Home Authors Posts by Biranchi Narayan Patri

Biranchi Narayan Patri

869 POSTS 0 COMMENTS

‘ସାମନା’ ଖବର କାଗଜର ସଂପାଦକ ପଦରୁ ଇସ୍ତଫା ଦେଇ ଉଦ୍ଧବ

0
ମୁମ୍ବାଇ୨୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଅପେକ୍ଷାରେ ଥିବା ଶିବଦେନା ପାଟିର ମୁଖ୍ୟ ଉଦ୍ଧବ ଠାକ୍ରେ ଆଜି ନିଜ ସଂପାଦନାରେ ପ୍ରକାଶ ପାଉଥିବା ‘ସାମନା’ ଖବର କାଗଜର ସଂପାଦକ ପଦରୁ...

ପରିବର୍ତ୍ତନ ହୋଇପାରେ ଟ୍ରାଫିକ୍ ଯାଞ୍ଚ ତାରିଖ !

0
ଭୁବନେଶ୍ୱର ୨୮ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା ୧ ତାରିଖରୁ ରାଜ୍ୟରେ କଡ଼ାକଡ଼ି ଭାବେ ନୂଆ ଟ୍ରାଫିକ ଆଇନ ଲାଗୁ ହେବାର ଥିଲା।ଆଜି ବିଧାନସଭାରେ ଶାସକ ଦଳର ସଦସ୍ୟ ଦେବୀ ପ୍ରସାଦ ମିଶ୍ର...

ବୁଲବୁଲରେ କ୍ଷତି ପାଇଁ ଚାଷୀ ଆତ୍ମହତ୍ୟା

0
କେନ୍ଦ୍ରାପଡା୨୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ସାମୁଦ୍ରିକ ବାତ୍ୟା ବୁଲବୁଲରେ ଉପକୁଳ ବର୍ତ୍ତି ଜିଲ୍ଲା ମାନଙ୍କରେ ଚାଷୀ କୁଳର ବ୍ୟାପକ କ୍ଷୟ କ୍ଷତି ହୋଇଥିବା ସରକାର ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ରାଜନଗର...

ନସିଂହୋମରେ ମହିଳାଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା

0
ଭଦ୍ରକ୨୮ା୧୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭଦ୍ରକ ସହରାଞ୍ଚଳରେ ଥିବା ଏକ ନସିଂହୋମରେ ଜଣେ ମହିଳା ମୃତ୍ୟୁକୁ ନେଇ ଆଜି ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୁଚନା ମିଳିଛି । ଭଦ୍ରକ ସହରାଞ୍ଚଳ...

ଚୋରି କରିବା ବେଳେ ପ୍ରାଣଗଲା!

0
ଭୁବନେଶ୍ୱର୨୮ା୧୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଖାରବେଳନଗରରେ ଏକ ୧୧କେଭି ବିଦ୍ୟୁତ୍ ଖୁଣ୍ଡରେ ନଟବୋଲ୍ଟ ଚୋରି କରୁଥିବା ଜଣେ ଯୁବକ ବିଦ୍ୟୁତ୍ କରେଣ୍ଟରେ ପୋଡି ମୃତ ବରଣ କରିବା ପୁଲିସ ନିକଟରୁ ସୁଚନା ମିଳିଛି ।...

ନିଶା ଔଷଧ ବୋଝେଇ ପିକ୍‌ଅପ ଭ୍ୟାନ ଜବତ

0
ବଲାଙ୍ଗିର୨୮ା୧୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବଲାଙ୍ଗିର ଜିଲ୍ଲା ପୁଲିସ୍ ସ୍କ୍ୱାଡର ଚଢାଉରେ ବେଆଇନ ଚାଲାଣ ହେଉଥିବା ନିଶା ଔଷଧ ବୋଝେଇ ହୋଇଥିବା ଏକ ପିକ୍‌ଅପ ଭ୍ୟାନ ଜବତ ହୋଇଥିବା ସୁଚନା ମିଳିଛି । ପୁଇଁତଳାରୁ ...

କୁଅରୁ ଏକ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

0
ଅନୁଗୁଳ୨୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଅନୁଗୁଳ ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ଏକ କୁଅରୁ ଏକ କ୍ଷତବିକ୍ଷତ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିବା ସୂଚନା ମିଳିଛି। ବାଲିସାହିର ଦୁର୍ଯ୍ୟୋଧନ ତୁଙ୍ଗଙ୍କୁ ମୃତ ଦେହକୁ...

ଦେବାଶିଷ ମେମୋରିଆଲ କ୍ରିକେଟ୍ ଉଦ୍ ଘାଟିତ

0
ଯାଜପୁର୨୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପଥରପଦା ନେତାଜୀ ୟୁଥ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଦେବାଶିଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦ୍ ଘାଟିତ ହୋଇଛି । ଏହି ଟୁର୍ଣ୍ଣାମେଂଟକୁ ଅତିଥିଭାବେ ସରପଂଚ ପ୍ରକାଶ ଚନ୍ଦ୍ର...

୨ଡାକ୍ତର ନିଯୁକ୍ତିର ପ୍ରତିଶୃତି ପରେ ଗଣ ଧାରଣା ସ୍ଥଗିତ

0
ଯାଜପୁର୨୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖଡାକ୍ତର ନିଯୁକ୍ତି ଦାବିରେ ବରିଷ୍ଠ ସଚେତନ ନାଗରିକଙ୍କ ଦ୍ୱାରା ଚାଲିଥିବା ଗଣଧାରଣାର ୪ର୍ଥ ଦିନରେ ଧାରଣା ସ୍ଥଳେ ୨ ଡାକ୍ତରଙ୍କ...

କନକଲତା ହତ୍ୟାକାଣ୍ଡ ଅଭିଯୁକ୍ତ ଗିରଫ

0
ଝାରସୁଗୁଡା୨୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଝାରସୁଗୁଡା ଜିଲ୍ଲାରେ ହୋଇଥିବା କନକଲତା ହତ୍ୟାକାଣ୍ଡ ମାମଲାରେ ଫେରାର ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଯାଦବ ଫେରାର ଉଦ୍ୟମ ବେଳେ...

ଉପନିର୍ବାଚନ ବେଳେ ଉତ୍ତେଜନା;ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ କଲା ଲାଠି ଚାର୍ଜ

0
ବାଲେଶ୍ୱର୨୭ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଲେଶ୍ୱର ଜିଲ୍ଲା ଭୋଗରାଇରେ ପଞ୍ଚାୟତ ଉପନିର୍ବାଚନ ବେଳେ ଉତ୍ତେଜନା ହେବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚ ଲାଠି ଚାର୍ଚ୍ଚ କରିବା ସୂଚନା ମିଳିଛି। ଭୋଗରାଇରେ ସରପଞ୍ଚ...

ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ, ଏସପିଙ୍କୁ ଭେଟିଲା ସାବିନା

0
ଯାଜପୁର୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଂଚି ଗୁହାରୀ ଜଣାଇଛି ପିଡିତା ସାବିନା । ଏମିତିକି ତାର ପରିବାର ପ୍ରତି ବର୍ତମାନ ବିପଦ ଦେଖାଦେଇଛି । ମଙ୍ଗଳପୁର ଓ କୋରାଇ...

ପଞ୍ଚାୟତ ଊପନିର୍ବାଚନରେ ମତଦାନ କରିବେ ୩୮୭୩୬ ଭୋଟର

0
ଯାଜପୁର୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାର ୧୩୭ ଟି ବୁଥ୍ରେ ପଞ୍ଚାୟତ ଊପନିର୍ବାଚନ ଚଳିତ ମାସ ୨୭ ତାରିଖ ବୁଧବାର ଅନୁଷ୍ଠିତ ହେବ । ମୋଟ ୩୮୭୩୬ ଜଣ ଭୋଟର ଏଥିରେ ମତଦାନ କରିବେ...

ଭୟଙ୍କର ଭୂକମ୍ପରେ ୧୪ଜଣଙ୍କ ମୃତ୍ୟୁ ;୬୦୦ରୁ ଅଧିକ ଲୋକ ଆହତ

0
ଆଲବାନିଆ୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଲବାନିଆରେ ଆଜି ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିବା ଜଣାପଡ଼ିଛି। ଏହି ଭୟଙ୍କର ଭୂକମ୍ପରେ ଏପର୍ୟ୍ୟନ୍ତ ୧୪ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ...

ଆଶୀର୍ବାଦଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

0
କଟକ୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ହାଇକୋର୍ଟ ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ମାମଲାରେ ସିବିଆଇ ଗିରଫ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା...

ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାରେ ଦୁଇ ଆତଙ୍କବାଦୀ ନିହତ

0
ଜମ୍ମୁକାଶ୍ମୀର୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସକାଳ ସମୟରେ ଜମ୍ମୁକାଶ୍ମୀରର ପୁଲୱାମା ଜିଲ୍ଲାର ଦ୍ରଵଗ୍ରାମରେ ଆତଙ୍କବାଦୀମାନେ ସେନା, ସିଆରପିଏଫ ଓ ଜାମ୍ମୁ କାଶ୍ମୀର ପୁଲିସର ପେଟ୍ରୋଲିଙ୍ଗ ଟିମ ଉପରେ ଗୁଳିମାଡ କରିଥିଲେ । ଏହାର...

ମୋଟର ସାଇକେଲ୍ ଦୁର୍ଘଟଣାରେ ୨ମୃତ – ଜଣେ ଆହତ

0
ଭଦ୍ରକ୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଗତ ବିଳମ୍ବିତ ରାତ୍ରୀରେ ଭଦ୍ରକ ଜିଲ୍ଲା ବାଁଶଗଡା ଥାନା ନୂଆଗାଁ ନିକଟରେ ଏକ ମଟରସାଇକେଲ୍ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହତକୁ ଚିକିତ୍ସା ନିମନ୍ତେ...

ଇାଲି ଗାଡିରେ ଶିଶୁର ପ୍ରାଣଗଲା

0
କେନ୍ଦୁଝର୨୪ାା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଏକ ବାଲି ବୋଝେଇ ଏକ ୨ବର୍ଷର ଶିଶୁ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ଶିଶୁଟିର ମୃତ୍ୟୁ ହେବା ସୁଚନା ମିଳିଛି । କେନ୍ଦୁଝର ନନ୍ଦିପଦା ଗ୍ରାମ ନିକଟରେ ଆଜି ସକାଳ...

ଘରପୋଡି ଅଭିଯୋଗରେ ସ୍ୱାମୀ ସ୍ତ୍ରୀ କୋର୍ଟ ଚାଲାଣ

0
ଯାଜପୁର୨୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତର କେଳା ଗଡିଆ ଗ୍ରାମରେ ନିଜ ମାଆ ସହିତ କଳି କରି ଘରେ ନିଅାଁ ଲଗାଇବା ଅଭିଯୋଗରେ ସାନପୁଅ ଓ ବୋହୁଙ୍କୁ ପୁଲିସ୍...

ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ୯୪ତମ ଜନ୍ମୋତ୍ସବ ପାଳିତ

0
ଯାଜପୁର୨୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲିର ସାଇ ମନ୍ଦିର ପରିସରରେ ସତ୍ୟସାଇ ବାବାଙ୍କ ୯୪ତମ ଜନ୍ମୋତ୍ସବ ପାଣିକୋଇଲି ସାଇ ଭଜନମଣ୍ଡଳୀ ଆନୁକୂଲ୍ୟରେ ମହାଆଡମ୍ବରରେ ପାଳିତ ହୋଇଛି । ପ୍ରାତଃ ସାଢେ୪ଟାରୁ ଓଁକାର ସୁପ୍ରଭାମ୍,...