Home Authors Posts by Biswaranjan Acharya

Biswaranjan Acharya

1265 POSTS 0 COMMENTS

ରଣପୁର ସେଲଫି ପଏଣ୍ଟକୁ ପୁଣି ଭାଙ୍ଗିଲେ ଦୁର୍ବୁତ୍ତ

0
ନୟାଗଡ଼ ୧୨/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦକୁ ସରସ ସୁନ୍ଦର କରି ଗଢିତୋଳିବା ପ୍ରୟାସ କୁ ଅସହିଷ୍ମୁତା ଧୂଳିସାତ କରିଛି। ୩ ଲକ୍ଷ ଟଙ୍କା ବ୍ୟୟ...

ରଣପୁର କଲେଜ ରାସ୍ତା ପାଲଟିଛି ମରଣଯନ୍ତା

0
ନୟାଗଡ଼ ୧୧/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ସହରାଞ୍ଚଳ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। କିନ୍ତୁ ପ୍ରଶାସନିକ ଅଧିକାରୀ ଙ୍କ ଅଣଦେଖା ଯୋଗୁଁ ଅନେକ...

ଆବାସ ଯୋଜନା କାହାପାଇଁ ? ଧନୀଙ୍କୁ ହଁ, ଗରୀବ ଙ୍କୁ ନାଁ ୨୦ ବର୍ଷ...

0
ନୟାଗଡ/୧୦/୦୫(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର କାହାକୁ ମାଟିକାନ୍ଥ କଚ୍ଚାଘରେ ରହିବାକୁ ଦିଆଯିବ ନାହିଁବୋଲି ଯୋଜନା କରିଚାଲିଛନ୍ତି। କିନ୍ତୁ ଯୋଜନା ହିତାଧିକାରୀ ତାଲିକା ପ୍ରସ୍ତୁତ କରୁଥିବା ଲୋକମାନେ ଯୋଜନା କୁ ବାଟବଣା କରିବା...

ବନ୍ଧମୁଣ୍ଡା ଜିରିପଡାରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

0
ନୟାଗଡ଼ ୦୮/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଜିରିପଡା ଗ୍ରାମରେ ଜଣେ ବୃଦ୍ଧ ଦନ୍ତାହାତୀ ଆକ୍ରମଣରେ ଗୁରୁତର ହୋଇ ଜୀବନ ସହିତ ସଂଗ୍ରାମ କରୁଥିବା...

ଚାନ୍ଦପୁର ପୋଲିସ ଦ୍ୱାରା ଠକେଇ ଅଭିଯୁକ୍ତ ଅଦାଲତ ଚାଲାଣ

0
ନୟାଗଡ଼ ୦୮/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ ଦ୍ୱାରା ମେ ୮ ତାରିଖ ଅପରାହ୍ନରେ ଜଣେ ଠକେଇ ଅଭିଯୁକ୍ତଙ୍କୁ ରଣପୁର ଅଦାଲତକୁ ଚାଲାଣ ହୋଇଥିବା ଜଣାପଡ଼ିଛି। ଜିରିପଡା...

ରଣପୁରରେ ରବି ଧାନମଣ୍ଡି ନଖୋଲିଲେ କୃଷକଙ୍କ ଅନ୍ଦୋଳନ ଚେତାବନୀ

0
ନୟାଗଡ/୦୭/୦୫(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ବ୍ଲକ ଭେଟ୍ଟବର ଡ୍ୟାମ ତଳି ଅଂଚଳରେ ପ୍ରତିବର୍ଷ ୮୦୦ ଏକର ରବିଧାନ ହୋଇଥାଏ। ପ୍ରାୟ ୧୭୦୦ କୃଷକ ପରିବାର ଏଥିରେ ଉପକୃତ ହୋଇଥାନ୍ତି।...

ଅଙ୍ଗାରକାମ୍ଲ ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ

0
ନୟାଗଡ଼ ୦୬/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ବିନୋଦପଡା ଚକ ଠାରେ ମେ ୬ ତାରିଖ...

ରଣପୁର ରେ ଚନ୍ଦନ ଯାତ୍ରା ଆରମ୍ଭ

0
ନୟାଗଡ଼ ୦୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ଼ ଜିଲ୍ଲା ରଣପୁର ଅଂଚଳରେ ରାଜ ରାଜୁଡା ଅମଳରୁ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ୨ ବର୍ଷହେଲା କରୋନା କଟକଣା ଯୋଗୁଁ ଚନ୍ଦନ ଯାତ୍ରା...

ରଣପୁରରେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ

0
ନୟାଗଡ଼ ୦୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଇଁ ଦାବି କରାଯାଉଥିବା ରଣପୁର ଜଗନ୍ନାଥ ମନ୍ଦିର ସାମ୍ନାରେ ପବିତ୍ର ଅକ୍ଷୟ ତୃତୀୟା ବିଳମ୍ବିତ ସଂନ୍ଧ୍ୟାରେ ୩ ରଥ ନିର୍ମାଣ ପାଇଁ...

ଅକ୍ଷୀମୁଠି ଅନୁକୂଳ କଲେ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା

0
ନୟାଗଡ଼ ୦୩/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ସାରା ରାଜ୍ୟରେ କୃଷି ଭିତ୍ତିକ ଅକ୍ଷୟ ତୃତୀୟାରେ କୃଷକ ପରିବାରମାନେ ନୂତନ ବର୍ଷର କୃଷି ପର୍ବ ଆରମ୍ଭ କରି ଅକ୍ଷୀମୁଠି ଅନୁକୂଳ କରିଥାନ୍ତି। ପ୍ରତ୍ୟେକ...

ହାଟସାହି ବିଦ୍ୟାଳୟ ନିକଟରୁ ମହୁମାଛି ବସା ଭାଙ୍ଗିବା ଫେଲ ମାରିଲା

0
ନୟାଗଡ଼ ୦୨/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ହରିଜନ ବସ୍ତି ବିଦ୍ୟାଳୟ ନିକଟରେ ମହୁମାଛି ବସା ଭାଙ୍ଗିବା ଫେଲ ମାରିଥିବା ଜଣାପଡିଛି। ବର୍ଷ ବର୍ଷ ଧରି...

 ପୋଲିସ ଦ୍ୱାରା ଫେରାର ଅଭିଯୁକ୍ତ ଅଦାଲତ ଚାଲାଣ

0
ନୟାଗଡ଼ ୨୯/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ଦ୍ୱାରା ଜଣେ ଫେରାର ଅଭିଯୁକ୍ତ ଗିରଫ ହୋଇ ଅଦାଲତ ଚାଲାଣ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ...

ରଣପୁର ବ୍ଲକ ପ୍ରଥମ ସମିତି ବୈଠକ ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ

0
ନୟାଗଡ଼ ୨୮/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଏପ୍ରିଲ ୨୮ ତାରିଖ ସକାଳ ୯ ଘଟିକା ସମୟରେ ବ୍ଲକ ସମ୍ମିଳନୀ କକ୍ଷରେ ଶାନ୍ତିଶୃଙ୍ଖଳାରେ...

ରଣପୁର ବିଜ୍ଞାପିତ ଅଂଚଳ ପରିଷଦରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅନିଶ୍ଚିତତା

0
ନୟାଗଡ଼ ୨୭/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ରାଜ୍ୟ ସରକାର ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ନିର୍ମାଣ କରିଚାଲିଛନ୍ତି। କିନ୍ତୁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦକୁ...

ଦର୍ପନାରାୟଣପୁରରେ ବସୁଧା ଯୋଜନା ଫେଲ, ମିଳୁନି ଶୁଦ୍ଧ ପାନୀୟ ଜଳ

0
ନୟାଗଡ଼ ୨୭/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ରାଜ୍ୟ ସରକାର ଜନସାଧାରଣଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇଁ ବହୁବିଧ ଯୋଜନା କରିଛନ୍ତି। ଯୋଜନା ମଧ୍ୟରୁ ବସୁଧା ଯୋଜନା ପାନୀୟଜଳ ଯୋଗାଇବା ପାଇଁ ଗ୍ରାମାଞ୍ଚଳରେ...

ଆୟୁର୍ବେଦିକ ଚିକିତ୍ସାଳୟ ଚଲାଉଛନ୍ତି ରାତ୍ରୀ ଜଗୁଆଳି ସୁଇପର୍‌

0
ନୟାଗଡ/୨୨/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ରାଜ୍ୟ ସରକାର ଆୟୁର୍ବେଦ ଚିକିତ୍ସାକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ଠାରୁ ବ୍ଲକ ପର୍ଯ୍ୟନ୍ତ ଆୟୁର୍ବେଦ ଚିକିତ୍ସା ମାନ ଖୋଲିଛନ୍ତି। କିନ୍ତୁ ପରିଚାଳନା ଗତ ତ୍ରୃଟି ଯୋଗୁଁ ଅନେକ...

ଅସାମାଜିକ ଯୁବକ ସେଲଫି ପଏଣ୍ଟକୁ ଭାଙ୍ଗିବା ନେଇ ଥାନାରେ ଅଭିଯୋଗ

0
ନୟାଗଡ଼ ୨୧/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟରେ ସମସ୍ତ ନଗରାଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ସରକାର ବିଭିନ୍ନ ଯୋଜନା ରେ ଅର୍ଥବ୍ୟୟ କରିଚାଲିଛନ୍ତି। ସେହିଭଳି ଭାବରେ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ...

ନାବାଳିକାକୁ ପ୍ରେମ ଯୁବକକୁ ମହଙ୍ଗା ପଡ଼ିଲା

0
ନୟାଗଡ଼ ୨୧/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୁଳାସର ଗ୍ରାମରେ ଏକ ନାବାଳିକାକୁ ଅସଦାଚରଣ ଓ ଅପହରଣ ନେଇ ଅଭିଯୋଗ ହୋଇଥିଲା। ପୋଲିସ...

ରଣପୁର ଡିଗ୍ରୀ ମହାବିଦ୍ୟାଳୟରେ ଦୁର୍ବିପାକ ପରିଚାଳନା ତାଲିମ

0
ନୟାଗଡ଼ ୨୦/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ଼ ଜିଲ୍ଲା ରଣପୁର ଡିଗ୍ରୀ ମହାବିଦ୍ୟାଳୟରେ ରଣପୁର ଅଗ୍ନିଶମ ବାହିନୀ ତରଫରୁ ପ୍ରାକୃତିକ ଦୁର୍ବିପାକ ସମୟରେ ଆତ୍ମରକ୍ଷା ସହିତ ପ୍ରପିଡ଼ିତମାନଙ୍କୁ ସୁରକ୍ଷା ପ୍ରଦାନ ନିର୍ମିତ...

ରଣପୁର ଅଗ୍ନିଶମ ବାହିନୀ ତରଫରୁ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ

0
ନୟାଗଡ଼ ୧୯/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟରେ ଅଗ୍ନିକାଣ୍ଡ ବଢିବା ସାଙ୍ଗକୁ ସର୍ପାଘାତରେ ମୁତ୍ୟୁ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଯାହାଫଳରେ ଅଗ୍ନିକାଣ୍ଡ ପ୍ରାକୃତିକ ବିପଦ ସମୟରେ ନିଜେ ସୁରକ୍ଷିତ...