Biswaranjan Acharya
ସାମାଜିକ ନ୍ୟାୟରୁ କୋଟପୋଖରୀ ଗ୍ରାମବାସୀ ବଂଚିତ ରାଜନୈତିକ ଆକ୍ରୋସରୁ ଗାଁ ରାସ୍ତା କାଟି ଦିଆଗଲା
ନୟାଗଡ଼ ୨୫/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଲା ହେଲେ ଗାଁ ଗାଁ ରୁ ହଟୁନି ରାଜନୈତିକ ବିବାଦ। ସାମାଜିକ ବାଚ୍ଛନ୍ଦ ହେବାକୁ ପଡୁଛି ଗ୍ରାମବାସୀଙ୍କୁ। ଏପରିକି ରସ୍ତାକାଟି...
ରଣପୁର ରଥଯାତ୍ରା ଶୃଙ୍ଖଳିତ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ ୨୨/୦୬(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ରେ ୧୭୫୪ ଖ୍ରୀଷ୍ଟାବ୍ଦ ରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଅଛି। ଗତ କୋଭିଡ କଟକଣା ଯୋଗୁଁ ୨ ବର୍ଷହେଲା ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା।...
ରଣପୁର ତହସିଲରେ ପରିମଳ ଓ ପାନୀୟଜଳ ସମସ୍ୟା ଉତ୍କଟ
ନୟାଗଡ଼ ୨୨/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ତହସିଲ ଏକ ବୃହତ ତହସିଲ ହୋଇଥିବାରୁ ପ୍ରତିଦିନ ହଜାର ହଜାର ସଂଖ୍ୟା ରେ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଆସିଥାନ୍ତି।...
ଏବର୍ଷ ରଣପୁରରେ ରଥ ଛେରାପହଁରା କରିବେନି ରାଜା ସାହେବ
ନୟାଗଡ଼ ୧୬/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର କୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରାଯାଉଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କର ପ୍ରଥମ ସେବକ ରଣପୁର ରାଜାଙ୍କୁ...
ଆଦିବାସୀ ସଂପ୍ରଦାୟର ଭିନ୍ନ ଶୈଳୀରେ ରଜପର୍ବ
ନୟାଗଡ଼ ୧୬/୦୬ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ହେଉଛି ମାଳ ରିଜର୍ଭ ଜଙ୍ଗଲ ଭିତରେ ଆଦିବାସୀ ଅଧ୍ୟୂଷିତ ଅଂଚଳ। ସାନମାଳ ଓ ବଡମାଳ ଭାବରେ...
ବିହନ ମୁଗ ଯୋଗାଣ ଅନିୟମିୟତା ନେଇ ଭିଜିଲାନ୍ସ ତଦନ୍ତ ଦାବୀ
ନୟାଗଡ଼ ୧୬/୦୬ (ଓଡ଼ିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) - ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନା କରୁଛନ୍ତି। କୃଷି ବିଭାଗକୁ ସୁଦୃଢ କରିବା ପାଇଁ ଗାଁ ଗହଳିରେ...
ରଣପୁର ସ୍ନାନ ମଣ୍ଡପରେ ଦର୍ଶନ ଦେଲେ ତିନି ଠାକୁର
ନୟାଗଡ/୧୪/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ରେ ରାଜ ରାଜୁଡା ଅମଳରୁ ଘୋଷଯାତ୍ରା ଅନୁଷ୍ଠିତ ହୋଇଆସୁଅଛି। ଘୋଷଯାତ୍ରାର ପୁର୍ବରୁ ସ୍ନାନଯାତ୍ରା ହେଉଛି ବାରମାସରେ ତେର ଯାତ୍ରାର ପ୍ରଥମ ଯାତ୍ରା।...
ରଣପୁର ପ୍ରେସକ୍ଲବ ନୂତନ ଗୃହ ଶିଳାନ୍ୟାସ ଓ ଭୂମିପୁଜା ଅନୁଷ୍ଠିତ
ନୟାଗଡ଼ ୧୦/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକ ରଣପୁର ପ୍ରେସକ୍ଲବ ଦୀର୍ଘଦିନର ଏକ ପଞ୍ଜୀକୃତ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଏକ ଗୃହର ଅଭାବ ରହିଥିଲା। ଯାହାଫଳରେ ଗଣମାଧ୍ୟମ...
ନକଲି ଡିଜେଲ ତିଆରି ଅଭିଯୋଗରେ ଯୁବକ କୋର୍ଟ ଚାଲାଣ ପୋଲିସ ଉପରେ ଚାପ
ନୟାଗଡ଼ ୦୯/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ ଦ୍ୱାରା ନକଲି ଡିଜେଲ କାରଖାନା ଉପରେ ୨ ଦିନ ତଳେ ଚଢାଉ କରାଯାଇଥିବା ବେଳେ ଗତ ଜୁନ୍ ୮...
ଆବାସ ଯୋଜନା ସାତ ସପନ ଭଙ୍ଗାଚାଳ ତଳେ ବିତେ ଜୀବନ
ନୟାଗଡ଼ ୨୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୪ ମସିହା ସୁଦ୍ଧା କାହାକୁ କଚ୍ଚା ମାଟି କାନ୍ଥ ଚାଳଘରେ ରହିବାକୁ ଦିଆଯିବ ନାହିଁ ବୋଲି ଆବାସ ଯୋଜନା କରିଛନ୍ତି।...
ରଣପୁର ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଶେଷ
ନୟାଗଡ଼ ୨୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ ସମିତି ତରଫରୁ ମେ ୨୪ ତାରିଖ ମଧ୍ୟାନ୍ନରେ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ...
ଚାନ୍ଦପୁର ପୋଲିସ ଦ୍ୱାରା ଚୋରୀ ଅଭିଯୋଗ ରେ ୩ ଅଭିଯୁକ୍ତ ଙ୍କୁ ଅଦାଲତ ଚାଲାଣ
ନୟାଗଡ଼ ୨୩/୦୫ (ଓଡ଼ିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଛୋଟମୋଟ ଦୋକାନ ଚୋରୀ ବଢିବାରେ ଲାଗିଥିଲା। ଯାହାକୁ ନେଇ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ...
ମନ୍ଦିର ମାଳିନୀ ରଣପୁର ଏବେବି ଅବହେଳିତ
ନୟାଗଡ଼ ୨୧/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ରାଜା ରାଜୁଡା ଅମଳରୁ ମଠ ମନ୍ଦିର ମାଳିନୀ କହିଲେ ନୟାଗଡ ଜିଲ୍ଲା ରଣପୁରଗଡ଼କୁ ବୁଝାଏ। ଏଠାରେ ଥିବା ମଠ ମନ୍ଦିର ସହ ସନାତନ ଧର୍ମ...
ରାଜ୍ୟ ସ୍ତରୀୟ କନିଷ୍ଠ ରକ୍ବି ଖେଳରେ ରଣପୁର ଖେଳାଳୀଙ୍କ ଅଂଶ ଗ୍ରହଣ
ନୟାଗଡ଼ ୨୧/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ରାଜ୍ୟ ସ୍ତରୀୟ କନିଷ୍ଟ ରକ୍ବି ଖେଳ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲା ରକ୍ବି ଫୁଟବଲ ଆସୋସିଏସନ୍ ତରଫରୁ ରଣପୁରର ୧୨ ଜଣ କନିଷ୍ଠ ରକବି ଖେଳାଳୀ...
ପୋଲିସ ଦ୍ୱାରା ୪୦ ଲିଟର ଆସ୍କାଫଟି ଜବତ ଜଣେ କୋର୍ଟ ଚାଲାଣ
ନୟାଗଡ଼ ୨୦/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ ନୟାଗଡରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଅଲେଖ ଚନ୍ଦ୍ର ପହି ଯୋଗଦାନ କରିବା ପରେ ଅବକାରୀ ଚଢାଉକୁ ବ୍ୟାପକ...
ଶବ ବୁହା ଗାଡି ଓଲଟିଲା ଅଳ୍ପକେ ବଂଚିଲେ ଶବ ବାହାକ
ନୟାଗଡ଼ ୨୦/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ନୟାଗଡ ରାସ୍ତା ର ଅସୁରକୁମାରୀ ଛକ ନିକଟରେ ଗତ ମେ ୧୯ ତାରିଖ ରାତ୍ରି ୩ ଘଟିକା...
ଫେରିବାଲା ବୃଦ୍ଧ ବୃଦ୍ଧା ସାମାଜିକ ସୁରକ୍ଷାରୁ ବଞ୍ଚିତ
ନୟାଗଡ଼ ୧୭/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ବୃଦ୍ଧ ବୃଦ୍ଧା ମାନଙ୍କର ସାମାଜିକ ସୁରକ୍ଷା ପାଇଁ ବହୁବିଧ ଯୋଜନା କରିଛନ୍ତି। କିନ୍ତୁ ପ୍ରଶାସନିକ ଅଣଦେଖା ଯୋଗୁଁ ବୃଦ୍ଧ ବୃଦ୍ଧା ମାନେ ସାମାଜିକ...
ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ବିଦ୍ୟୁତ ଉପଭୋକ୍ତାଙ୍କ ସମସ୍ୟା ବଢି ବଢି ଯାଉଛି
ନୟାଗଡ଼ ୧୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଗ୍ରୀଡ୍ ରୁ ରଣପୁର ବିଦ୍ୟୁତ ସଂଯୋଗ ହେବା ଦିନ ଗଡିଗଡି ଯାଉଥିବା ବେଳେ ରଣପୁର ବିଦ୍ୟୁତ ଉପଭୋକ୍ତା...
ମା’ ମଣିନାଗ ପୀଠ ଅର୍ଦ୍ଧନିର୍ମିତ ତୋରଣ ନିର୍ମାଣ ସମ୍ପୂର୍ଣ୍ଣ ହେବ କେବେ
ନୟାଗଡ଼ ୧୩/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ଓଡିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବହୁବିଧ ଯୋଜନା ପ୍ରସ୍ତୁତ କରିଛନ୍ତି। ଯାହାଫଳରେ ପର୍ଯ୍ୟଟନ କେନ୍ଦ୍ର ଗୁଡିକୁ ପର୍ଯ୍ୟଟକ ମାନେ ଆକୃଷ୍ଟ ହେଉଛନ୍ତି।...
କେବେ କାର୍ଯ୍ୟକାରୀ ହେବ ରାଜସୁନାଖଳା ବିଜୁ କଲ୍ୟାଣ ମଣ୍ଡପ
ନୟାଗଡ଼ ୧୨/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକର ରାଜସୁନାଖଳା ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବରେ ପରିଚିତ। ସୁନାଗହଣା, କଞ୍ଚା ପରିବା ଓ ଶୁଖୁଆ ବ୍ୟବସାୟକୁ ଆଧାର କରି...