Home Coronavirus Outbreak ରାଜ୍ୟରେ ଆଜି କମିଲା କରୋନା ସଂକ୍ରମଣ : ଆଜି ୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି କମିଲା କରୋନା ସଂକ୍ରମଣ : ଆଜି ୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ

39

ଭୁବନେଶ୍ୱର ୨୬ -୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କମିଲା କରୋନା ସଂକ୍ରମଣ : ଆଜି ୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ: ୬୬୨
୦-୧୮ ବର୍ଷର : ୧୦୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୮୭
– ସ୍ଥାନୀୟ ଅଞ୍ଚଳରୁ୨୭୫
୧- ଅନୁଗୁଳ ଜିଲ୍ଲାରୁ – ୩
୨- ବାଲେଶ୍ୱର ଜିଲ୍ଲାରୁ – ୪
୩- ବରଗଡ଼ ଜିଲ୍ଲାରୁ – ୧୨
୪- ଭଦ୍ରକ ଜିଲ୍ଲାରୁ – ୧୩
୫- ବଲାଙ୍ଗୀର ଜିଲ୍ଲାରୁ – ୯
୬- ବୌଦ୍ଦ ଜିଲ୍ଲାରୁ – ୪
୭- କଟକ ଜିଲ୍ଲାରୁ – ୩୮
୮- ଦେବଗଡ଼ ଜିଲ୍ଲାରୁ – ୫
୯- ଗଜପତି ଜିଲ୍ଲାରୁ – ୫
୧୦- ଗଞ୍ଜାମ ଜିଲ୍ଲାରୁ – ୧
୧୧- ଜଗତସିଂହପୁର ଜିଲ୍ଲାରୁ – ୧୦
୧୨- ଯାଜପୁର ଜିଲ୍ଲାରୁ – ୮
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୪
୧୪- କଳାହାଣ୍ଡି ଜିଲ୍ଲାରୁ – ୧୨
୧୫- କନ୍ଧମାଳ ଜିଲ୍ଲାରୁ – ୯
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୭- ଖୋର୍ଦ୍ଧାରୁ: ୧୫୨
୧୮- କୋରାପୁଟ ଜିଲ୍ଲାରୁ – ୧୫
୧୯- ମୟୁରଭଞ୍ଜ ଜିଲ୍ଲାରୁ – ୭୮
୨୦- ନବରଙ୍ଗପୁର ଜିଲ୍ଲାରେ: ୬
୨୧- ନୟାଗଡ଼ ଜିଲ୍ଲାରୁ – ୧୨
୨୨- ନୂଆପଡ଼ା ଜିଲ୍ଲାରୁ – ୧୧
୨୩- ପୁରୀ ଜିଲ୍ଲାରୁ – ୬
୨୪- ରାୟଗଡ଼ା ଜିଲ୍ଲାରୁ – ୧୧
୨୫- ସମ୍ବଲପୁର ଜିଲ୍ଲାରୁ – ୪୮
୨୬- ସୋନପୁର ଜିଲ୍ଲାରୁ – ୧୩
୨୭- ସୁନ୍ଦରଗଡ଼ ଜିଲ୍ଲାରୁ – ୧୪୨
୨୮- State Pool: ୨୮
– ନୂଆ ସୁସ୍ଥ ହୋଇଥିଲେ୧୦୦୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୫୩୬୯୬୮
– ମୋଟ ଆକ୍ରାନ୍ତ ୧୩୦୭୯୧୧
– ମୋଟ ସୁସ୍ଛ ହୋଲେଣି ୧୨୯୧୬୬୯
– ସକ୍ରୀୟ ଆକ୍ରାନ୍ତ – ୭୦୫୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.