Bureau
ଦିଲ୍ଲୀ ହିଂସା : ଲାଲ କିଲ୍ଲାରେ ଧାର୍ମିକ ପତାକା ଉତ୍ତୋଳନ କରିଥିବା ଜୁଗରାଜର ପରିବାରର...
ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ଦିଲ୍ଲୀର ଚାଷୀଙ୍କ ଟ୍ରାକ୍ଟର ପରେଡ ସମୟରେ ଲାଲ କିଲ୍ଲାରେ ଧାର୍ମିକ ପତାକା ଉତ୍ତୋଳନ କରିଥିବା ଯୁବକ ଯୁଗରାଜ୍ ସିଂ ପଞ୍ଜାବର ତାରନ ତାରାନର ତର ସିଂ...
ପାଞ୍ଚ ବର୍ଷର ଝିଅ ସାମ୍ନାରେ ପୁରୁଷ, ପ୍ୟାଣ୍ଟର ଜିପ୍ (ଚେନ) ଖୋଲିଲେ, ଏହା ଅପରାଧ...
ମୁମ୍ବାଇ ୨୮-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ସାହାଣୀ) ନିକଟରେ ଶିଶୁ ଯୌନ ଶୋଷଣ ସମ୍ପର୍କରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ଏକ ନିଷ୍ପତ୍ତି (ଫଇସଲା) ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି, ଜଜ୍ ପୁଷ୍ପା...
ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ
କେନ୍ଦୁଝର ଗଡ଼ ୨୮-୧ (ଓଡ଼ିଆ ପୁଅ/ଅରୂପାନନ୍ଦ ପତି) ଆଜି କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଆଇରନ ବୋଝେଇ ହେଇଥିବା ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଇଛି। ଟ୍ରେନଟି ଆଇରନ ନେଇ ଜୁରୁଡ଼ିରୁ ପାରାଦ୍ବୀପ ବନ୍ଦର ଯାଉଥିବା...
କପିଲ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି, ପ୍ରଶଂସକଙ୍କର ଅଭିନନ୍ଦନର ସୁଅ
ମୁମ୍ବାଇ ୨୮-୧ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) : ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ସୋ ପାଇଁ ବେଶ୍ ଖବରରେ ରହିଥାନ୍ତି। ଖବର ଅନୁଯାୟୀ, କପିଲଙ୍କ ଶୋ ଖୁବ ଶୀଘ୍ର ଅପ୍ ଏୟାର...
ଗାଜିପୁର ସୀମାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ସମ୍ଭାବନା, ଚାଷୀଙ୍କୁ ସ୍ତାନ ଖାଲି କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଜାନୁଆରୀ ୨୮:(ଓଡିଆ ପୁଅ/ମନୋସ୍ୱିନୀ ପ୍ରହରାଜ) ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ କୃଷକ ହିଂସା ପରେ ୟୁପି ସରକାର ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗାଜିପୁର ସୀମାରେ ବସିଥିବା...
ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣ ନିଳମ୍ବନକୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି – ଡିଜିସିଏ
ନୂଆ ଦିଲ୍ଲୀ ଜାନୁଆରୀ ୨୮ (ଓଡ଼ିଆ ପୁଅ) କରୋନାଭାଇରସ୍ ମହାମାରୀ ମଧ୍ୟରେ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନର ନିଲମ୍ବନକୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସିଭିଲ୍ ଆଭିଏସନ୍ ଡାଇରେକ୍ଟର ଜେନେରାଲ୍...
ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କର ପୁନଃ ଆଞ୍ଜିଓପ୍ଲାଷ୍ଟି
କୋଲକାତା ୨୮-୧ (ଓଡ଼ିଆ ପୁଅ) ଗୁରୁବାର ଦିନ ଡାକ୍ତରମାନେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ପୁନଃ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ବୋଲି ଘରୋଇ ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି।
୪୮ ବର୍ଷୀୟ ପୂର୍ବତନ ଭାରତୀୟ କ୍ରିକେଟ୍...
ବଜେଟ୍ ଅଧିବେଶନ: କଂଗ୍ରେସ ସମେତ ୧୬ ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର...
ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ସମେତ ୧୬ଟି ରାଜନୈତିକ ଦଳ ୨୯ ଫେବୃଆରୀରେ ବଜେଟ୍...
ମନ୍ତ୍ରୀଙ୍କ ବାସଭବନ ନିକଟରେ ଦେଶୀ ବୋମା ଫିଙ୍ଗିବା ମାମଲାରେ ୬ ଗିରଫ
କୋଲକାତା : ୨୮ ଜାନୁଆରୀ : (ଓଡିଆ ପୁଅ/ମନୋସ୍ୱିନୀ ପ୍ରହରାଜ) ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ କୋଲକାତା ବାସଭବନରେ କିଛି ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଦେଶୀ ବୋମା ଫିଙ୍ଗି ଥିବାର ଏକ ମାମଲା ରୁଜୁ ହୋଇଛି।...
ପଶ୍ଚିମବଙ୍ଗ ବିଧାନସଭାରେ କେନ୍ଦ୍ରର ତିନୋଟି ଫାର୍ମ ବିଲ୍ କାର୍ଯ୍ୟକାରୀ ହେବା ବିରୋଧରେ ସଂକଳ୍ପ ପାରିତ
କୋଲକାତା ୨୮-୧ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗ ବିଧାନସଭାରେ କେନ୍ଦ୍ରର ତିନୋଟି ଫାର୍ମ ବିଲ୍ କାର୍ଯ୍ୟକାରୀ କରାଯିବା ବିରୋଧରେ ଏକ ସଂକଳ୍ପ ପାରିତ ହୋଇଛି। ରାଜ୍ୟରେ ଶାସକ ଟିଏମସି ଆଣିଥିବା ସଂକଳ୍ପକୁ ବାମ ଓ...
ଟ୍ରାକ୍ଟର ରାଲି ହିଂସା : ଘରର ଏକମାତ୍ର ପୁଅ ନବରୀତ ସିଂର ମୃତ୍ୟୁ ସମସ୍ତଙ୍କୁ...
ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ଦିଲ୍ଲୀରେ କୃଷି ଆଇନ୍ବିରୁଦ୍ଧରେ କୃଷକଙ୍କ ଟ୍ରାକ୍ଟର ରାଲିରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପରିବାର ସ୍ତବ୍ଦ ହୋଇଯାଇଛି। ମୃତକ...
ଏହି ଦିନ ପ୍ରକାଶ ପାଇବ CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ
ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ଫେବୃଆରୀ ୨ ରେ ଘୋଷିତ ହେବ CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ବୋଲି ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ୍ 'ନିଶାଙ୍କ' କହିଛନ୍ତି।
ଏହି ଘୋଷଣା...
“ବସ୍ତ୍ର ଉପରେ ବକ୍ଷ ଛୁଇଁବା ଯୌନ ଅପରାଧ ନୁହେଁ” : ବମ୍ବେ ହାଇକୋର୍ଟର ରାୟ...
ନୂଆଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) : ବମ୍ବେ ହାଇକୋର୍ଟର ଏକ ବିଚିତ୍ର ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଯେଉଁ ରାୟରେ କୁହାଯାଇଥିଲାଯେ, 'ନାବାଳିକାର ସ୍ତନକୁ ଚର୍ମ ସ୍ପର୍ଶ ବିନା ପୋକ୍ସୋ...
ମୋଦୀ ସରକାର ବେରୋଜଗାରୀଙ୍କୁ ମାସିକ ୩୮୦୦ଟଙ୍କା ଭତ୍ତା ଦେବେ କି?
ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ସାହାଣୀ) କରୋନା ମହାମାରୀ ହେତୁ ଦେଶ ପ୍ରାୟ ୬ ମାସ ବନ୍ଦ ରହିଥିଲା । ଲକଡାଉନ ସମୟରେ ଅନେକ ଲୋକ ଚାକିରୀ ହରାଇଲେ, ତା’ପରେ...
ଦିଲ୍ଲୀରେ ୨.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ଗୁରୁବାର ସକାଳେ ରିକ୍ଟର ସ୍କେଲରେ ୨.୮ ବିଶିଷ୍ଟ ଏକ ତୀବ୍ର ତୀବ୍ର ଭୂକମ୍ପ ଜାତୀୟ ରାଜଧାନୀରେ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ୧୫ କିଲୋମିଟର...
ଟ୍ରାକ୍ଟର ରାଲି ହିଂସା : ଅପରାଧୀଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଟାନ, ୨୦ କୃଷକ...
ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ଦିଲ୍ଲୀ ପୋଲିସ ୨୦ ଜଣ କୃଷକ ନେତାଙ୍କୁ ନୋଟିସ ଜାରି କରିଛି। ଦିଲ୍ଲୀ ପୋଲିସ କମିଶନର ଏସ.ଏନ୍ ଶ୍ରୀବାସ୍ତବ ବୁଧବାର କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧୯...
ରୋମରେ ଥିବା ଭାରତୀୟ ଦୂତାବାସ ଭବନକୁ ଭଙ୍ଗାରୁଜା କଲେ ଖାଲିସ୍ତାନ ସମର୍ଥକ
ନୂଆଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) : ରୋମରେ ଭାରତର ଦୂତାବାସ ଭବନରେ ଖାଲିସ୍ତାନ ସମର୍ଥକଙ୍କ ବିଶୃଙ୍ଖଳା ସମ୍ପର୍କରେ ଇଟାଲୀ ସରକାରଙ୍କ ନିକଟରେ ଭାରତ ଦ୍ୱାରା ଚିନ୍ତା ପ୍ରକାଶ କରାଯାଇଛି। ଖବର ଅନୁଯାୟୀ, ଭାରତ...
ଭାରତ ବାୟୋଟେକ୍ ଦାବି : ୟୁକେ କରୋନା ଷ୍ଟ୍ରେନ୍ ଉପରେ ମଧ୍ୟ କୋଭାକ୍ସିନ୍ ପ୍ରଭାବଶାଳୀ
ନୂଆଦିଲ୍ଲୀ ୨୭-୧ (ଓଡ଼ିଆ ପୁଅ) ଭରତ-ବାୟୋଟେକ୍ ଦାବି କରିଛି ଯେ, କରୋନାର ନୂତନ ବ୍ରିଟେନ ଷ୍ଟ୍ରେନ୍ ଉପରେ କୋଭାକ୍ସିନ୍ ମଧ୍ୟ ପ୍ରଭାବଶାଳୀ ଅଟେ। ଏହାପୂର୍ବରୁ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ମଧ୍ୟ ସମ...
ନୂଆଦିଲ୍ଲୀ କୃଷକ ଆନ୍ଦୋଳନ ମଧ୍ୟରେ ମୋଦୀ ସରକାରଙ୍କର ଚାଷୀଙ୍କୁ ଉପହାର- ବଢ଼ାଇଲେ କୋପ୍ରା ଏମ୍ଏସ୍ପି
ନୂଆ ଦିଲ୍ଲୀ ୨୭-୧ (ଓଡ଼ିଆ ପୁଅ/ମନୋସ୍ବିନୀ ପ୍ରହରାଜ) ନୂଆଦିଲ୍ଲୀ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ମୋଦୀ ସରକାରଙ୍କର ଚାଷୀଙ୍କୁ ଉପହାର। ମୋଦୀ କ୍ୟାବିନେଟ ମିଲିଂ କୋପ୍ରାର ସର୍ବନିମ୍ନ ସମର୍ଥନ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହା...
ଦିଲ୍ଲୀ ହିଂସା : ଯୋଗେନ୍ଦ୍ର ଯାଦବ, ରାକେଶ ଟିକାୟତଙ୍କ ସମେତ ଏବଂ ଅନେକ କୃଷକ...
ନୂଆଦିଲ୍ଲୀ ୨୭-୧ (ଓଡିଆ ପୁଅ) ଜାତୀୟ ରାଜଧାନୀ ଦିଲ୍ଲୀର କୃଷକଙ୍କ ଟ୍ରାକ୍ଟର ପରେଡରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ୨୨ ଟି ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି। ଏହି ହିଂସାରେ ୩୦୦...










