Home Authors Posts by Bureau

Bureau

17676 POSTS 0 COMMENTS

ଏବେ ଆଉ ଆରଟିଓ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ, ଆଧାର ଥିଲେ ଘରେ ବସି...

0
ନୂଆଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) : ନୂତନ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ, ଅସ୍ଥାୟୀ ଯାନ ପଞ୍ଜିକରଣ ଇତ୍ୟାଦି କାର୍ଯ୍ୟ ସହଜ ହେବାକୁ ଯାଉଛି। ଏହି କାର୍ଯ୍ୟଗୁଡ଼ିକ ପାଇଁ ଆପଣଙ୍କୁ ରାଜ୍ୟଗୁଡିକର ଆଞ୍ଚଳିକ...

ହରିୟାଣାରେ ୧୭ ଟି ଜିଲ୍ଲାରେ ଇଣ୍ଟରନେଟ୍ ବ୍ୟାନ୍‌ – କୃଷକ ନେତାଙ୍କର ଦେଶୀ ଯୋଗାଡ଼,...

0
ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) କୃଷକ ଏବଂ ସରକାରଙ୍କ ମଧ୍ୟରେ ଚାଲିଛି ତର୍କ ବିତର୍କ। ଆନ୍ଦୋଳନରେ ବସଛନ୍ତି କୃଷକ ନେତା ଏବଂ କୃଷକମାନେ। ହରିୟାଣା ଏବଂ ପଞ୍ଜାବରେ ଏହାର ପ୍ରଭାବ ବେଶୀ...

କୃଷକମାନଙ୍କ ଗାଜିପୁର ସୀମାରେ ଭିଡ଼କୁ ଦେଖି ପୋଲିସ ପ୍ରଶାସନର ୧୨ ଲେୟାର ବ୍ୟାରିକେଟିଂ

0
ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ଚାଷୀମାନଙ୍କର ଆନ୍ଦୋଳନକୁ ସଫଳ କରିବା ପାଇଁ ସେମାନେ ନିରନ୍ତର ଚେଷ୍ଟା କରୁଛନ୍ତି। ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ପରେ ୟୁପି, ପଞ୍ଜାବ...

ଆଜି ୭୦୦ ବାହାନ ପଞ୍ଜାବରୁ ଟିକ୍ରି ବ୍ରଡ଼ ଅଭିମୁଖେ ଯାତ୍ରା କରିବ, ସିଙ୍ଘୁ ବର୍ଡ଼ର...

0
ନୂଆଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) : ୨୬ ଜାନୁଆରୀରେ ଦିଲ୍ଲୀରେ ହୋଇଥିବା ହିଂସା ପରେ କୃଷକ ଆନ୍ଦୋଳନ ପୁଣି ତେଜିବାରେ ଦେଖାଯାଉଛି ଏବଂ ପଞ୍ଜାବର ଅନେକ କୃଷକ ସଂଗଠନ ଜାତୀୟ ରାଜଧାନୀ ଆଡକୁ...

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

0
କେନ୍ଦୁଝର ୩୦-୧ (ଓଡ଼ିଆ ପୁଅ/ଅରୂପାନନ୍ଦ ପତି) ଆଜି କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଆଇରନ ବୋଝେଇ ହେଇଥିବା ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଇଛି। ଟ୍ରେନଟି ଆଇରନ ନେଇ ଜୁରୁଡ଼ିରୁ ପାରାଦ୍ୱୀପ ବନ୍ଦର ଯାଉଥିବା ଜଣାପଡିଛି।...

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର: ପ୍ରଭୁ ଲିଙ୍ଗରାଜ ଓ...

0
- ଏ ପ୍ରସଙ୍ଗରେ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରି ଏଏସଆଇର ବିଶେଷଜ୍ଞ ଦଳ ଭୁବନେଶ୍ୱର ପଠାଇବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ - ଏହା ଦ୍ୱାରା ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାଶ୍ୱର୍ରେ ଥିବା ଭୂମି...

ବାପୁଙ୍କ ପଣ୍ୟତିଥିରେ ବାପୁଙ୍କୁ ଅସମ୍ମାନ : ଆମେରୀକାରେ ଦୁର୍ବୃତ୍ତ ଭାଙ୍ଗିଲେ ଗାନ୍ଧୀଙ୍କ ମୂର୍ତ୍ତି, ଭାରତୀୟଙ୍କ...

0
ନୂଆଦିଲ୍ଲୀ ୩୦ ଜାନୁଆରୀ (ଓଡିଆ ପୁଅ) ମହାତ୍ମା ଗାନ୍ଧୀଙ୍କର ଆଜି ପୁଣ୍ୟତିଥି ଅର୍ଥାତ୍ ଶ୍ରାଦ୍ଧ ବାର୍ଷିକୀ। ଆଜି ଦେଶରେ ପାଳିତ ହେଉଛି ବାପୁଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି। ଇତି ମଧ୍ୟରେ ଆମେରିକାର ମହାତ୍ମା ଗାନ୍ଧୀଙ୍କ...

ବସ୍ତ୍ର ନକାଢ଼ି ବକ୍ଷ ଛୁଇଁବା ପୋକ୍କୋ ଆକ୍ଟରେ ଯୌନ ଶୋଷଣ ନୁହେଁ ଦେଇଥିବା ରାୟ,...

0
ନୂଆଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) ବମ୍ବେ ହାଇକୋର୍ଟର ଜଷ୍ଟିସ ପୁଷ୍ପା ଭି ଗଣେଡ଼ିୱାଲା, ଯୌନ ଶୋଷଣ ସହ ଜଡିତ ଦୁଇଟି ମାମଲାରେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ବେଶ୍ ଆଲୋଚନା ହୋଇଥିଲା...

ସିଙ୍ଗୁ ସୀମାରେ ଘଟିଥିବା ହିଂସା ଘଟଣାରେ SHO ଆଲିପୁରଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି...

0
ନୂଆ ଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) ଶୁକ୍ରବାର ଅପରାହ୍ନରେ ସିଙ୍ଗୁ ସୀମାରେ ଘଟିଥିବା ହିଂସା ଘଟଣାରେ SHO ଆଲିପୁର ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମେତ ଦିଲ୍ଲୀ ପୋଲିସ ୪୪ ଜଣଙ୍କୁ ଗିରଫ...

କୃଷକ ଆନ୍ଦୋଳନ: ରାକେଶ ଟିକାଇତଙ୍କ କାନ୍ଦିବା ଭିଡ଼ିଓ ଭାଇରଲ ହେବା ପରେ ଆନ୍ଦୋଳନରେ ନୂଆ...

0
ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ସାହାଣୀ) : ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ଓ ଗଣ୍ଡଗୋଳ ଘଟଣା ପରେ କୃଷକ ଆନ୍ଦୋଳନ ଥମି ଯାଇଥିଲା। ଲାଗୁଥିଲା ଯେପରି କୃଷକ ଆନ୍ଦୋଳନ...

ଟ୍ରକ ଡ୍ରାଇଭରର ଦାଦାଗିରି, ଟ୍ରକ୍ ସଜାଡ଼ିବା ନେଇ ବିଳମ୍ବ ଯୋଗୁଁ ମେକାନିକର କ୍ୟାବିନ୍ କୁ...

0
କେନ୍ଦୁଝର ୨୯-୧ (ଓଡ଼ିଆ ପୁଅ/ଅରୂପାନନ୍ଦ ପତି) ଟ୍ରକ ଡ୍ରାଇଭର ଙ୍କ ଦାଦା ଗିରି, ଟ୍ରକ୍ ସଜାଡ଼ିବା ନେଇ ବିଳମ୍ବ ଯୋଗୁଁ ଉତ୍ୟକ୍ତ ହୋଇ ଡାଇନାମା ମେକାନିକ କ୍ୟାବିନ୍ କୁ ଟ୍ରକ୍ ଯୋଗେ ଘୋଷାଡ଼ି...

କୃଷକ ଆନ୍ଦୋଳନ ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀ : କହିଲେ କଥାବାର୍ତ୍ତା ପରିବର୍ତ୍ତେ ସରକାର...

0
ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କୃଷକଙ୍କ ସହ କଥାବାର୍ତ୍ତା କରିବା ପରିବର୍ତ୍ତେ ସରକାର ସେମାନଙ୍କୁ ମାଡ ମାରୁଛନ୍ତି, ଧମକାଉଛନ୍ତି। ନୂତନ...

ଦିଲ୍ଲୀ: ଇସ୍ରାଏଲ୍ ଦୂତାବାସ ବାହାରେ ବିସ୍ଫୋରଣ, ଘଟଣାସ୍ଥଳରେ ପୋଲିସର ସ୍ୱତନ୍ତ୍ର ସେଲ୍…

0
ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ସାହାଣୀ) ଦିଲ୍ଲୀର ଅବଦୁଲ କଲାମ ରୋଡରେ ଥିବା ଇସ୍ରାଏଲ୍ ଦୂତାବାସ ବାହାରେ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି, ଏହା ପରେ ପୋଲିସର ସ୍ୱତନ୍ତ୍ର ସେଲ୍...

ଜାମ୍ମୁ କାଶ୍ମୀର : ସର୍ଚ୍ଚ ସମୟରେ ତିନି ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ ଜାରି

0
ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଦକ୍ଷିଣ କାଶ୍ମୀରର ଅବନ୍ତୀପୋରା ଜିଲ୍ଲାର ଟ୍ରାଲର ମାଣ୍ଡୁରା ଅଞ୍ଚଳରେ ପୋଲିସ୍ ଏନ୍‌କାଉଁଣ୍ଟରରେ ତିନି ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ...

କୃଷକମାନଙ୍କ ପାଇଁ ଆମରଣ ଅନଶନ କରିବେ ଆନ୍ନା ହଜାରେ – ମନେଇବାକୁ ରାଲେଗାଁଓ ସିଦ୍ଧି...

0
ମୁମ୍ବାଇ ୨୯-୧ (ଓଡ଼ିଆ ପୁଅ) ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ହିଂସା ପରେ କୃଷକ ଆନ୍ଦୋଳନ ଶେଷ ହେବାକୁ ଯାଉଥିଲା, କିନ୍ତୁ ଗାଜିପୁର ସୀମାରେ କୃଷକ ନେତା ରାକେଶ ଟିକୈତଙ୍କ ଲୁହ ଏହି...

କିସାନ ମହାପଞ୍ଚାୟତ ଆରମ୍ଭ – ବହୁ ସଂଖ୍ୟାରେ କୃଷକ ଏକତ୍ରିତ

0
ନୂଆଦିଲ୍ଲୀ / ଗାଜୀପୁର (ଓଡ଼ିଆ ପୁଅ) : ମୁଜାଫରନଗରରେ କିସାନ ମହାପାଞ୍ଚାୟତ ଆରମ୍ଭ ହୋଇଛି। ଏଥିରେ ଭାଗ ନେବାକୁ ବହୁ ସଂଖ୍ୟକ କୃଷକ ପହଞ୍ଚିଛନ୍ତି। ଆରଏଲଡି ଉପାଧ୍ୟକ୍ଷ ଜୟନ୍ତ ଚୌଧୁରୀ ମଧ୍ୟ ମହାପଞ୍ଚାୟତରେ...

ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି, ଆଉ ୯ ଅଧିକାରୀଙ୍କୁ...

0
ଭୁବନେଶ୍ବର ୨୯.୧ (ଓଡ଼ିଆ ପୁଅ) ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ...

ମୁମ୍ବାଇ ବାସିନ୍ଦାଙ୍କ ପାଇଁ ଖୁସି ଖବର: ଲୋକାଲ ଟ୍ରେନ୍ ୧ ଫେବୃଆରୀରୁ ସାଧାରଣ ଲୋକଙ୍କ...

0
ମୁମ୍ବାଇ ୨୯-୧ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବାସିନ୍ଦାଙ୍କ ପାଇଁ ଖୁସି ଖବର। ଫେବୃଆରୀ ୧ ରୁ ମୁମ୍ବାଇର ସ୍ଥାନୀୟ ଟ୍ରେନ୍ ସେବା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ସୂଚନା...

ସିଙ୍ଘୁ ବର୍ଡ଼ରରେ କୃଷକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ, ପୋଲିସ୍ ର ଲାଟିଚାର୍ଜ...

0
ନୂଆଦିଲ୍ଲୀ ୨୯ ଜାନୁଆରୀ (ଓଡିଆ ପୁଅ) ସିଙ୍ଗୁ ସୀମାରେ କୃଷକ ଗୋଷ୍ଠୀ ଏବଂ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଖବର ଆସୁଛି। ପଥର ଫିଙ୍ଗିବା ଖବର ଆସିବା ସହ ଖବର ଅନୁଯାୟୀ, ସ୍ଥାନୀୟ...

ଅର୍ଥନୈତିକ ସର୍ଭେ ରିପୋର୍ଟ ଲୋକସଭାରେ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳୀ ସୀତାରମଣ

0
ନୂଆଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ଆର୍ଥିକ ସର୍ଭେ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟ ଏପ୍ରିଲ ୧, ୨୦୨୧ ରୁ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ବଜେଟ...