Home ଅପରାଧ ଚୋରି କରିବା ବେଳେ ପ୍ରାଣଗଲା!

ଚୋରି କରିବା ବେଳେ ପ୍ରାଣଗଲା!

805

ଭୁବନେଶ୍ୱର୨୮ା୧୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଖାରବେଳନଗରରେ ଏକ ୧୧କେଭି ବିଦ୍ୟୁତ୍ ଖୁଣ୍ଡରେ ନଟବୋଲ୍ଟ ଚୋରି କରୁଥିବା ଜଣେ ଯୁବକ ବିଦ୍ୟୁତ୍ କରେଣ୍ଟରେ ପୋଡି ମୃତ ବରଣ କରିବା ପୁଲିସ ନିକଟରୁ ସୁଚନା ମିଳିଛି । ଅଧାପୋଡା ପରିଚୟ ବିହିନ ମୃତ ଦେହକୁ ପୁଲିସ୍ ଜବତ କରିଥିବା ବେଳେ ସେ ନଟବୋଲ୍ଟ ଚୋରି କରୁଥିବା ବୋଲି ପୁଲିସ୍ କିପରି ଜାଣିଲା ତାହା ଆଲୋଚ୍ୟର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.