Home ଓଡ଼ିଶା ‘ସାମନା’ ଖବର କାଗଜର ସଂପାଦକ ପଦରୁ ଇସ୍ତଫା ଦେଇ ଉଦ୍ଧବ

‘ସାମନା’ ଖବର କାଗଜର ସଂପାଦକ ପଦରୁ ଇସ୍ତଫା ଦେଇ ଉଦ୍ଧବ

856

ମୁମ୍ବାଇ୨୮ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଅପେକ୍ଷାରେ ଥିବା ଶିବଦେନା ପାଟିର ମୁଖ୍ୟ ଉଦ୍ଧବ ଠାକ୍ରେ ଆଜି ନିଜ ସଂପାଦନାରେ ପ୍ରକାଶ ପାଉଥିବା ‘ସାମନା’ ଖବର କାଗଜର ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାରୀ ସଂପାଦକ ସଞ୍ଜୟ ରାଉତଙ୍କୁ ‘ସାମନା’ ଖବର କାଗଜର ସଂପାଦକ ଭାବେ ଦାୟିତ୍ୱ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.