Home Coronavirus Outbreak ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୩୦ ନୂଆ ଆକ୍ରାନ୍ତ...

ଦେଶରେ ଆଜି କମିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୬ ମୃତ

24

ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୭,୫୧୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୩୨,୪୬,୮୨୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୫୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୭% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯,୨୦,୪୫୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୩୬୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୬,୧୧୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୪%

ଆରୋଗ୍ୟ ହୋଇଛନ୍ତି ୯୮.୪୭%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨, ୦୨, ୫୦, ୫୭, ୭୧୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୦, ୪୨, ୪୭୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୭, ୩୧, ୮୫, ୯୧୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୨୬, ୧୦୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୦ ୧୦୨୨୦ ୧୨୯
ଆନ୍ଧ୍ରପ୍ରଦେଶ ୨୭୬୪ ୨୩୧୨୫୭୦ ୩୨୨ ୧୪୭୩୩
ଅରୁଣାଚଳ ପ୍ରଦେଶ ୪୦୪ ୬୪୭୦୯ ୨୯ ୨୯୬
ଆସାମ ୫୬୦୫ ୭୨୨୦୦୨ ୬୮୨ ୮୦୧୪
ବିହାର ୧୮୫୧ ୮୨୭୭୧୧ ୮୧୦ ୧୨୨୮୦
ଚଣ୍ଡିଗଡ଼ ୭୬୨ ୯୩୮୨୧ ୫୩ ୧୧୬୫
ଛତିଶଗଡ ୩୮୯୦ ୧୧୪୫୧୮୩ ୪୬୫ ୧୪୦୫୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୫୦୮
ଦିଲ୍ଲୀ ୨୫୪୮ ୧୯୨୦୧୦୪ ୬୦୯ ୨୬୩୦୩
୧୦ ଗୋଆ ୭୬୯ ୨୪୬୮୪୦ ୨୭ ୩୮୪୯
୧୧ ଗୁଜୁରାଟ ୫୬୧୩ ୧୨୩୨୫୪୪ ୭୩୧ ୧୦୯୬୩
୧୨ ହରିୟାଣା ୨୫୧୩ ୧୦୧୩୦୮୨ ୫୮୧ ୧୦୬୩୫
୧୩ ହିମାଚଳ ପ୍ରଦେଶ ୪୧୫୫ ୨୮୬୩୭୭ ୬୧୭ ୪୧୫୬
୧୪ ଜାମ୍ମୁ କାଶ୍ମୀର ୩୩୭୯ ୪୫୨୪୧୬ ୨୪୩ ୪୭୬୩
୧୫ ଝାଡଖଣ୍ଡ ୧୨୩୫ ୪୩୨୬୧୬ ୧୫୨ ୫୩୨୭
୧୬ କର୍ଣ୍ଣାଟକ ୮୮୯୬ ୩୯୪୭୬୮୮ ୧୨୦୪ ୪୦୧୩୩
୧୭ କେରଳ ୧୮୮୬୯ ୬୬୨୧୫୩୦ ୨୨୫୧ ୭୦୩୯୩
୧୮ ଲଦାଖ ୧୫୨ ୨୮୪୨୦ ୧୩ ୨୨୮
୧୯ ଲକ୍ଷଦୀପ ୧୧୩୬୦ ୫୨
୨୦ ମଧ୍ୟପ୍ରଦେଶ ୧୫୮୯ ୧୦୩୬୧୮୫ ୧୭୯ ୧୦୭୪୮
୨୧ ମହାରାଷ୍ଟ୍ର ୧୪୫୩୪ ୭୮୭୨୪୪୪ ୯୩୭ ୧୪୮୦୬୮
୨୨ ମଣିପୁର ୬୦୫ ୧୩୫୯୦୦ ୧୦୭ ୨୧୨୬
୨୩ ମେଘାଳୟ ୫୫୩ ୯୨୭୨୭ ୫୩ ୧୬୦୧
୨୪ ମିଜୋରାମ ୯୧୪ ୨୩୦୨୮୯ ୧୮୭ ୭୦୮
୨୫ ନାଗାଲାଣ୍ଡ ୧୦୧ ୩୪୮୪୧ ୭୬୭
୨୬ ଓଡ଼ିଶା ୬୪୪୭ ୧୨୯୧୬୬୯ ୧୦୦୬ ୯୧୩୩
୨୭ ପୁଡୁଚେରୀ ୧୨୩୧ ୧୬୬୯୮୩ ୧୫୧ ୧୯୬୫
୨୮ ପଞ୍ଜାବ ୬୦୭୦ ୭୪୭୧୦୧ ୧୭୮୦୬
୨୯ ରାଜସ୍ଥାନ ୧୬୩୨ ୧୨୮୧୪୯୬ ୧୭୭ ୯୫୭୭
୩୦ ସିକ୍କିମ୍ ୧୧୩୦ ୩୯୬୫୮ ୧୩୭ ୪୬୮
୩୧ ତାମିଲନାଡୁ ୧୫୦୯୩ ୩୪୮୧୧୨୧ ୨୨୧୯ ୩୮୦୩୨
୩୨ ତେଲେଙ୍ଗାନା ୪୫୬୬ ୮୦୬୨୦୭ ୬୪୫ ୪୧୧୧
୩୩ ତ୍ରିପୁରା ୨୩୧୦ ୧୦୨୦୨୧ ୪୮୬ ୯୨୭
୩୪ ଉତ୍ତରାଖଣ୍ଡ ୧୭୦୩ ୪୩୧୮୧୨ ୧୭୫ ୭୭୦୫
୩୫ ଉତ୍ତରପ୍ରଦେଶ ୨୯୨୫ ୨୦୭୩୧୭୫ ୧୮୯ ୨୩୫୬୦
୩୬ ପଶ୍ଚିମବଙ୍ଗ ୨୨୬୫୭ ୨୦୪୨୪୯୯ ୨୭୫୯ ୨୧୩୨୭
ମୋଟ ୧୪୭୫୧୨ ୪୩୨୪୬୮୨୯ ୧୮୧୫୯ ୫୨୬୧୧୦ ୩୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.