିକାର) ନିୟମ ୨୦୨୦ ମାଧ୍ୟମରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ...

0
- ପରିବର୍ତ୍ତିତ ପରିସ୍ଥିତିରେ ବିଜୁଳି ଉପଭୋକ୍ତାଙ୍କୁ ସଶକ୍ତ କରିବାର ଯୁଗ ଆରମ୍ଭ ସହିତ ସଂପୃକ୍ତ ଖାଉଟିଙ୍କ ସ୍ୱାର୍ଥରକ୍ଷା ଉପରେ ଗୁରୁତ୍ୱ: ଶ୍ରୀ ଆର.କେ. ସିଂହ - ନୂଆ ବିଜୁଳି ସଂଯୋଗ ଏବଂ ଅନ୍‌ଲାଇନରେ ବିଲ୍‌...

ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ରୋକିବାରେ ସରକାରଙ୍କ ବିଫଳତା ପ୍ରତିବାଦରେ, ଭୁବନେଶ୍ୱର ଜିଲ୍ଲା...

0
ଭୁବନେଶ୍ୱର ୨୧.୧୨ (ଓଡ଼ିଆ ପୁଅ) – ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ କ୍ରମ ବର୍ଦ୍ଧିଷ୍ଣୁ ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ପ୍ରସଙ୍ଗରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି...

କ୍ରମ ବର୍ଦ୍ଧିଷ୍ଣୁ ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମ ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ...

0
ଖୋର୍ଦ୍ଧା ୨୧.୧୨ (ଓଡ଼ିଆ ପୁଅ) - ଏହା ଉଦ୍‌ବେଗର ବିଷୟ ଯେ ରାଜ୍ୟରେ ଦିନକୁ ପ୍ରାୟ ୧୧ ଜଣ ଶିଶୁ ନିଖୋଜ ହେଉଛନ୍ତି। ବର୍ଷକୁ ପ୍ରାୟ ୪୩୧୫ ଜଣ ଶିଶୁଙ୍କର ଅପହରଣ ଘଟଣା...

ଚାଟାର୍ଡ୍ ଆକାଉଂଟାଂଟ୍ ସମୂହଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମ୍ବୋଧନ ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା ପାଇଁ ପ୍ରସ୍ତୁତ...

0
- ବିଶ୍ୱ ବଜାରରେ ଆଗାମୀ ଦିନର ସମ୍ଭାବନାକୁ ଉପଯୋଗ କରିବାକୁ ପ୍ରସ୍ତୁତ ଓଡିଶା - ଦେଶରେ ପୁଞ୍ଜିନିବେଶ ଅଭିବୃଦ୍ଧିର ଲାଭ ପାଇବା ମଧ୍ୟରେ ଆଗରେ ରହିବ ଓଡିଶା - କୃଷି କ୍ଷେତ୍ରକୁ ନୂଆ ବଜାର ସହ...

ଅଟୋ ଚାଳକମାନଙ୍କ ବିକ୍ଷୋଭ

0
ପୁରୀ, ୨୧/୨୦(ଓଡ଼ିଆ ପୁଅ/ବିଜୟ ନାୟକ) : କରୋନା ମହାମାରୀ ପାଇଁ ପୁରୀର ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାବେଳେ ସହର ତଥା ଜିଲ୍ଲାର ଅଟୋ ଚାଳକମାନେ ଆର୍ଥିକ ଅଭାବ ଅନଟନ ଦେଇ ଗତି...

ଭେଟେରାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ୯୩ ବର୍ଷ ବୟସରେ ଦେହାନ୍ତ

0
ନୂଆ ଦିଲ୍ଲୀ ଡିସେମ୍ବର ୨୧ (ଓଡ଼ିଆ ପୁଅ) ସୋମବାର ଦିନ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କର ଦିଲ୍ଲୀର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ୯୩ ବର୍ଷ ବସରେ ହେବ ତ୍ୟାଗ...

କରୋନାର ନୂଆ ଅବତାର : ସରକାରଙ୍କ ଚିନ୍ତା – ଉଚ୍ଚ ସ୍ତରୀୟ ବୈଠକ...

0
ନୂଆ ଦିଲ୍ଲୀ ଡିସେମ୍ବର ୨୧ (ଓଡ଼ିଆ ପୁଅ) : ଖ୍ରୀଷ୍ଟମାସ ପୂର୍ବରୁ ବ୍ରିଟେନରେ କରୋନାଭାଇରସର ଏକ ନୂତନ ପ୍ରକାର ଅବତାର ଭୟଙ୍କର ରୂପ ନେଇ ଆସିଛି। ଅନେକ କ୍ଷେତ୍ରରେ ଲକଡାଉନ୍ କରାଯାଇଛି। ଏହି...

ଆସନ୍ତାକାଲି ଖାଦ୍ୟ ଗ୍ରହଣ କରିବେନି କୃଷକ – ୨୫ ଦିନରେ ପହଁଚିଲା କୃଷକ ଆନ୍ଦୋଳନ

0
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଦିଲ୍ଲୀ ସୀମାରେ ବିରୋଧ କରୁଥିବା କୃଷକ ନେତାମାନେ ଏକ ବଡ଼ ଘୋଷଣା କରିଛନ୍ତି। ଡିସେମ୍ବର ୨୧ ରେ ସମସ୍ତ ବିରୋଧ ସ୍ଥଳରେ ଭୋକ ଉପାସରେ ରହିବେ...

କେନ୍ଦ୍ର ପେନସନଭୋଗୀଙ୍କୁ ବଡ ଆଶ୍ୱସ୍ତି – ୨୮ ଫେବୃଆରୀ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ...

0
ନୂଆଦିଲ୍ଲୀ ୨୦ ଡିସେମ୍ବର ୨୦-୧୨ (ଓଡ଼ିଆ ପୁଅ) କୋଭିଡ -୧୯ ମହାମାରୀ ମଧ୍ୟରେ ପେନସନଭୋଗୀଙ୍କୁ ବହୁତ ଆଶ୍ୱସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ଶେଷ ତାରିଖକୁ ୨୮...

କୁରାଳ ପଞ୍ଚମୀ ପର୍ବର ଶୁଭାରମ୍ଭ

0
ପୁରୀ, ୨୦/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୁମ୍ଭକାରମାନଙ୍କ କୋରାଳ ପଞ୍ଚମୀ ପର୍ବ ଗତକାଲି ଠାରୁ ଆରମ୍ଭ ହୋଇଛି। ମାର୍ଗଶୀର ମାସ ଶୁକ୍ଳ ପଞ୍ଚମୀ ତିଥିରେ ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କୁ ପୂଜା କରିଥିଲେ।...

କୃଷକ ଆନ୍ଦୋଳନରେ ଶହୀଦ ହୋଇଥିବା ୩୧ ଜଣ କୃଷକ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ

0
ପୁରୀ, ୨୦/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦିଲ୍ଲୀ ଚଲ୍ଲୋ କୃଷକ ଆନ୍ଦୋଳନରେ ଶହୀଦ ହୋଇଥିବା ୩୧ ଜଣ କୃଷକ ଯୋଦ୍ଧାଙ୍କ ସ୍ମୃତିରେ ଦେଶବ୍ୟାପୀ ଜାତୀୟ ଶ୍ରଦ୍ଧାଞ୍ଜଳୀ ଦିବସ ବଡ଼ଶଙ୍ଖଠାରେ ପାଳିତ ହୋଇଯାଇଛି।...

କରୋନା ଭାଇରସ୍ – ସ୍ଥିର ହ୍ରାସ ସହିତ ଭାରତରେ ସକ୍ରିୟ ମାମଲା ୩.୦୫ ଲକ୍ଷକୁ...

0
• ବିଗତ ୨୧ ଦିନ ଧରି କ୍ରମାଗତ ଦୈନିକ ମାମଲା ୪୦, ୦୦୦ରୁ କମ୍ ରେକର୍ଡ କରାଯାଇଛି • ମୋଟ ସକ୍ରିୟ ମାମଲାର ୬୬ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭାରତରେ ସକ୍ରିୟ...

କେନ୍ଦ୍ର ସଂରକ୍ଷିତ ସ୍ମାରକ/ସ୍ଥଳକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ଥିବା ସର୍ବାଧିକ ସୀମା ଉଚ୍ଛେଦ...

0
- ସାଉଣ୍ଡ ଓ ଲାଇଟ ଶୋ ମଧ୍ୟ ହେବ ଆରମ୍ଭ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ (ଏଏସଆଇ) ସମସ୍ତ କେନ୍ଦ୍ର ସଂରକ୍ଷିତ ସ୍ମାରକ/ସ୍ଥଳକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା ଉପରେ...

୭୦ ବର୍ଷର ଅପେକ୍ଷା ପରେ ଦେଶ ପାଇଁ ବଡ଼ ସଫଳତା ଆଣିଛି ଓଏନଜିସି –...

0
ପଶ୍ଚିମବଙ୍ଗ ଗସ୍ତର ଅନ୍ତିମ ଦିନରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ କେନ୍ଦ୍ରମନ୍ତ୍ରୀ - ସଫଳତା ପାଇଁ ଓଏନଜିସିକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ - ଉତ୍ପାଦନ ବେସିନ ଦ୍ୱାରା ସର୍ବୋତ୍କୃଷ୍ଟ ମାନର...

ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପି ସଂଗ୍ରାମ ଜାରି ରଖିବ ! ଓଡିଶାରେ ପିଲାଚୋର...

0
କେନ୍ଦ୍ରାପଡା, ୨୦/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପିର ସଂଗ୍ରାମ ଜାରି ରହିବ। କଂଗ୍ରେସ - ବିଜେଡି ଏକାଠି ହୋଇ ଷଡଯନ୍ତ୍ରର ଅଙ୍ଗ ଭାବେ ପରୀକୁ ନ୍ୟାୟ ଦେବା...

କେନ୍ଦ୍ରାପଡା ସାଇକେଲ କ୍ଲବ ପକ୍ଷରୁ ମେଗା ରକ୍ତଦାନ ଶିବିର

0
କେନ୍ଦ୍ରାପଡା, ୨୦/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - “କେନ୍ଦ୍ରାପଡା ସାଇକେଲ କ୍ଲବ”ର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ସୈାଭାଗ୍ୟ ମଣ୍ଡପ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି...