Biswaranjan Acharya
ପୁଣି ଚୋରା ଖାଣ୍ଡେଲାଇଟ୍ ପଥର ଗାଡି ଜବତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୭-ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳ ଦେଇ ବହୁ ମୁଲ୍ୟବାନ ଖାଣ୍ଡେଲାଇଟ୍ ପଥର ଚୋରା ଚାଲାଣ ହୋଇଥାଏ । ଯେଉଁ ଖାଣ୍ଡେଲାଇଟ ପଥରରେ ଜଗନ୍ନାଥଙ୍କ ପ୍ରତିମୁର୍ତ୍ତିଠାରୁ ଆରମ୍ଭ କରି ଅନେକ...
ଚୋରି ଅଭିଯୋଗରେ ୨ ଜେଲ୍ ଗଲେ- ୩ ମୋବାଇଲ୍, ସି.ସି କ୍ୟାମେରା ଓ ୭ଶହ...
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୭-ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି ଘଟଣାରେ ରଣପୁର ପୋଲିସ୍ କୁ ସଫଳତା ମିଳିଛି । ପୋଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି...
ଶ୍ରମିକ ବିରୋଧୀ ନୀତି ପାଇଁ ୧୦ଗୋଟି ଶ୍ରମିକ ସଙ୍ଗଠନର ପ୍ରତିବାଦ ସଭା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୭-ନୟାଗଡ ଜିଲ୍ଲା ରଣପୁର ପଂଚୁଦୋଳ ପଡିଆଠାରେ ଜୁଲାଇ ୩ ତାରିଖରେ ୧୦ ଗୋଟି ଶ୍ରମିକ ସଙ୍ଗଠନ ସମ୍ମୁହଙ୍କ ମିଳିତ ଉଦ୍ୟମରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି...
ରଣପୁର ପୋଲିସ୍ ଦ୍ୱାରା ଜଣେ ଗିରଫ ୧୪ ଲିଟର ମଦ ଜବତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୭-କୋଭିଡ୍ କଟକଣା ଚାଲିଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଂଚଳରେ ବ୍ୟାପକ ଚୋରା ମଦ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ନୟାଗଡ ଆରକ୍ଷୀ...
୧୬ ନମ୍ବର ଜାତୀୟ ରାଜପଥ ଚମ୍ପାଗଡ ଠାରେ ଦୁର୍ଘଟଣାରେ ୧ ମୃତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୭-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନମ୍ବର ଜାତୀୟ ରାଜପଥରେ ଗତ ୧ ତାରିଖ ରାତ୍ରିରେ ଏକ କାର ଚମ୍ପାଗଡ ଛକଠାରେ ଦୁର୍ଘଟଣାରେ କାର ଡ୍ରାଇଭର ମୃତ୍ୟୁବରଣ କରିଥିବା ଜଣା ପଡିଛି...
ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରି :ସିକ୍ୟୁରିଟ୍ ଜଗିଛି
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୭-ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରାତ୍ରିରେ ରୋଗୀମାନଙ୍କଠାରୁ ଚୋରି ହେବାର ଅନେକ ଅଭିଯୋଗ ହେଉଥିଲା । ଅସାମାଜିକ ଯୁବକମାନେ ରୋଗୀଙ୍କ ସମ୍ପର୍କୀୟ ଶୋଇଗଲା ପରେ ଜିନିଷ ପତ୍ର...
ଚୋରା ମାଙ୍କଡା ପଥର ଚାଲାଣ ଗାଡି ଧକ୍କାରେ ଗାଇ ମୃତ ଗାଡି ଜବତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୭-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ପ୍ରତିଦିନ ଶହ ଶହ ମିନିଟ୍ରକ୍ରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଜଣା ପଡିଛି । ପ୍ରଶାସନିକ କଳ ମାଙ୍କଡା ପଥର ଚୋରା...
ଜଳୁନି ହାଇମାସ୍କ ଲାଇଟ୍ ରଣପୁରରେ ଅନ୍ଧାରି ରାଜ୍
ରଣପୁର (ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)୧/୭-ନୟାଗଡ ଜିଲ୍ଲା ରଣପୁର ଏନ୍ ଏ ସି କୁ ୫ବର୍ଷ ପୂରି ୬ବର୍ଷ ହେବାକୁ ବସିଲାଣି ା ଏତେ ବର୍ଷ ହେଲା ରଣପୁରକୁ ଏନ୍ ଏ ସି...
ଜଳ ଉପଭୋକ୍ତାଙ୍କ ତରଫରୁ ଉପ ନିର୍ବାହୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୬-ନୟାଗଡ ଜିଲ୍ଲା ରଣପୁର କ୍ଷୁଦ୍ର ଜଳ ସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ମହାନ୍ତିଙ୍କୁ ରଣପୁର ଜଳ ଉପଭୋକ୍ତା ସଙ୍ଘ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣା ପଡିଛି...
ମୟୁରଝାଲିଆ ପଂଚାୟତ ଆର୍ଥିକ ଅନିୟମିୟତା ର ତଦନ୍ତ ଚାଲିଲା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୬-ରଣପୁର ବ୍ଲକ୍ ମୟୁରଝାଲିଆ ଗ୍ରାମ ପଂଚାୟତରେ ଅନେକ ଦିନ ହେଲା ଆର୍ଥିକ ଅନିୟମିୟତା ହୋଇ ଅର୍ଥ ତୁଷରପାତ ହୋଇଥିବାର ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ୱାର୍ଡ ମେମ୍ବରମାନେ...
ସିଟୁ ଆହ୍ୱାନ ରେ ରଣପୁର ପରିବହନ ଶ୍ରମିକଙ୍କ ପ୍ରତିବାଦ ସଭା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୬-ସାରା ରାଜ୍ୟରେ ସିଟୁ ଆହ୍ୱାନ ରେ ପରିବହନ ଶ୍ରମିକମାନେ ପ୍ରତିବାଦ ସଭା ଡାକରା ଦେଇଥିଲେ । ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର । ରଣପୁର ସିଟୁ ର...
ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ରଣପୁର ଜଗନ୍ନାଥ ମନ୍ଦିରରେ ପୂଜାପାଠ
ରଣପୁର (ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୬- ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ପୂଜାପାଠ ଓ ନିତିକାନ୍ତି ଆରମ୍ଭ ହୋଇଥିବା ଜଣାପଡିଛି । ଗତ ଗୁଣ୍ଡିଚା ସମୟରେ ରଣପୁର ଶ୍ରୀ...
ରଣପୁର ବ୍ଲକ୍ ଅଂଚଳରେ ଜାଲ୍ ରାସନ୍ କାର୍ଡ ? ଧରିବ କିଏ?
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୬-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଂଚଳରେ ରାସନ୍ କାର୍ଡ ପାଇ ରାସନ୍ ସାମଗ୍ରୀ ବର୍ଷ ବର୍ଷ ଧରି ପାଉନଥିବା ଅଭିଯୋଗ ହେଉଛି । ତଦନ୍ତ ପରେ ଜଣା ପଡିଛି ରାସନ୍...
ଆବାସ ଯୋଜନାରୁ ଯୋଗ୍ୟା ହିତାଧିକାରୀ ବଂଚିତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୬-କେନ୍ଦ୍ର ଓ ରାଜ୍ୟ ସରକାର କାହାରିକୁ କଚ୍ଚା ବିପଦ ଶଙ୍କୁଳ ଘରେ ରହିବାକୁ ଦିଆଯିବ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ସେଥିପାଇଁ ଆବାସ ଯୋଜନା ଆରମ୍ଭ କରିଛନ୍ତି ।...
ମୁକ୍ତି ମଣ୍ଡପର ପରାମର୍ଶ ପରେ ରଣପୁର ରେ ଠାକୁର ରତ୍ନ ସିଂହାସନକୁ ବିଜେ କରିବେ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୬-ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରର ଶ୍ରୀ ଗୁଣ୍ଡିଚା ନୀତି ହୋଇ ପାରିନଥିବା ଜଣା ପଡିଛି । ସେବାୟତମାନେ ତାଙ୍କ ଜିଦ୍ ରେ ଅଟଳ ରହି କେବଳ ଦୈନଦିନ ନୀତି...
ନୟାଗଡ ଜିଲ୍ଲା ରଣପୁର ରେ ଗଡିବନି ରଥ ମନ୍ଦିର ପରିସର ରେ ହେବ ନିତିକାନ୍ତି
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୬-ରାଜା ରାଜୁଡା ଅମଳରୁ ନୟାଗଡ ଜିଲ୍ଲା ରଣପୁର ରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲା । ପୁରୀ ଶ୍ରୀମନ୍ଦିର ଭଳି ରଣପୁର ଜଗନ୍ନାଥ ମନ୍ଦିର ରେ ବାର ମାସରେ ତେର...
ବିପୁଳ କାଠ ଓ କାଠଚିରା ଯନ୍ତ୍ରାଂଶ ଜବତ ୨ ଗିରଫ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୬- ନୟାଗଡ ଜିଲ୍ଲା ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଜୁନ୍ ୨୧ ତାରିଖ ସକାଳୁ ସଦଳବଳେ ବହୁ ଜାଗାରେ ଚଢାଉ କରିଥିଲେ । ସୁର୍କାବାଡି ଗ୍ରାମ ପଂଚାୟତ...
ଅନ୍ଧ ବିଶ୍ୱାସରେ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିର୍ଯ୍ୟାତନା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୬-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ଦିନକୁ ଦିନ ଅନ୍ଧ ବିଶ୍ୱାସ ବଢିବାରେ ଲାଗିଛି । ଯାହା ଫଳରେ ଅନ୍ଧ ବିଶ୍ୱାସକୁ ଆଧାର କରି ଗାଁ ଗାଁ ରେ କଙ୍ଗାରୁ...
ନବ ଯୌବନ ଦର୍ଶନରୁ ବଂଚିତ ହେଲେ ଜଗନ୍ନାଥ ପ୍ରେମୀ ଦର୍ଶକ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୦/୦୬-ରଣପୁର ର ରାଜା ପଦ୍ମନାଭ ନରେନ୍ଦ୍ରଙ୍କ ସମୟରୁ ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର ରେ ଶ୍ରୀକ୍ଷେତ୍ର ଭଳି ବାରମାସରେ ତେର ଯାତ୍ରା ନିତି ଅନୁଷ୍ଠିତ ହୋଇଆସୁଅଛି । ତେରଯାତ୍ରା...
ବାଘ ଶିକାର ଅଭିଯୋଗରେ ବନବିଭାଗ ୩ଜଣଙ୍କୁ କୋର୍ଟ ଚାଲାଣ କଲା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୬-ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ବନାଂଚଳରେ ବାଘ ଶିକାରକୁ ନେଇ କିଛିଦିନ ହେଲା ଜୋରଦାର ଚର୍ଚ୍ଚା ଚାଲିଥିଲା । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜାମୁଗଣ୍ଡ ଗ୍ରାମର...




