Bureau
ରାହୁଲ ଗାନ୍ଧୀଙ୍କୁ ଦିଲ୍ଳୀ ପୋଲିସର ଅଟକକୁ ବିରୋଧ କରି ରାଜ୍ୟ ମହିଳା କଂଗ୍ରେସର ମୋଦିଙ୍କ...
ଭୁବନେଶ୍ୱର ୨୬.୭ (ଓଡ଼ିଆ ପୁଅ) - ନିଖଳ ଭାରତ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବାରମ୍ବାର ଡାକରାକୁ ପ୍ରତିବାଦ କରି ଆଜି ଶ୍ରୀ ରାହୁଲ ଗାନ୍ଧୀ...
୨୭ ଜୁଲାଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ନୂଆ କାର୍ଯ୍ୟ କରିବାପାଇଁ ଉପଦେଶ। ଗୂଢ ବିଦ୍ୟା ତଥା ରହସ୍ୟମୟ ବିଷଗୁଡ଼ିକୁ ବୁଝିବା ପାଇଁ ଆଜି ଆପଣ ପ୍ରଯତ୍ନ ହୁଅନ୍ତୁ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରିତ ରଖିବା ଆପଣଙ୍କ...
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର : ସରକାରଙ୍କ ଘୋଷଣା – ଆସନ୍ତା ଦୁଇ...
ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଜୁଲାଇ ୧, ୨୦୨୨ ରେ ୮, ୦୦୦ ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ବ୍ୟାପକ ପଦୋନ୍ନତି ଦେବା...
ଓଡ଼ିଶୀ ନୃତ୍ୟକୁ ବିଶ୍ୱରେ ପ୍ରସାର ପ୍ରଚାର ପାଇଁ ଉଦ୍ୟମ ଜାରି ରଖିବେ : ବୈଶାଳୀ...
ପୁରୀ ୨୬-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟର ଏନ୍ତୁଡି ଶାଳ ଭାବେ ନାମିତ ଶ୍ରୀକ୍ଷେତ୍ର ପୁରୀ ସେହି ମାଟିରେ ଜନ୍ମ ନେଇ ବୈଶାଳୀ ମହାନ୍ତି ଓଡିଶୀ ନୃତ୍ୟକୁ...
କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ : ପୁରୀ...
ପୁରୀ ୨୬-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦିନକୁ ଦିନ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ହେବାର ଲାଗିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏଭଳି...
ସହିଦ ଦିବସ ପୂର୍ବରୁ କନ୍ଧମାଳରେ ମାଓ ପୋଷ୍ଟର
ବାଲିଗୁଡ଼ା ୨୬-୭ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ଚଳିତମାସ ୨୮ ତାରିଖରୁ ୪ ତାରିଖ ଯାଏ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ। ଏହି ପରିପ୍ରେକ୍ଷୀରେ ସହିଦ ସପ୍ତାହ ଆରମ୍ଭ ପୂର୍ବରୂ...
ଶାରୀରିକ ଦକ୍ଷତା ପରୀକ୍ଷା ଅନୁଷ୍ଠିତ
ପୁରୀ ୨୬/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନ ସହଯୋଗ ରେ ଅବକାରୀ କନଷ୍ଟେବଳ ଓ ଫରେଷ୍ଟ ଗାର୍ଡ ପଦବୀ ନିମନ୍ତେ ଦୁଇ...
ଆଜି କାର୍ଗିଲ ବିଜୟ ଦିବସରେ ଓଡ଼ିଶାର ସହିଦ ଗୋପୀନାଥଙ୍କୁ ଝୁରୁଛି ଗାଁ ମାଟି
କଟକ : ୨୬/୦୭ (ଓଡ଼ିଆ ପୁଅ/ଅଭୟ ଜେନା) ଆଜି ହେଉଛି କାର୍ଗିଲ ବିଜୟ ଦିବସ। କାର୍ଗିଲ ଯୁଦ୍ଧରେ ଓଡିଶାରୁ ପ୍ରଥମ ସହିଦ ହୋଇଥିଲେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମର ଗୋପୀନାଥ...
ରାଜ୍ୟରେ ଆଜି କମିଲା କରୋନା ସଂକ୍ରମଣ : ଆଜି ୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୨୬ -୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କମିଲା କରୋନା ସଂକ୍ରମଣ : ଆଜି ୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୬୬୨
୦-୧୮ ବର୍ଷର : ୧୦୪
- କ୍ୱାରେଣ୍ଟାଇନ୍...
ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୩୦ ନୂଆ...
ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୭,୫୧୨ କୁ ହ୍ରାସ ପାଇଛି।
ସକ୍ରିୟ...
ନୟାଗଡ଼ଜିଲ୍ଳା ପାଇଁ ଆଉ ଏକ ସୁଯୋଗ ଗୋପାଳପୁର-ତାଳଚେର ରେଳପଥ
ନୟାଗଡ଼, ୨୫ା୭ (ଓଡ଼ିଆ ପୁଅ) : ତାଳଚେର-ଗୋପାଳପୁର ରେଳପଥର ତୃତୀୟ ସର୍ଭେ ପୁର୍ତ୍ତି ୨୫ ବର୍ଷ ବିତିଯାଇଥିବାବେଳେ ଏଥିପାଇଁ ରେଳବିଭାଗ ଫାଇନାଲ ଲୋକେସନ୍ ସର୍ଭେ କାର୍ଯ୍ୟ ପାଇଁ ଅନୁମତି ଦେଇଥିବାରୁ ନୟାଗଡ଼ ଦେଇ...
୧୯ଟି ଜିଲ୍ଲାରେ ବିଜୁଳି ମହୋତ୍ସବ ପାଳନ ପାଇଁ ଏନଟିପିସିର ପ୍ରସ୍ତୁତି
ତାଳଚେର, ୨୫/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ଭାରତ ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବାପାଇଁ ‘ଆଜାଦି କି ଅମୃତ ମହୋତ୍ସବ’ ର ଏକ ଅଂଶ ଭାବରେ ରାଜ୍ୟ ସରକାରଙ୍କର ସହଯୋଗରେ ଶକ୍ତି...
ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ପି. ଶ୍ରେୟାଂଶୁ ଅନୁପମ ଜିଲ୍ଲାରେ ଟପ୍ପର
ତାଳଚେର, ୨୫/୭ (ଓଡ଼ିଆ ପୁଅ/ଅଜିତ ବେହେରା): ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଏମସିଏଲ ଜଗନ୍ନାଥ କ୍ଷେତ୍ର, ଡେରା ଡିଏଭି ସ୍କୁଲ ଛାତ୍ର ପି. ଶ୍ରେୟାଂଶୁ ଅନୁପମ ସିବିଏସଇ ପରିଚାଳିତ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ...
ଜିଲ୍ଲା ପ୍ରଶାସନ ପକ୍ଷରୁ ସରପଂଚଙ୍କ ପ୍ରାଥମିକ ପ୍ରଶିକ୍ଷଣ ଶିବିର
ନୟାଗଡ଼, ୨୫ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳାପ୍ରଶାସନ ପକ୍ଷରୁ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ରଠାରେ ପଂଚାୟତରାଜ ବିଭାଗର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ସହାୟତାରେ ଓଡ଼ଗାଁ ଓ...
ଯୁବ ଗାଳ୍ପିକ ବିରଜା ରାଉତରାୟ ପାଇଲେ ‘କନ୍ହେଇ କଥା ପୁରସ୍କାର’
କେନ୍ଦ୍ରାପଡ଼ା, ୨୫ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କଥାକାର କନ୍ହେଇଲାଲ ଦାସଙ୍କ ୭୫ତମ ଜୟନ୍ତୀ ସମାରୋହରେ ଯୁବ ଗାଳ୍ପିକ ତଥା କେନ୍ଦ୍ରାପଡାର ଅତିରିକ୍ତ ଉପଜିଲ୍ଲାପାଳ ଡଃ. ବିରଜା ପ୍ରସାଦ ରାଉତରାୟଙ୍କୁ ଚଳିତ ବର୍ଷର...
ପାରାଦୀପ ଫସଫେଟ ପକ୍ଷରୁ କୃଷି ସଚେତନତା ଶିବିର
କେନ୍ଦ୍ରାପଡ଼ା, ୨୫ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପାରାଦୀପ ଫସଫେଟ ଲିମିଟେଡ ସାର କମ୍ପାନୀ ପକ୍ଷରୁ ଏକ କୃଷି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କଂସାର ପଞ୍ଚାୟତର ସାହାସପୁର ଠାରେ...
ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ ମହୋତ୍ସବ
କେନ୍ଦ୍ରାପଡ଼ା, ୨୫ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲାରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ପ୍ରଗତି ଏବଂ ୨୦୪୭ ବର୍ଷ ପର୍ଯ୍ୟନ୍ତ ଥିବା ଆଶା ଓ...
ରାଷ୍ଟ୍ରପତି ଭାବେ ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ଆଦିବାସୀ ବସ୍ତିରେ ଖୁସିର ଲହରୀ
କେନ୍ଦ୍ରାପଡ଼ା, ୨୫ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି ଓଡିଶାର ଆଦିବାସୀ ସଂପ୍ରଦାୟର ପ୍ରଥମ ମହିଳା ଦୌପଦୀ ମୁର୍ମୁ। ଜଣେ ଆଦିବାସୀ ସଂପ୍ରଦାୟର...
୨୬ ଜୁଲାଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ। ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ।...
ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ଶ୍ରୀଲୋକନାଥଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ଼
ପୁରୀ ୨୫-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାର। ପୁରୀର ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ଼ ଜମିଥିଲା। ଲୋକନାଥଙ୍କ ନିକଟରେ...






















